ଜୀବନରେ ସୁଖଶାନ୍ତି ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ୫ ଉପାୟ
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଆଜି ଏସବୁ ନୀତି ଲୋକଙ୍କ ମାର୍ଗଦର୍ଶନ କରିଆସୁଛି। ବିଶେଷକରି ଜୀବନକୁ ସହଜ ଏବଂ ସରଳ କରିବାକୁ ନେଇ ଚାଣକ୍ୟ…
ଡ୍ୟାନ୍ସ ବେଳେ ଏହି ଅଭିନେତ୍ରୀଙ୍କ ଖସିଗଲା ଟପ୍, ଆଉ ତାପରେ…
ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ନିଆରା ଫ୍ୟାସନ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ଅନେକ ସମୟରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଯେଉଁ ଭିଡିଓରେ ତାଙ୍କର ବୋଲ୍ଡ ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ…
ବୋଲ୍ଡ ଲୁକ୍ରେ ‘ଦୟା ବେନ୍’; ଭିଡିଓ ଦେଖି ଲୋକେ କହୁଛନ୍ତି…
ବମ୍ବେ: ୨୦୦୮ରୁ ଛୋଟ ପରଦାରେ ପ୍ରସାରଣ ହୋଇଆସୁଛି କମେଡି ଶୋ’ ‘ତାରକ ମେହେତା କା ଉଲଟା ଚଷମା’। ଆଜିଯାଏ ବି ଏହାର ଲୋକପ୍ରିୟତା କମିନାହିଁ। ଶୋ’ର କିଛି ଚରିତ୍ର ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଛି। ସେଥିରୁ ଗୋଟିଏ ହେଲା ଦୟା…
ଖେଳାଳିଙ୍କ ଗୁରୁ ଦକ୍ଷିଣା, କୋଚ୍ଙ୍କ ପାଇଁ ନିର୍ମାଣ କରୁଛନ୍ତି ବିଳାସପୂର୍ଣ୍ଣ କୋଠା…
ଗୁରୁଦାସପୁର, ୨୬।୪ : ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେକ ଖେଳାଳୀ। କ୍ରୀଡାକୁ ଜୀବନ୍ତ ରଖିବା ପାଇଁ ଶହ ଶହ ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ତାଲିମ ଦେଇଥିବାକୋଚ ରେସଲର…
ଫେଲ ମାରିଲା କଂଗ୍ରେସର ସମସ୍ତ ଯୋଜନା
ନୂଆଦିଲ୍ଲୀ,୨୬ ।୪: ପ୍ରତିଥର ପରାଜୟର ମୁହଁ ଦେଖି ଦେଖି ଏଥର କଂଗ୍ରେସ ଟାର୍ଗେଟରେ ୨୦୨୪ ନିର୍ବାଚନ । ଏଥିପାଇଁ ଦଳ ପକ୍ଷରୁ ଅନେକ ପ୍ରକାର ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଛି । ଏଥିରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ…
କରାଚି ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ, ୩ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ…
ଇସଲାମାବାଦ, ୨୬।୪ : ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ନିକଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୁରାଦ…
୨୯ ଯାଏ ତାତି
ଭୁବନେଶ୍ୱର,୨୬।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ସାରା ରାଜ୍ୟ । ଆସନ୍ତା ୨୯ ଯାଏ ରାଜ୍ୟରେ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏପ୍ରିଲ ମାସରୁ ମେ ମାସ ଭଳି ତାତି ଅନୁଭୂତ ହେଉଛି। ସୋମବାର ରାଜ୍ୟର…
କଂଗ୍ରେସରେ ଯୋଗ ଦେବେନି ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୨୬।୪: କଂଗ୍ରେସରେ ଯୋଗ ଦେବାକୁ ମନା କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯଓ୍ବୋଲା ମଙ୍ଗଳବାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗତ ଅନେକ ଦିନ ଧରି ପ୍ରଶାନ୍ତ କିଶୋର କଂଗ୍ରେସରେ…
ଫେରିଲା ମଞ୍ଜୁଲିକା
ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା ୨’ର ଟ୍ରେଲର ଲଞ୍ଚ ହେବା ପରେ ଏବେ ଦର୍ଶକଙ୍କର ଉତ୍ସାହ…
‘ଭୁଲ ଭୁଲେୟା-୨’ର ଟ୍ରେଲର ରିଲିଜ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ ଭୁଲେୟା-୨’ର ଟ୍ରେଲର ରିଲିଜ୍ ହୋଇଯାଇଛି। କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଏହି ଫିଲ୍ମଟି ଆସନ୍ତା ମେ’୨୦ରେ ବଡ ପରଦାରେ ରିଲିଜ୍ ହେବ। ତେବେ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ସସପେନ୍ସ, ରୋମାନ୍ସ…
୧୫ ଜିଲାରେ ନାହାନ୍ତି ଜଣେ ବି କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୬।୪(ବ୍ୟୁରୋ): ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣର ୨ ହଜାର ଉପରେ ଥିବା ବେଳେ ରାଜ୍ୟରେ ମାତ୍ର ୮୦ଟି ସକ୍ରିୟ ମାମଲା ରହିଛି। ୧୫ଟି ଜିଲାରେ ଆକ୍ରାନ୍ତ ନ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ…
କାକୁଡ଼ି ଫେସ୍ପ୍ୟାକ୍
କାକୁଡ଼ି ବ୍ୟବହାର କରି ତ୍ୱଚାର ପ୍ରାୟ ସବୁ ସମସ୍ୟା ସମାଧାନ କରିହେବ। ତେଣୁ ଖରାଦିନେ ଏହାର ଫେସ୍ପ୍ୟାକ୍ ତିଆରି କରି ଲଗାନ୍ତୁ। କାକୁଡ଼ିକୁ ଛୋଟ ଛୋଟ କରି କାଟି ଭଲଭାବେ ପେଷ୍ଟ ତିଆରି କରିଦିଅନ୍ତୁ। ଯଦି ଏଥିରେ କିଛି ଖଦଡ଼ା ଜିନିଷ…

