ଗୁଡ଼ି ଉଡାଳିଙ୍କୁ ଥାନାରେ ଅଟକ ରଖି ଜେରା
କଟକ ଅଫିସ,୨୭।୧୨: ରବିବାର ଜଗତପୁର ଥାନା ଅଧୀନ ପୀରବଜାର ଅଞ୍ଚଳରେ ବେକରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ପୋଲିସ ଜଣେ ସୂତା ବିକ୍ରେତାଙ୍କୁ ଗିରଫ କରିଛି। ସେ ହେଲେ ସେଖ ଅନୱର। ସେ ମାଞ୍ଜା ସୂତା ବିକ୍ରି କରୁଥିବା…
କଳିଯୁଗର ପୁଅ: ବୀମା ରାଶି ପାଇବାକୁ ବାପାଙ୍କୁ ପିଟିପିଟି କଲେ ହତ୍ୟା
ଭରତପୁର,୨୭।୧୨: ରାଜସ୍ଥାନର ଭରତପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭରତପୁରର ଡିଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଜଣେ ପୁଅ ଦୁର୍ଘଟଣା ବୀମା ରାଶି ପାଇବାକୁ ତାଙ୍କର ଦୁଇ ସହଯୋଗୀଙ୍କ ସହ ମିଶି ବାପାଙ୍କୁ ଅତି ନିର୍ମମ ଭାବରେ ହତ୍ୟା…
ବ୍ୟସ୍ତ ଅଛନ୍ତି ହୁମା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହୁମା କୁରୈଶି ଇନଷ୍ଟ୍ରାମ ଆକାଉଣ୍ଟରେ ରାଣୀ ଭାରତି ଅବତାରରେ ଏକ ସେଲ୍ଫି ଶେୟାର କରିଛନ୍ତି । ଏଥିରେ ସେ ସିଜିନ ୨ ଆଡକୁ ଇସାରା କରିଛନ୍ତି । ଏହାସହ ଭିକ୍ଟ୍ରି ସାଇନ୍ ମଧ୍ୟ ଦେଖାଇଛନ୍ତି । ହୁମା…
ବାସହୀନଙ୍କୁ ଘର ଯୋଗାଇବାକୁ ଦାବି
ଛତ୍ରପୁର,୨୭।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ଏନ୍ଏସିର ବାସହୀନ ପରିବାରଙ୍କୁ ଜାଗା ଯୋଗାଇଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ଲାଗି ଦାବି ହୋଇଛି। ଉକ୍ତ ଏନ୍ଏସିର ୱାର୍ଡ ନଂ ୪,୬,୯,୧୦,୧୨ ରେ ଦୀର୍ଘ ବର୍ଷ ଧରି କିଛି ଲୋକେ ଭଡା…
ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ: ୫ ବିଧାୟକ ଦଳ ଛାଡିବା ଦେଇ ଦାବି କଲେ ବାବୁଲ ସୁପ୍ରିୟୋ
କୋଲକତା,୨୭।୧୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ ଥିବା କହିଛନ୍ତି। ସେ ଏହା ମଧ୍ୟ ଦାବି କରିଚନ୍ତି କି ଭାଜପାର ୫ ବିଧାୟକ ଖୁବ୍ଶୀଘ୍ର ଦଳ ଛାଡିବେ। ଏହି ୫ ବିଧାୟକ…
ବରଫରେ ଖାଲକୁ ଖସିଲା କାର୍, ଭିଡିଓ ଦେଖିଲେ…
ଶ୍ରୀନଗର,୨୭ା୧୨: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ସମୟରେ କଶ୍ମୀରର ଚାରିଆଡ଼େ ବରଫ ପଡ଼ିଛି। ଯଦିଓ ଶୀତଋତୁରେ କଶ୍ମୀର ସବୁଠାରୁ ସୁନ୍ଦର ଦେଖାଯାଏ, କିନ୍ତୁ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ। ନିକଟରେ ଜମ୍ମୁ କାଶ୍ମୀରର ଗୁଲମର୍ଗରୁ…
କଟକ ପରେ ପୁଣି ମାଞ୍ଜା ସୂତାରେ କଟିଲା ଆଉ ଜଣଙ୍କ ବେକ
ପୁରୀ ଅଫିସ,୨୭।୧୨: କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଉକ୍ତ ବ୍ୟକ୍ତି ହେଲେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର । ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ ବେକରେ…
ଗୋଆରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ୍ ସଂକ୍ରମିତ: ସଂକ୍ରମଣ ସଂଖ୍ୟାରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଦିଲ୍ଲୀ
ନୂଆଦିଲ୍ଲୀ,୨୭ ।୧୨: ବେଳକୁ ବେଳ କାୟା ବିସ୍ତାର କରି ଚାଲିଛି ଓମିକ୍ରନ୍ । କରୋନାର ଏହି ନୂଆ ଭାରିଏଣ୍ଟ ଏବେ ୧୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପହଞ୍ଚି ସରିଲାଣି । ସୋମବାର ଗୋଆରେ ଜଣେ ୮ ବର୍ଷର ବାଳକ…
ପଞ୍ଜାବରେ ପରିବର୍ତ୍ତନର ସଙ୍କେତ ଦେଲା ଏଏପି
ଚଣ୍ଡିଗଡ,୨୭।୧୨: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟି ଚମତ୍କାର ବିଜୟ ହାସଲ କରିଛି। ଦଳ ୩୫ଟି ସିଟ ମଧ୍ୟରୁ ୧୪ଟି ଜିତିଛି। ଭାଜପା ୧୨ଟି ଆସନ ଏବଂ କଂଗ୍ରେସ ୮ଟି ସିଟ ଜିତିଛି। ଶିରୋମଣି…
‘ରାଜ୍ୟରେ ପିଲାଙ୍କୁ ଦିଆଯିବ କରୋନା ଟିକା’
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଏ ନେଇ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ସୋମବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଜାନୁୟାରୀ ୧ରୁ ଦେଶରେ ୧୫ରୁ ୧୮…
ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା
ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ ହେବାରୁ ଖେଳ ଆରମ୍ଭ ମଧ୍ୟ ବିଳମ୍ବ ହେଉଛି। ଆଜି ସକାଳୁ ସେଞ୍ଚୁରିୟନରେ ପ୍ରବଳ ବର୍ଷା…
କେତେ ପାଠ ପଢ଼ିଛନ୍ତି ସଲମାନ୍
ମୁମ୍ବାଇ: ୧୯୬୫ ଡିସେମ୍ବର ୨୭ ଅର୍ଥାତ୍ ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ ଲୋକପ୍ରିୟ ଅଭିନେତା ସଲମାନ ଖାନ୍। ଆଜି ହେଉଛି ସଲମାନଙ୍କ ଜନ୍ମଦିନ। ଏହି ସ୍ବତନ୍ତ୍ର ଦିବସ ଅବସରରେ ତାଙ୍କ ବିଷୟରେ ଜାଣନ୍ତୁ କିଛି କଥା… ବରିଷ୍ଠ ଲେଖକ…
Archives


