ଚେନ୍ନାଇକୁ ୧୮୮ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୪ଟି ଓ୍ବିକେଟ ହରାଇ ୧୮୭ରନ୍‌ କରିଛି। ଫଳରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୧୮୮ରନ୍‌ର ଟାର୍ଗେଟ ଦେଇଛି ପଞ୍ଜାବ। ଟସ୍‌ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବର ଦୁଇ ଖେଳାଳି ଶିଖର ଧାଓ୍ବନ ଓ ବି ରାଜପୋକ୍ସେଙ୍କ ଯୋଡି ଭଲ ପ୍ରଦର୍ଶନ କରିଥିଲା। ଧାଓ୍ବନ ୫୯ ବଲ୍‌ରେ ୮୮ରନ୍‌ କରିଥିବା ବେଳେ ୯ଟି ଚୌକା ଓ ୨ଟି ଛକା ମାରିଥିଲେ। ରାଜପୋକ୍ସେ ୩୨ ବଲ୍‌ରେ ୪୨ ରନ୍‌ କରିଥିବା ବେଳେ ୨ଟି ଚୌକା, ୨ଟି ଛକା ମାରିଥିଲେ। ସେହିପରି ପଞ୍ଜାବ ଅଧିନାୟକ ମୟାଙ୍କ ଅଗ୍ରଓ୍ବାଲ ଭଲ ପ୍ରଦର୍ଶନ କରି ନ ଥିବା ବେଳେ ୨୧ ବଲ୍‌ରେ ୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସେହିଭଳି ଲିଭିଂଷ୍ଟୋନ ୭ବଲ୍‌ରେ ୧୯ ରନ୍‌ ଓ ବେୟାରଷ୍ଟୋ ୩ ବଲ୍‌ରେ ୬ରନ୍‌ କରି ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ସିଏରେ ଦୁର୍ନୀତି ଅଭିଯୋଗ; ତେଲେଙ୍ଗାନା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାୟୁଡୁ

ହାଇଦ୍ରାବାଦ,୨୪।୧୧(ପି.ଟି.)- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ। ଏଥିସହିତ ରାଜ୍ୟର ନଗରପାଳିକା ପ୍ରଶାସନିକ ମନ୍ତ୍ରୀ କେ.ଟି. ରାମାରାଓଙ୍କ...

‘ଧୋନୀ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ, ୧୩।୨ (ପି.ଟି.)- ବେଶ୍‌ କିଛିଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ସର୍ବକାଳକୀନ ଶ୍ରେଷ୍ଠ ଅଧିନାୟକ ବୋଲି ଭେଟେରାନ ବ୍ୟାଟ୍ସମ୍ୟାନ...

କିଶୋର ଭିମାନୀଙ୍କ ପରଲୋକ

କୋଲକାତା, ୧୬ା୧୦ (ପି.ଟି.)-ଭେଟେରାନ କ୍ରୀଡ଼ା ଜର୍ନାଲିଷ୍ଟ ତଥା କ୍ରିକେଟ ଭାଷ୍ୟକାର କିଶୋର ଭିମାନୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ୮୦ବର୍ଷ ହୋଇଥିଲା। ସେ ଅସୁସ୍ଥ ଥିବାରୁ କିଛି...

ଗୋଲକିପରଙ୍କୁ ମାରି ରେଫରି ବାସନ୍ଦ

ମିଲନ,୧୨।୨- ଚଳିତ ମାସରେ ଏକ ଲିଗ୍‌ ମ୍ୟାଚ୍‌ ବେଳେ ଜଣେ ଇଟାଲିଆନ ରେଫରି ଗୋଲକିପରଙ୍କୁ ମୁଣ୍ଡିଆ ମାରିଥିଲେ। ଏଥିନେଇ ରେଫରିଙ୍କୁ ଏକ ବର୍ଷ ପାଇଁ ବାସନ୍ଦ...

୧୫୦ ଟେଷ୍ଟ ଉଇକେଟ କ୍ଲବରେ ସାମି

କିଙ୍ଗ୍‌ଷ୍ଟନ,୨।୯: ଭାରତୀୟ ପେସର ମହମ୍ମଦ ସାମି ରବିବାର ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି। ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଘରୋଇ ଅଲରାଉଣ୍ଡର...

କ୍ରମାଗତ ତୃତୀୟ ପ୍ଳେ- ଅଫ୍‌ରେ ଦିଲ୍ଲୀ କ୍ୟାପିଟାଲ

ଶାରଜା,୨।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍‌ ଫେଜ୍‌-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଦ୍ୱିତୀୟ ଦଳ ଭାବେ ପ୍ଳେଅପ୍‌ରେ ନିଜ ସ୍ଥାନ ପକ୍କା କରିଛି। ଦଳ ଏଥିସହିତ...

କେକେଆର୍‌ରେ କମିନ୍ସଙ୍କ ସ୍ଥାନ ନେବେ ଷ୍ଟାର ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୨୬।୮: ୟୁଏଇରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନର ବଳକା ୩୧ ମ୍ୟାଚ୍‌ ପାଇଁ ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ...

ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କଲେ ବିରାଟ

ମାଞ୍ଚେଷ୍ଟର,୧୦।୭(ପିଟି)- ଶୀର୍ଷ ର଼୍ୟାଙ୍କ୍‌ଧାରୀ ଦିନିକିଆ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବୁଧବାର ନଂ.୧ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କରିବାକୁ ଉଦ୍ୟମ କରିଛନ୍ତି। ନ୍ୟୁଜିଲାଣ୍ଡ...

Advertisement
Archives

Model This Week