Home Left

ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୨୫୪ ଛାତ୍ରୀଛାତ୍ର

କୋକସରା,୩୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ୨ଟି ପରୀକ୍ଷା କେନ୍ଦ୍ର ଜବାହର ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ମୋଟ୍‌ ୨୫୪ ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷା ଦେଇଥିବା ବେଳେ ୧୦୧ ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିବା ସୂଚନା ମିଲିଛି।…

ଝଡ଼ବର୍ଷାରେ ଭାଙ୍ଗିଲା ୧୭୧୦ କୋଟିର ନିର୍ମାଣଧୀନ ପୋଲ…

ଭାଗଲପୁର, ୩୦।୪ : ବିହାରର ଭାଗଲପୁରରେ ଖଗଡ଼ିଆଠାରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ୧୭୧୦.୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏକ ପୋଲ ଶୁକ୍ରବାର ବିଳମ୍ବିତ ରାତ୍ରରେ ହୋଇଥିବା ଝଡ଼ବର୍ଷାରେ ଭାଙ୍ଗି ଯାଇଛି। ଏନେଇ ନିର୍ମାଣ କମ୍ପାନୀ ଉପରେ…

ଆଉ ନାହାନ୍ତି ଲୋକପ୍ରିୟ ଗାୟକ ତାଜ୍‌

ବମ୍ବେ: ଆଉ ନାହାନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ତାଜ୍‌। ୫୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ନିକଟରେ ସେ କୋମାରୁ ସୁସ୍ଥ ହୋଇଥିଲେ। ଯାହା ସୂଚନା ରହିଛି ଶୁକ୍ରବାର ଅର୍ଥାତ ୨୯ ଏପ୍ରିଲରେ ତାଙ୍କର ମୃତ୍ୟୁ ଘଟିଛି। କଥିତ ଭାବେ…

ବିରାଟଙ୍କ ପୁଷ୍ପା ଡ୍ୟାନ୍ସ ଭିଡିଓ ଶେୟାର କଲେ ସାମନ୍ଥା

ମୁମ୍ବାଇ: ପୁଷ୍ପା ଫିଲ୍ମର ଗୀତରେ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ଅଭିନେତା ପ୍ରଭାସ ‘ଓ୍ବ ଓ୍ବ ଅଣ୍ଟାଓ୍ବା’ ଗୀତରେ ଡ୍ୟାନ୍ସ କରୁଥିଲେ। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ଏହି ଦୁଇ ଅଭିନେତ୍ରୀ ଅଭିନେତାଙ୍କ ବ୍ୟତୀତ ଅଲୁ ଅର୍ଜୁନ ବି…

କ’ଣ ଦୁବାଇରେ କରିବେ ନିର୍ବନ୍ଧ? ଅର୍ଶୀ କହିଲେ…

ବମ୍ବେ: ଦେଶ ନୁହେଁ ବିଦେଶରେ ନିର୍ବନ୍ଧ କରିବାକୁ ମନ। ଏଥିପାଇଁ ଦୁବାଇକୁ ବାଛିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅର୍ଶୀ ଖାଁ। କିଛି ଏଭଳି ଚର୍ଚ୍ଚା କିଛି ଦିନ ହେବ ଲାଗି ରହିଥିଲା। ହେଲେ ଏବେ କଥାକୁ ଖଣ୍ଡନ କରିଛନ୍ତି ନିଜେ ଅର୍ଶୀ।…

ଅଂଶୁଘାତ ନେଲା ବୃଦ୍ଧଙ୍କ ଜୀବନ, ସହାୟତା ପାଇଁ ଦାବି

ନୟାଗଡ଼ ଅଫିସ,୩୦।୪: ଅଂଶୁଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ରଣପୁର ବ୍ଲକ୍‌ ବଳଭଦ୍ରପୁର ପଞ୍ଚାୟତ ଲେଖପଡ଼ା ଗାଁରେ। ଗାଁର ୬୪ ବର୍ଷୀୟ ଗୋବିନ୍ଦ ଜେନା ଗତ ୨୫ ତାରିଖରେ ଲେଖପଡ଼ା ବାଇଢଙ୍କ ଜଙ୍ଗଲକୁ କାଠ…

ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧୨,୭୮,୭୯୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୭୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

‘ଛୋଲେ ଭଟ୍ଟୁରେ’ ଦେଖିଲେ ପାଟିରୁ ଲାଳ ବାହାରେ

ନୂଆଦିଲ୍ଲୀ,୩୦।୪: ପୂର୍ବ ଅଧିନାୟକ ବିରାଟ କୋହଲି କ୍ରିକେଟ ସହ ଫିଟ୍‌ନେସ୍‌କୁ ନେଇ ପ୍ରଶଂସକଙ୍କ ପାଇଁ ପ୍ରେରଣା। ଭାରତର ଯୁବ କ୍ରିକେଟରମାନେ କୋହଲିଙ୍କୁ ଦେଖି ତାଙ୍କ ଭଳି ଫିଟ୍‌ନେସ୍‌ ହାସଲ କରିବାକୁ କଠିନ ପରିଶ୍ରମ କରନ୍ତି। ହେଲେ କୋହଲିଙ୍କୁ ଫିଟ୍‌ ରହିବା ଲାଗି…

ପ୍ରଥମେ ପାନ ମସଲା ଆଉ ଏବେ ରାମ ସେତୁ ପୋଷ୍ଟରକୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏବେ ପ୍ରାୟ ରହୁଛନ୍ତି ଚର୍ଚ୍ଚାରେ । ଅଭିନେତା ପ୍ରଥମେ ତମାଖୁ ବ୍ରାଣ୍ଡରର ବିଜ୍ଞାନ ଦେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଫିଲ୍ମ ପୋଷ୍ଟରକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ଅକ୍ଷୟ ତାଙ୍‌କ…

ସେହ୍ବାଗ ବାଛିଲେ ୩ ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୩୦।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପାରମ୍ପରିକ ଭାବେ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ପ୍ଲାଟଫର୍ମ ପାଲଟିଛି। ୨୦୨୨ ସଂସ୍କରଣରେ ପ୍ରଦର୍ଶନକୁ ନେଇ ବିସିସିଆଇ ଚୟନ କମିଟି କିଛି ନୂଆ ମୁହଁଙ୍କୁ ଜାତୀୟ ଦଳରେ ସୁଯୋଗ ଦେଇପାରେ। ଆଇପିଏଲ୍‌ ପରେ ଜୁନ୍‌ରେ ଭାରତ ଦକ୍ଷିଣ…

ଜୁଲାଇ ୧୫ରେ ପରଦାକୁ ଆସିବ ‘ସାବାସ ମିଠୁ’

ବମ୍ବେ: ଜୁଲାଇ ୧୫ରେ ରିଲିଜ ହେବ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍‌ ‘ସାବାସ ମିଠୁ’। ଟୁଇଟ୍‌ କରି ମିତାଲି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି। ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ରରେ ମିତାଲିଙ୍କ ଭୂମିକାରେ ନଜର…

ଘିଅ, ଲହୁଣୀ ଖାଇ ୫୦ କେଜି ଓଜନ କମାଇଲେ ମହିଳା

ଆଜିର ସମୟରେ ଲୋକମାନେ ଫିଟ୍‌ନେସ୍‌ ବିଷୟରେ ବହୁତ ସଚେତନ। ଅଧିକାଂଶ ଲୋକ ଫିଟ୍‌ ରହିବା ପାଇଁ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଭବିଷ୍ୟତରେ ସେପରି ରୋଗବ୍ୟାଧି ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏବେ ସୋସିଆଲ ମିଡିଆରେ ଓଜନ ହ୍ରାସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?