ଲେଡି ସିଘଂମ ଶିଳ୍ପା

ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ ଜରିଆରେ ଶିଳ୍ପା ଓଟିଟି ପ୍ଲାଟଫର୍ମରେ ପାଦ ଥାପିଛନ୍ତି। ତେବେ ଏଥିରେ ଶିଳ୍ପାଙ୍କୁ ଜଣେ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ। ଏହି ଓ୍ବେବ୍‌ ସିରିଜ୍‌ର ଫାଷ୍ଟ୍‌ ଲୁକ୍‌ ପୋଷ୍ଟର ରିଲିଜ୍‌ ହୋଇସାରିଛି। ତେବେ ଏ ନେଇ ନିଜେ ଶିଳ୍ପା ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଫ୍ୟାନ୍ସମାନଙ୍କୁ ଏହି ସୂଚନା ଦେଇଛନ୍ତି। ଖାଲି ଶିଳ୍ପା ନୁହନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ଏହା ଜରିଆରେ ଓଟିଟିରେ ଡେବ୍ୟୁ କରିଛନ୍ତି। ରୋହିତଙ୍କ ଦ୍ୱାରା ନିର୍ଦ୍ଦେଶିତ ଇଣ୍ଡିଆନ ପୋଲିସ ଫୋର୍ସ ଆମାଜନ୍‌ ପ୍ରାଇମ୍‌ରେ ମୁକ୍ତିଲାଭ କରିବ । ରୋହିତ ସେଟ୍ଟୀ ପୋଲିସକୁ ନେଇ ଅଦ୍ୟାବଧି ୪ଟି ଫିଲ୍ମ ତିଆରି କରିସାରିଥିବାବେଳେ ଏଗୁଡିକ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ରୋହିତ ପ୍ରଥମ ଥର ପାଇଁ ଓ୍ବେବ୍‌ ସିରିଜ୍‌ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଲାଇକାଙ୍କ ଉପରୁ ହଟିଲାନି ବୃଦ୍ଧଙ୍କ ନଜର

ମୁମ୍ବାଇ: ଫ୍ୟାଶନ ଡିଭା ମଲାଇକା ଆରୋରା ସବୁବେଳେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କୌଣସି ଇଭେଣ୍ଟ ହେଉ କି କୌଣସି ଜିମ୍‌ ସେଣ୍ଟର।...

ଐଶ୍ୱର୍ଯ୍ୟାଙ୍କୁ ଏମିତି ପ୍ରପୋଜ୍‌ କରିଥିଲେ ଅଭିଷେକ

ଅଭିଷେକ୍‌ ଏବଂ ଐଶ୍ୱର୍ଯ୍ୟାଙ୍କୁ ବଲିଉଡ୍‌ର ମୋଷ୍ଟ ପାଓ୍ବାରଫୁଲ୍‌ କପଲ କୁହାଯାଏ। ୧୨ ବର୍ଷ ତଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜି ଅର୍ଥାତ୍‌ ବୁଧବାର...

ଉଦୟପୁରରେ ହେବ ପରିଣୀତି-ରାଘବଙ୍କ ବିବାହ!

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଡ୍ଡାଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହୋଇପାରେ। ତେବେ ପରିଣୀତି ଆଜି ଉଦୟପୁରରେ ପହଞ୍ଚିଥିବାରୁ କଳ୍ପନାଜଳ୍ପନା...

ଅଡୁଆରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଅମିଶା ପଟେଲ ବର୍ତ୍ତମାନ ଅଡୁଆରେ। ଅମିଶା ଓ ତାଙ୍କ ବିଜନେସ ପାର୍ଟନର କୁନାଲ ଗୁମରଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଉଭୟଙ୍କ ନାଁରେ...

ଏମିତି ରହିଛି ସଲମାନଙ୍କ ଭାଲେଣ୍ଟାଇନ୍‌ ପ୍ଲାନ୍‌

ମୁମ୍ବାଇ: ବଲିଉଡ୍‌ର ବ୍ୟାଚଲର ହିରୋ ତଥା ଦବଙ୍ଗ ଖାନ୍‌ ସଲମାନ ଭାଲେଣ୍ଟାଇନ୍‌ କେମିତି ପାଳିବେ ପ୍ରଶଂସକମାନେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ସଲମାନ ଏକ ମ୍ୟୁଜିକ୍‌...

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

ଗୋଟିଏ କିସ୍‌ରେ ଅମ୍ରିତା ସିଂଙ୍କୁ ପ୍ରେମ କରି ବସିଥିଲେ ଶୈଫ୍‌ ଅଲ୍ଲୀ ଖାଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ସିଂ ରବିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୮ ଫେବୃୟାରୀ ୯ରେ ପାକିସ୍ତାନର ହଦାଳିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା...

ଭାଲେଣ୍ଟାଇନ୍‌ ଡେ’ରେ ରୋମାଣ୍ଟିକ୍‌ ହେଲେ ନେହା କକ୍କର

ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ଏହି ଦିବସଟିକୁ ପ୍ରେମୀଯୁଗଳ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ଭାଲେଣ୍ଟାଇନ୍ସ...

Advertisement
Archives

Model This Week