Posted inଜାତୀୟ

ଚିନ୍ତନ ଶିବିର ପୂର୍ବରୁ ଜି-୨୩ଙ୍କୁ ମନାଇବାକୁ ପ୍ରୟାସ

ନୂଆଦିଲ୍ଲୀ,୨୬ ।୪: ରାଜସ୍ଥାନର ଉଦୟପୁରରେ ୧୩ରୁ ୧୫ ମେ’ ମଧ୍ୟରେ ହେବାକୁ ଯାଉଥିବା କଂଗ୍ରେସର ଚିନ୍ତନ ଶିବିରକୁ ଦଳ ‘ନବ ସଂକଳ୍ପ ଚିନ୍ତନ ଶିବିର’ ନାମ ଦେଇଛି । ଏହି ଚିନ୍ତନ ଶିବିରରେ ଦଳ ମୁଖ୍ୟତଃ ୬ଟି ମୁଖ୍ୟ ବିଷୟକୁ ନେଇ ଚର୍ଚ୍ଚା କରିବ । ଏଥିରେ ରାଜନୈତିକ, ଆର୍ଥିକ, ସାମାଜିକ ଚ୍ୟାଲେଞ୍ଜ ସହ କୃଷକ, ଯୁବକଙ୍କଠାରୁ ଆରମ୍ଭ କରି ଦଳର ସଂଗଠନରେ ପରିବର୍ତ୍ତନ ଓ ୨୦୨୪ ଲୋକ ସଭା ନିର୍ବାଚନର ରଣନୀତିକୁ ନେଇ ଚର୍ଚ୍ଚା କରାଯିବ ।
ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୬ଟି ସମିତି ଗଠନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଟ ୫୪ ନାମ ମଧ୍ୟରୁ ଦଳର ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା (ଜି୨୩)ର ବରିଷ୍ଠ ନେତା ଯେମିତିକି ଗୁଲାମ ନବି ଆଜାଦ, ଆନନ୍ଦ ଶର୍ମା, ମନିଷ ତିୱାରୀ, ଶଶି ଥରୁର ଆଦିଙ୍କୁ ଗୁରୁତ୍ୱ ଦିଆଯାଇଛି । ରାଜନୈତିକ ମାମଲା ସମିତିି ସଂଯୋଜକ ମଲ୍ଲିକାର୍ଜୁନ ଖଡଗେ କରିବେ ବୋଲି ଜଣାପଡିଛି । ଏଥିରେ ଗୁଲାମ ନବୀ ଆଜାଦ, ଶାଇ ଥରୁର, ଅଶୋକ ଚୌହାନ ଆଦିଙ୍କୁ ସ୍ଥାନ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ରାଖୀ ବାନ୍ଧିଲେ ସ୍କୁଲ ପିଲା

ମୋରାଦାବାଦ୍‌, ୩।୮: ପବିତ୍ର ରକ୍ଷାବନ୍ଧନକୁ ନିଆରା ଢଙ୍ଗରେ ଉତ୍ତରପ୍ରଦେଶ ମୋରାଦାବାଦର ସ୍କୁଲ ପିଲା ପାଳନ କରିଛନ୍ତି। ପରିବେଶ ସୁରକ୍ଷା ଅଭିଯାନକୁ ସ୍କୁଲ ପିଲା ଗୁରୁତ୍ୱ ଦେଇ...

ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ସଞ୍ଜୟ…

ମୁମ୍ବାଇ, ୫।୯ : ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।...

୨୧ରୁ ଖୋଲିବ ସ୍କୁଲ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ଥିବା ସ୍କୁଲ ସେପ୍ଟେମ୍ବର ୨୧ରୁ ଖୋଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ନବମରୁ...

ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍‌

ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ରିପୋର୍ଟ…

ନୂଆଦିଲ୍ଲୀ, ୯।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ...

କ୍ଷମା ମାଗିଲେ ନୁପୁର

କାନପୁର,୫।୬: ଭାଜପା ନେତ୍ରୀ ନୁପୁର ଶର୍ମାଙ୍କୁ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡିଛି। ରବିବାର ଦଳର ହାଇକକାଣ୍ଡ ତାଙ୍କୁ ଦଳରୁ ନିଲମ୍ବିତ...

ଉଦ୍‌ଘାଟିତ ହେଲା ‘କର୍ତ୍ତବ୍ୟ ପଥ’, ଦେଶ ପାଇଁ ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୮।୯: ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁର ଉଦ୍‌ଘାଟନ କରିଛନ୍ତି। ଇଣ୍ଡିଆ ଗେଟ୍‌ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ‘କର୍ତ୍ତବ୍ୟ ପଥ’କୁ ପ୍ରଧାନମନ୍ତ୍ରୀ...

କଂଗ୍ରେସ ପକ୍ଷରୁ ‘ୟଙ୍ଗ ଇଣ୍ଡିଆର ବୋଲ’ ସିଜିନ-୩ ଆରମ୍ଭ…

ନୂଆଦିଲ୍ଲୀ,୧୮।୩ : ସଂଗଠନରେ ଯୁବ ପ୍ରବକ୍ତା ଚୟନ ପାଇଁ ଭାରତୀୟ ଯୁବ କଂଗ୍ରେସ ୟଙ୍ଗ ଇଣ୍ଡିଆ କେ ବୋଲ ସିଜିନ-୩ ଆରମ୍ଭ କରିଛି। ଏହି ପ୍ରତିଯୋଗିତାରୁ...

Advertisement
Archives

Model This Week