‘ଡେପୁଟେଶନ ଅବଧି ସରିଲା ପରେ ନିର୍ଦ୍ଦେଶକ ରହିବାର ଅଧିକାର ନାହିଁ’
କଟକ ଅଫିସ,୨୨ା୧୨: ୫ ବର୍ଷ ଡେପୁଟେଶନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍ତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡା. ଶକ୍ତି ପ୍ରସାଦ ଦାସଙ୍କର ନାହିଁ। ଏନେଇ ହାଇକୋର୍ଟ ମୁଖ୍ୟ…
ଖସୁଛି ପାରଦ, ବଢୁଛି ଶୀତବସ୍ତ୍ରର ଚାହିଦା
ଭୁବନେଶ୍ୱର,୨୨। ୧୨: ସାରା ଓଡ଼ିଶାକୁ ଥରାଉଛି ହାଡ଼ଭଙ୍ଗା ଶୀତ। ବଢୁଛି ଜାଡ଼ ଖସୁଛି ପାରଦ। ଦିନରେ ଘରୁ ବାହାରିବା ହେଲାଣି ମୁସ୍କିଲ। ଗତ କିଛିଦିନ ହେଲା ଶୀତର ପ୍ରକୋପ ବଢିବାରେ ଲାଗିଛି। ପାରଦ ତଳମୁହାଁ ହୋଇ ରାଜ୍ୟର ୧୯ ଜିଲାରେ ୧୦…
ପରିଶ୍ରମ ପୋର୍ଟାଲରେ ସ୍ବୟଂଚାଳିତ ହେବ ୫୨ ସେବା
ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ପରିଶ୍ରମ ପୋର୍ଟାଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ୧୭ ତାରିଖରେ ଲୋକାର୍ପଣ କରାଯାଇଛି। ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ସମୁଦାୟ ୫୨ ସେବାକୁ ସମ୍ପୂର୍ଣ୍ଣ…
କଟ୍ନୀଛଟ୍ନୀ ପରେ ଉଠିଲା ଧାନ
ଝାରସୁଗୁଡ଼ା ଅଫିସ,୨୨ା୧୨: ଝାରସୁଗୁଡ଼ା ସରବାହାଲ ମାର୍କେଟ ୟାର୍ଡ (ଧାନମଣ୍ଡି) ସୋମବାର ଉଦ୍ଘାଟନ ହେବା ପରେ ୩ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ୩୬୦ବସ୍ତା ଧାନ କିଣାଯାଇଥିଲା। ଦ୍ୱିତୀୟ ଦିନ ମଙ୍ଗଳବାର ମାର୍କେଟ୍ ୟାର୍ଡରେ କଟ୍ନୀଛଟ୍ନୀକୁ ନେଇ ଅଚଳାବସ୍ଥା ଦେଖାଦେଇଥିଲା। ଚାଷୀମାନେ ମଣ୍ଡିରେ ଗାଡିରେ…
ଘର ମରାମତି ପାଇଁ ମିଳିବ ସହାୟତା
ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଘର ମରାମତି ପାଇଁ ରାଜ୍ୟ ସରକାର ସହାୟତା ଦେବେ। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଞ୍ଚଳ…
ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ରାଷ୍ଟ୍ରପତି
ଥିରୁଭାନନ୍ତପୁରମ୍,୨୨।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି । ତେବେ ରାଷ୍ଟ୍ରପତି ବୁଧବାର ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ।ଏ ନେଇ…
ମହାରାଷ୍ଟ୍ର ବିଧାନସଭାରେ ସଙ୍କଟର ବାଦଲ, ୪ ପୋଲିସକର୍ମୀଙ୍କ ସମେତ ୧୦ କରୋନା ପଜିଟିଭ
ମୁମ୍ବାଇ,୨୨ ।୧୨: ମହାରାଷ୍ଟ୍ର ବିଧାନସଭାର ଶୀତକାଳିନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ କରାଯାଇଥିବା ଆରଟିପିସିଆର୍ ଟେଷ୍ଟ ପରେ ୧୦ ଜଣ କେରାନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ୪ ପୋଲିସକର୍ମୀ ଥିବା…
ଟ୍ରାଫିକ୍ ଆଇଆଇସିଙ୍କ ବିରୋଧରେ ମାମଲା
ଯାଜପୁର ଅଫିସ,୨୨ା୧୨: ଟ୍ରାଫିକ ନିୟମ ଖିଲାପ କରି ନ ଥିବା ସତ୍ତ୍ବେ ଜଣେ ଆଇନଜୀବୀଙ୍କ ନାମରେ ଅନ୍ଲାଇନ ଚାଲାଣ କଟାଯିବା ଘଟଣା ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି। ଏଥିନେଇ ସମ୍ପୃକ୍ତ ଆଇନଜୀବୀ ଚଣ୍ଡିଖୋଲ ଜେଏମ୍ଏଫ୍ସିଙ୍କ କୋର୍ଟରେ ଏକ ଅଭିଯୋଗ…
ସେତୁ ଶିଳାନ୍ୟାସକୁ ନେଇ ବିବାଦ ବରୁହାଁ-ବାଲିଚନ୍ଦ୍ରପୁର
ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୨ା୧୨ (ଡି.ଏନ.ଏ./ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ବାଲିଚଦ୍ରପୁର ପଞ୍ଚାୟତ ଅଧୀନ ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ରୁକୁଟିପାଟଠାରେ ବିରୂପା ନଦୀରେ ନିର୍ମାଣ ହେବାକୁ ଥିବା ସେତୁକୁ ନେଇ ବିବାଦ ଉପୁଜିଛି। ବୁଧବାର ପୂର୍ତ୍ତ ବିଭାଗ ତରଫରୁ ଏହି ସେତୁର…
ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍
କେପଟାଉନ୍,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଡିସେମ୍ବର ୨୬ରେ ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଆରମ୍ଭ ହେବ। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଡିନ ଏଲଗାର ଭାରତକୁ ଚେତାବନୀ ଦେଇଛନ୍ତି। ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ଡିନ ଏଲଗାର କହିଛନ୍ତି…
ସରକାରଙ୍କ ଜମି ଅଧିଗ୍ରହଣ, ପଟ୍ଟାରେ ଠିକା ସଂସ୍ଥା
କେନ୍ଦ୍ରାପଡ଼ା ଅଫିସ, ୨୨ା୧୨: ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍ଏସି ଅଞ୍ଚଳବାସୀଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ମେଗା ପ୍ରକଳ୍ପ ନିର୍ମାଣ ହେଉଛି। ରାଜ୍ୟ ସରକାର ବସୁଧା ଯୋଜନାରେ ଏଥିପାଇଁ ୯୮୨…
ଆସୁଛି ବଡ଼ଦିନ: ଜମିଲାଣି ବଜାର
ଆସୁଛି ବଡ଼ଦିନ। ରାଜଧାନୀରେ ଧୀରେ ଧୀରେ ଜମିଲାଣି ସାନ୍ତାକ୍ଲଜ, କ୍ରିସ୍ମାସ ଟ୍ରି, ଲାଇଟିଂ ଷ୍ଟାର ଓ ସାଜସଜ୍ଜା ସାମଗ୍ରୀର ବେପାର। ଭଳିକି ଭଳି ସୁସ୍ବାଦୁ କେକ୍ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଚର୍ଚ୍ଚକୁ ମଧ୍ୟ ସଜ୍ଜିତ କରାଯାଉଛି। କରୋନା ମହାମାରୀ ଆତଙ୍କ…
Archives


