Posted inଖେଳ

ସିଏସ୍‌କେକୁ ବଡ଼ ଝଟ୍‌କା; ଅଲରାଉଣ୍ଡର ମୋଇନ ଅଲି…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଲରାଉଣ୍ଡର ମୋଇନ ଅଲି ଆହତ ହେବା କାରଣରୁ ଆଗାମୀ କିଛି ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ ନାହିଁ। ଗୋଇଠିଜନିତ ଆହତ ସମସ୍ୟା କାରଣରୁ ତାଙ୍କୁ ଏକ ସପ୍ତାହ ବିଶ୍ରାମ ଦରକାର। ସେ ଶନିବାର ଟ୍ରେନିଂ ସମୟରେ ଆହତ ହୋଇଥିଲେ। ଏଥିଯୋଗୁ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ତେବେ ସେ ଖୁବ୍‌ ଶୀଘ୍ର ଫିଟ୍‌ନେସ ହାସଲ କରିବେ ବୋଲି ଆଶା କରାଯାଉଛି। ମୋଇନଙ୍କ ପୂର୍ବରୁ ସିଏସ୍‌କେ ପେସର ଦୀପକ ଚହର ଓ ଆଡାମ ମିଲନେ ଆହତ ସମସ୍ୟା ଯୋଗୁ ଚଳିତ ସିଜନରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡାଇମଣ୍ଡ ଲିଗ୍‌: ଅନୁ ରାଣୀଙ୍କୁ ୭ମ ସ୍ଥାନ

ଲାଉସାନେ, ୬।୭ (ପି.ଟି.): ଜାତୀୟ ରେକର୍ଡର ଅଧିକାରିଣୀ ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜର ପ୍ରଥମ ଡାଇମଣ୍ଡ ଲିଗ ପ୍ରତିଯୋଗିତାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏଠାରେ...

ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ: ପଞ୍ଜାବ କିଙ୍ଗସର ଶୋଚନୀୟ ପରାଜୟ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ୯ ଉଇକେଟ୍‌ରେ ପଞ୍ଜାବ କିଙ୍ଗସକୁ କରିଛି। ୧୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା...

୨୯ ଯାଏ ବନ୍ଦ ରହିବ ଓଓଏ, ଓସିଏ କାର୍ଯ୍ୟାଳୟ

କଟକ ଅଫିସ,୨୨ା୩ – କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଧାରାରୁ ଦୂରେଇ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ଭାରତ ଆଗରେ ୪୯ ରନ୍‌ର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ଦୁଇ ଦିନରେ ହିଁ ଜିତି ନେଇପାରେ ଟିମ୍‌ ଇଣ୍ଡିଆ। ଅକ୍ଷର ପଟେଲ...

ଏସ୍‌ଡିସି କପ୍‌ ୨୦୨୦: ମହିଳା, ପୁରୁଷ ବର୍ଗରେ ସୁନ୍ଦରଗଡ଼ ଚାମ୍ପିୟନ

କଟକ ଅଫିସ,୬ା୩-  ରାଜ୍ୟ ସରକାରଙ୍କ ସ୍ପେସାଲ ଡେଭଲପମେଣ୍ଟ କାଉନସିଲ(ଏସ୍‌ଡିସି) ଓ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏସ୍‌ଡିସି କପ୍‌-୨୦୨୦ ଗୁରୁବାର ଉଦ୍‌ଯାପିତ...

ଭାରତର ସର୍ବକନିଷ୍ଠ ବାସ୍କେଟବଲ୍‌ ଅଧିନାୟକଙ୍କ ଆତ୍ମଜୀବନୀ ପୁସ୍ତକ

ନୂଆଦିଲ୍ଲୀ, ୩ା୮ (ପି.ଟି.)-ଭାରତର ସର୍ବ କନିଷ୍ଠ ବାସ୍କେଟବଲ୍‌ ଅଧିନାୟକ ବିଶେଷ ଭୃଗୁବଂଶୀଙ୍କ ଆତ୍ମଜୀବନୀ ଉପରେ ଲିଖିତ ପୁସ୍ତକ ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ବଜାରକୁ...

ନକ୍‌ ଆଉଟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ଗମ୍ଭାରୀଗୁଡ଼ା, କର୍ଲାକୋଟ ବିଜୟୀ

କୋକସରା,୬।୧: କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମରେ ବୁଧବାର ମା’ ଆଦିଶକ୍ତି ନକ୍‌ଆଉଟ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ...

8

ନର୍ଥଇଷ୍ଟ ୟୁନାଇଟେଡ୍‌-ଏଟିକେ ମୋହନବାଗାନ ମ୍ୟାଚ ଅମୀମାଂସିତ

ବାମ୍ବୋଲିମ୍‌, ୭ା୩: ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଶନିବାର ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ଏବଂ ଏଟିକେ ମୋହନବାଗାନ ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ ଫୁଟ୍‌ବଲର ପ୍ରଥମ ଲେଗ୍‌...

Advertisement
Archives

Model This Week