ରାସ୍ତାରେ ଦଳିଦେଲା ହାତୀ
ବାରିପଦା ଅଫିସ,୩୦ା୪: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଛଚିନାପଦାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବନ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତକ ହେଲେ ନୂଆଗାଁ ଗ୍ରାମର…
ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ
ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସବୁଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ୪୩ ବର୍ଷୀୟା କ୍ରିଷ୍ଟାନ ବଲ…
‘ରାଜ୍ୟରେ ନାହିଁ କୋଇଲା ସଙ୍କଟ’
ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ନାହିଁ କୋଇଲା ସଙ୍କଟ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଇଲା ସଙ୍କଟ ନ ଥିବା ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କିଛି ଦିନ ତଳେ ଓଡ଼ିଶାର ବିଦ୍ୟୁତ୍ ଉତ୍ପାଦନ ନେଇ ସମୀକ୍ଷା ହୋଇଥିଲା। ଅନ୍ୟ…
ପ୍ରେମୀଯୁଗଳ ପିଇଛନ୍ତି ପରସ୍ପରର ରକ୍ତ
ଓ୍ବାଶିଂଟନ: ଇଂଲିଶ ଫିଲ୍ମ ଅଭିନେତ୍ରୀ ମେଗାନ ଫକ୍ସ ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଯେତେବେଳେ ବୟଫେଣ୍ଡ ମେସିନ୍ ଗନ୍ କେଲୀ ତାଙ୍କୁ ପ୍ରେମ ନିବେଦନ…
ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଲେ ଇୟୁ ପ୍ରତିନିଧି
ନୂଆଦିଲ୍ଲୀ,୩୦।୪: ୟୁରୋପୀୟ ସଂଘ (ଇୟୁ)ର ମାନବାଧିକାର ସମ୍ପର୍କିତ ସ୍ବତନ୍ତ୍ର ପ୍ରତିନିଧି ଇଏମୋନ୍ ଗିଲ୍ମୋର ଭାରତରେ ସଂଖ୍ୟାଲଘୁଙ୍କ ସ୍ଥିତି, ସାମ୍ପ୍ରଦାୟିକ ହିଂସା, ଦେଶଦ୍ରୋହ ଏବଂ ଆତଙ୍କବାଦ ନିରୋଧୀ ଆଇନ ସହ ଜମ୍ମୁ-କଶ୍ମୀର ପ୍ରସଙ୍ଗ ସରକାରଙ୍କ ଆଗରେ ଉଠାଇଛନ୍ତି। ଗିଲମୋର କହିଛନ୍ତି, ଗୁରୁବାର ତାଙ୍କ…
ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି
ପୁରୀ ଅଫିସ,୩୦।୪(ବ୍ୟୁରୋ): ଚନ୍ଦନ ଯାତ୍ରାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଧକ୍ଷତାରେ ଶନିବାର ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଏସ୍ପି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶୃଙ୍ଖଳିତ ନୀତି, ପ୍ରଭୁଙ୍କ ଜଳକ୍ରୀଡା,…
ଟାଓ୍ବାରକୁ ଚଢ଼ି କଏଦୀଙ୍କୁ ମୁକ୍ତ କରିବାକୁ ଅଡ଼ି ବସିଲେ ବୃଦ୍ଧ
ଚଣ୍ଡିଗଡ,୩୦।୪: ପଞ୍ଜାବର ମୋଗାସ୍ଥିତ ରୋଡେ ଗ୍ରାମରେ ବଲଓ୍ବିନ୍ଦର ସିଂ ନାମକ ଜଣେ ବୃଦ୍ଧ ମୋବାଇଲ ଟାଓ୍ବାର ଉପରକୁ ଚଢ଼ି ଶିଖ୍ ସମ୍ପ୍ରଦାୟର କଏଦୀଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଶ୍ରୀ ଗୁରୁ ଗ୍ରନ୍ଥ ସାହିବକୁ ଅପବିତ୍ର କରିବା ଅଭିଯୋଗରେ ଗିରଫ ହୋଇ…
ବିଦ୍ୟୁତ୍ ସଙ୍କଟ ପାଇଁ ଭାଜପା ନୁହେଁ, ୬୦ବର୍ଷ ଶାସନକାଳ ଦାୟୀ
ନୂଆଦିଲ୍ଲୀ,୩୦।୪: କଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଶନିବାର ଦେଶବ୍ୟାପି କୋଇଲା ସଙ୍କଟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ପ୍ରଚୁର ମାତ୍ରାରେ କୋଇଲା ମହଜୁଦ ରହିଛି, ବୃହତ ରେଳ ନେଟଓ୍ବାର୍କ ଓ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବି ରହିଛି। ତଥାପି ବିଦ୍ୟୁତ୍ ଅଭାବ…
ହ୍ବାଟସ୍ ଆପ୍ର ଡିପିରେ ଜିଲାପାଳଙ୍କ ଫଟୋ : ମାଗୁଛନ୍ତି ଟଙ୍କା
ବୌଦ୍ଧ,୩୦।୪(ସ୍ବ.ପ୍ର.): ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋ ହ୍ବାଟସ୍ ଆପ୍ ଡିପି ରଖି ବିଭିନ୍ନ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଜିଲାପାଳଙ୍କ ଫଟୋ ଥାଇ…
ଋଷିକେଷରେ ଭାସିଗଲେ ୨ ଯୁବତୀ: ଦେବଦୂତ ସାଜିଲେ ଯବାନ
ଋଷିକେଷ,୩୦।୪: ଧାର୍ମିକ ଓ ପର୍ଯ୍ୟଟନ ନଗରୀ ଉତ୍ତରାଖଣ୍ଡର ଋଷିକେଷରେ ନଦୀରେ ଏକ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ନଦୀରେ ରାଫ୍ଟିଂ କରୁଥିବା ସମୟରେ ୨ଜଣ ଯୁବତୀ ହଠାତ୍ ଭାସିଯାଇଥିଲେ। ତେବେ ଠିକ୍ ସମୟରେ ଭାରତୀୟ ସେନାର ଯବାନ ପହଞ୍ଚି ଉକ୍ତ ଯୁବତୀଙ୍କୁ…
ଦାୟିତ୍ୱ ନିର୍ବାହ ସମୟରେ ‘ଲକ୍ଷ୍ମଣରେଖା’ ଭୁଲିବା ଉଚିତ୍ ନୁହଁ
ନୂଆଦିଲ୍ଲୀ, ୩୦।୪: ନୂଆଦିଲ୍ଲୀର ବିଜ୍ଞାନଭବନରେ ଶନିବାର ଅନୁଷ୍ଠିତ ହେଇଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି, ଦାୟିତ୍ୱ ନିର୍ବାହ ସମୟରେ ଜଣେ…
ମୁହଁ ଫରାଉଛନ୍ତି ଖେଳାଳି, ଅଚାନକ ଷ୍ଟାଡିୟମ ପରିଦର୍ଶନ କଲେ ଜିଲାପାଳ
ଖୋର୍ଦ୍ଧା ଅଫିସ,୩୦।୪: ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶନିବାର ଅଚାନକ ଖୋର୍ଦ୍ଧା ଷ୍ଟାଡିୟମରେ ପହଞ୍ଚି ପରିଦର୍ଶନ କରିଥିଲେ। ଏହି ସମୟରେ ଜିଲାପାଳଙ୍କ ସହ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଷ୍ଟ୍ରାଡିୟମର ପୁନରୁଦ୍ଧାର…

