‘ପାଣିପାଗ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି’
ଭୁବନେଶ୍ୱର,୩୦।୪(ବ୍ୟୁରୋ): କଲେଜ ଛୁଟି ବୃଦ୍ଧି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। ପାଣିପାଗ ସ୍ଥିତି ଦେଖି କଲେଜ ଛୁଟି ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…
ପଟିଆଲାରେ ଇଣ୍ଟରନେଟ୍ ସେବା ବନ୍ଦ
ଚଣ୍ଡିଗଡ଼,୩୦।୪: ଶିବସେନା କର୍ମକର୍ତ୍ତା ଶୁକ୍ରବାର ପାଟିଆଲାରେ ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତା ଏବଂ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିଲା। ଏ…
ପୁରୁଣା କୋଠା ଭୁଶୁଡି ୪ ମୃତ
ତେଲେଙ୍ଗାନା,୩୦।୪: ତେଲେଙ୍ଗାନାର ୟାଦାଦ୍ରୀ-ଭୋଙ୍ଗୀର ଜିଲାର ମନ୍ଦିର ନଗର ୟାଦାଗିରିଗୁଟ୍ଟାରେ ଶୁକ୍ରବାର ଏକ ପୁରୁଣା କୋଠାର ସ୍ଲାବ୍ ଖସି ୪ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାନୁସାରେ, ସେହି ପୁରୁଣା କୋଠାର ଛାତ ତଳେ ୪ ଜଣ…
ଗରମରୁ ମୁକ୍ତି ପାଇଁ ଏପରି କରୁଛନ୍ତି ମାଙ୍କଡ଼, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ସ୍ତ୍ରୀକୁ ହତ୍ୟା କଲେ ସ୍ବାମୀ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ସ୍ତ୍ରୀକୁ ପିଟି ପିଟି ହତ୍ୟା କଲେ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ। ଏହି ଘଟଣା ଘଟାଇବା ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ନେଇ କହିଥିଲେ ସ୍ବାମୀ। ମୃତକ ହେଲେ ଲିଲି…
ଦୁଆରଶୁଣି ଘାଟିରେ ବସ୍-ଟ୍ରକ ମୁହାଁମୁହିଁ: ଜଣେ ମୃତ, ୩ ଗୁରୁତର
ବାରିପଦା ଅଫିସ,୩୦।୪: ମୟୂରଭଞ୍ଜ ଜିଲା ବାଙ୍ଗିରୀପୋଷୀ ଥାନା ଅଧୀନ ଦୁଆରଶୁଣି ଘାଟିରେ ଶନିବାର ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିେରେ ଜଣେ ବସ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଘାଟିରେ କିଛି…
ଖୁବ୍ଶୀଘ୍ର ୧୦୦୦ କୋଟି ଛୁଇଁବ ‘କୋଜିଏଫ୍-୨’
ଫିଲ୍ମ ଷ୍ଟାର୍ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୋଜିଏଫ୍-୨’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି। ବର୍ତ୍ତମାନ ଫିଲ୍ମଟି ୧୬ ଦିନରେ ମୋଟ…
ରାଜ୍ୟରୁ ଚିହ୍ନଟ ହେଲେ ୧୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ପିଲା ୩ ଜଣ ରହିଛନ୍ତି। ସେହିପରି କ୍ୱାରାଣ୍ଟାଇନ୍ରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ…
ଆସନ୍ତାକାଲିଠୁ କମିବ ତାତି!
ଭୁବନେଶ୍ୱର,୩୦।୪(ବ୍ୟୁରୋ): କାଲିଠୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କାଳବୈଶାଖୀ ପ୍ରଭାବରେ ଆଗାମୀ ୨/୩ ଦିନ ମଧ୍ୟରେ ୨ ଡିଗ୍ରୀ ଯାଏ ତାପମାତ୍ରା…
ଆଉଥରେ ବିବାହ କରିବେ କି କରିସ୍ମା, ବିବାହକୁ ନେଇ କହିଲେ ଏପରି….
କରିସ୍ମା କପୁର ୯୦ ଦଶକର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଅଭିନୟର ଯାଦୁରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଦୁଇ ସନ୍ତାନର ମା’ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ଲାଗି ଖୁବ ଚର୍ଚ୍ଚାରେ ଥାଆନ୍ତି…
ସାଧାରଣ ନାଗରିକଙ୍କୁ ଦେବାକୁ ପଡୁଛି ଯୁଦ୍ଧର ମୂଲ୍ୟ
କ୍ୱିଭ,୩୦ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୬୫ ଦିନ ପୂରଣ ହେଲାଣି । ହେଲେ ଏବେବି ରୁଷିଆ ସେନାଙ୍କ ଆକ୍ରମଣ କମ ହୋଇନାହିଁ । ଯୁଦ୍ଧର ଏହି ଘନଘଟା ମଧ୍ୟରେ ୟୁକ୍ରେନର ବୁଚା ସହରରେ ହୋଇଥିବା ନରସଂହାରକୁ ସାରା ବିଶ୍ୱ ନିନ୍ଦା…
ଚାଇନାରେ କରୋନା ସୁନାମୀ: ଗୋଟିଏ ଦିନରେ ୨୦ହଜାରରୁ ଅଧିକ ଓମିକ୍ରନ୍ ସଂକ୍ରମିତ
ବେଜିଂ,୩୦ ।୪: କରୋନା ମହାମାରୀ ପୁଣିଥରେ ଚାଇନାର ଚିନ୍ତାକୁ ବଢାଇ ଦେଇଛି । ଚାଇନାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ଚାଇନାରେ ଓମିକ୍ରନର ସୁନାମୀ ଦେଖାଦେଇଛି । ଶୁକ୍ରବାର ଦେଶରେ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କୁ…

