Home Left

ଟୁଇଟର୍‌ କିଣିବା ପରେ ଏଲନ ମସ୍କଙ୍କ ୫ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ୍‌

ଓ୍ବାଶିଂଟନ୍‌,୨୬।୪:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଟୁଇଟର କିଣିଛନ୍ତି। ଏହି ସମୟରେ ଏଲନଙ୍କ ଏକ ପାଞ୍ଚ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ ହେଉଛି। ସେ ସେହି ଟୁଇଟ୍‌ରେ ଟୁଇଟର୍‌ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଡିସେମ୍ବର…

ଶୀତଳଷଷ୍ଠୀ ଯାତ୍ରା ଲାଗି ଧାର୍ଯ୍ୟ ହେଲା ଲଗ୍ନ

ବରପାଲି,୨୬।୪: ବରଗଡ଼ ଜିଲା ବରପାଲିରେ ଚଳିତ ବର୍ଷ ୧୪୫ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ କରାଯିବ। ଏନେଇ ସ୍ଥାନୀୟ ନୃପରାଜ କ୍ଲବ ପରିସରରେ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ…

୪୦ ପରେ ବି ଫିଟ୍‌

ସାଧାରଣତଃ ୪୦ ବର୍ଷ ପରେ ମହିଳାଙ୍କର ହାଡ଼, ମାଂସପେଶୀ, ତ୍ୱଚା ସମ୍ପର୍କିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ସେହି ସମୟରେ ନିଜ ପ୍ରତି ଅଧିକ ଧ୍ୟାନଦେବାକୁ ହୋଇଥାଏ… ଘର କାମରେ ବ୍ୟସ୍ତ ରହି ମହିଳାମାନେ ସାଧାରଣତଃ ସକାଳ ଜଳଖିଆ ଖାଇପାରନ୍ତି ନାହିଁ।…

ରାନୁ ମଣ୍ଡଳଙ୍କ ପରେ ଏବେ ଭାଇରାଲ ହେଉଛି ଜଣେ ଟ୍ରକ ଡ୍ରାଇଭରଙ୍କ ଭିଡିଓ

ମୁମ୍ବାଇ: ସୋସିଆଲ ମିଡିଆରେ ଅଧିକାଂଶ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କର ହୃଦୟକୁ ଛୁଇଁ ଯାଉଛି । ଏହି ଭିଡିଓ ଜଣେ ଟ୍ରକ ଡ୍ରାଇଭରଙ୍କର ।…

୧୦ ଦଫା ଦାବିରେ ପାଚିକା ସହାୟିକା ସଂଘର ବିକ୍ଷୋଭ

ବଲାଙ୍ଗୀର ଅଫିସ,୨୬।୪: ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ବଲାଙ୍ଗୀର ଜିଲା କମିଟି ପକ୍ଷରୁ ମଙ୍ଗଳବାର ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…

ଏମିତି ଫ୍ରିଜ୍‌ରେ ରଖନ୍ତୁ ଜିନିଷ

ଫ୍ରିଜ୍‌ରେ କେଉଁଠି କେଉଁ ଜିନିଷ ରଖିଲେ ତାହା ଖରାପ ହୁଏ ନାହିଁ ଏକଥା ଜାଣିରଖିବା ନିହାତି ଜରୁରୀ। ନଚେତ୍‌ ଫ୍ରିଜ୍‌ରେ ଥାଇ ବି ଅନେକ ଜିନିଷ ନଷ୍ଟ ହୋଇଥାଏ। ତେଣୁ ଏ ସମ୍ପର୍କରେ ଜାଣିରଖନ୍ତୁ କିଛି କଥା… ପ୍ୟାକେଟ୍‌ କିମ୍ବା ଡବା…

ଛୁଟି ଟେନ୍‌ସନ

ଛୁଟି! କାହା ପାଇଁ ଶ୍ରମ ଲାଘବର ଅବସର ତ କାହା ପାଇଁ ବିନୋଦନର ସମୟ। ଅନ୍ୟମାନଙ୍କ ପାଇଁ କାମରୁ ବିରତିର ଏକ ସୁଯୋଗ ହୋଇପାରେ। କିନ୍ତୁ କର୍ମଜୀବୀ ମହିଳାଙ୍କ ପାଇଁ ଏହା ଦାୟିତ୍ୱ ପାଳନର ଏକ ଅବସର। ପ୍ରତିଯୋଗିତାପୂର୍ଣ୍ଣ କର୍ମକ୍ଷେତ୍ରରେ ଅଫିସ୍‌,…

ମାଟ୍ରିକ ପରୀକ୍ଷାରେ କପି ରୋକିବ ୩୮ ସ୍ପେସାଲ ସ୍କ୍ବାଡ୍‌

କଟକ ଅଫିସ,୨୬।୪: ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ସ୍ପେସାଲ ସ୍କ୍ବାଡ୍‌ ଗଠନ କରାଯାଇଛି। ରାଜ୍ୟର ୩୦ ଜିଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୮ଟି ସ୍ପେସାଲ ସ୍କ୍ବାଡ୍‌ ଗଠନ କରିଛନ୍ତି। ପରୀକ୍ଷା ସୁପରିଚାଳନା ହେବା ସହ କିପରି କପି…

ଗୋପାଳ ସାର୍‌ଙ୍କୁ ଧକ୍କା ଦେଲା ସ୍କୁଲ ବସ୍‌

ଗଞ୍ଜାମ,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ସହର ନିକଟସ୍ଥ ଶନିମନ୍ଦିର ପାଖରେ ମଙ୍ଗଳବାର ଏକ ସ୍କୁଲ ବସ୍‌ ଧକ୍କାରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଦାମୋଦର ପୁର ଗ୍ରାମର ଆଦର୍ଶ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା। ତାଙ୍କୁ ଚିକିତ୍ସା ପାଇ ବ୍ରହ୍ମପୁର…

ମାନସ ସ୍ବାଇଁ ହତ୍ୟା ମାମଲା: ନିରଞ୍ଜନ ସେଠୀଙ୍କ ଜାମିନ୍‌ ଆବେଦନ ଖାରଜ

ଭଦ୍ରକ ଅଫିସ, ୨୬।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ୍‌ ଆବେଦନକୁ ଭଦ୍ରକ ଜିଲା ଜଜ୍‌ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ନୟାଗଡ଼ ଜିଲା ରଣପୁର ଥାନା ଗୋଡ଼ିପୋଖରୀ…

ୟୁକ୍ରେନ୍‌ରେ ହିରୋ ପାଲଟିଛି ଏହି କୁକୁର

କ୍ୱିଭ୍‌,୨୬।୪: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ କୁକୁର ହିରୋ ପାଲିଟିଛି। ୟୁକେନର ଏହି କୁକୁରକୁ ନେଇ ଚାଲିଆଡେ ଚର୍ଚ୍ଚା ହେଉଛି। ଏପରିକି ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କୁକୁରକୁ ପ୍ରଶଂସା କରିବା ସହ ଶହ ଶହ ଲୋକଙ୍କ…

ସର୍ବଦଳୀୟ ବୈଠକ ଡକାଇଲେ ଶ୍ରୀଲଙ୍କା ବାଚସ୍ପତି

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନେତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅବୟଓ୍ବୋର୍ଡେନା ଗୁରୁବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସାମ୍ବିଧାନିକ ସମାଧାନ ଉପରେ ଆଲୋଚନା କରିବା ପାଇଁ ବାଚସ୍ପତି ମହିନ୍ଦା ୟାପା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?