ବ୍ୟବସାୟରେ ଲାଭ ହେଉନାହିଁ କି? ଏସବୁ ଉପାୟ ଆପଣାଇ ଦିନ କେଇଟାରେ ଦେଖନ୍ତୁ ଫରକ
ବ୍ୟବସାୟୀଙ୍କ ମନରେ ବେପାର ନ ହେବାର ଡ଼ର ସବୁବେଳେ ରହିଥାଏ। କାରଣ ଅନେକ ସମୟରେ ପରିଶ୍ରମ ସତ୍ତ୍ୱେ ବ୍ୟବସାୟରେ ଆଶାତୀତ ସଫଳତା ମିଳି ନ ଥାଏ। ଏଣୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ର ସମ୍ବନ୍ଧିତ ଉପାୟ…
ସ୍ବତନ୍ତ୍ର ‘ଶତକ’ ପୂରଣ କଲେ ରିଷଭ,ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ସେଞ୍ଚୁରିୟନ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନ ଟେଷ୍ଟର ତୃତୀୟ ଦିନରେ ରିଷଭ ପନ୍ତ ଏକ ସ୍ବତନ୍ତ୍ର ‘ଶତକ’ ପୂରଣ କରିଥିଲେ। ସେ ଉଇକେଟ ପଛରେ ୧୦୦ ଶିକାର କରିବାରେ ଦ୍ରୁତତମ ଭାରତୀୟ ଉଇକେଟ କିପର ହୋଇଛନ୍ତି। ପନ୍ତ ନିଜ ୨୬ତମ ଟେଷ୍ଟରେ…
ଦବିଲା ପୋଲ
ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳରୁ ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡକର ଡିମିସର ଦୁଆଣ୍ଟ ପୋଲ ବୁଧବାର ଦବି ଯାଇଛି। ୪୦ ବର୍ଷର ଏହି ପୋଲ ଧୀରେ ଧୀରେ ଏହା ଭୁଶୁଡିବା ଆରମ୍ଭ ହୋଇ ୟୁ ଆକାର ଧାରଣ କରିଛି।…
ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ପୂର୍ବତନ ରାଷ୍ଟ୍ରପତି ଆଶରଫ୍ ଘନି…
ଓ୍ବାଶିଂଟନ, ୨୯।୧୨: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍ ଘନି ପୃଥିବୀର ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିସିଆରପି) ନାମକ ଏକ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍…
ସକାଳ ୮ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଜାନୁୟାରୀ ପହିଲାରୁ ପିଲାଙ୍କୁ ଟିକା ଦିଆଯିବ । ସାରା ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଏହି ଟିକା ଦିଆଯିବ । ଏଥିପାଇଁ ରାଜ୍ୟରେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଯେଉଁଠି ପିଲାଙ୍କ ପାଇଁ ଟିକାକରଣ କେନ୍ଦ୍ର…
ରିସେପ୍ଶନ ପାର୍ଟି ବାତିଲ ଟଙ୍କାରେ ନବଦମ୍ପତି କଲେ ଏମିତି କାର୍ଯ୍ୟ
ଆବୁଧାବି,୨୯ା୧୨: ବିବାହ କରିଥିବା ନବଦମ୍ପତ୍ତି ରିସେପଶନ ପାର୍ଟିକୁ ବାତିଲ କରିଛନ୍ତି। ଏହି ଦମ୍ପତି ଯେଉଁ ମହାନ କାମ କରିଛନ୍ତି, ଆପଣ ବି ଜାଣିଲେ ପ୍ରଶଂସା କରିବେ। ବିଶାଳ ଜୈନ ଏବଂ ସେଜଲ ଯୋଶୀ ନାମକ ଯୋଡ଼ି ନଭେମ୍ବର ୧୫ରେ ଆବୁଧାବିରେ ବିବାହ…
ପ୍ରେମିକାଙ୍କୁ ସର୍ପ୍ରାଇଜ୍ ଦେବା ପାଇଁ ୨୪୦୦ କିମି ଯାତ୍ରା କରି ଆସିଥିଲେ ପ୍ରେମିକ: ଆଉ ତା’ପରେ ଯାହା ଦେଖିଲେ…
ଆଜିକାଲି ପ୍ରେମରେ ଧୋକା ଏକ ସାଧାରଣ ଘଟଣା ହୋଇଗଲାଣି। କେଉଁଠି ପ୍ରେମିକା ପ୍ରେମିକଙ୍କୁ ଧୋକା ଦେଲେଣି ତ ଆଉ କେଉଁଠି ପ୍ରେମିକ ପ୍ରେମିକାଙ୍କୁ ଛାଡି ଚାଲିଯିବା ଘଟଣା ସାମ୍ନାକୁ ଆସୁଛି। ନିକଟରେ ଚାଇନାରେ ସେମିତି ଏକ ମାମଲା ଘଟିଛି। ଜଣେ ଚାଇନିଜ…
ଆଜି ବି ବର୍ଷିବ
ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟର କିଛି ସ୍ଥାନରେ ମଙ୍ଗଳବାର ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବୁଧବାର ମଧ୍ୟ କେତେକ ସ୍ଥାନରେ ବର୍ଷା ହେବ । ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବୁଧବାର ଓ ଆସନ୍ତା…
ଭାଲୁ ସହ ଯୁବକ ଲଢ଼େଇ କରି…
ପାଟଣା,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡା ପାଳ ଗ୍ରାମର ଜଣେ ୪୦ ବର୍ଷ ଯୁବକ ବୁଧବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଯୁବକଜଣକ ହେଉଛନ୍ତି ଟୁରା ମୁଣ୍ଡା। ସୂଚନାନୁଯାୟୀ, ଚାକୁଣ୍ଡାପାଳ ଗ୍ରାମର ଟୁରା ମୁଣ୍ଡା ସକାଳୁ…
‘ଆମକୁ ଭୋଟ ଦିଅ, ଆମେ ମଦ ଦେବୁ’
ହାଇଦ୍ରାବାଦ୍,୨୯।୧୨: ଭାରତୀୟ ଜନତା ପାର୍ଟିର ଜଣେ ନେତା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ଭାଜପା ସଭାପତି ସୋମୁ ଭେରାଜୁ କହିଛନ୍ତି, ଭାଜପାକୁ ଭୋଟ ଦିଅ, ଯଦି ତାଙ୍କ ଦଳର ସରକାର ଗଠନ ହୁଏ, ତେବେ କ୍ୱାର୍ଟର ବୋତଲ…
ପରିବା ବୋଝେଇ ଗାଡ଼ି ଭିତରେ ୧ କୋଟି ଟଙ୍କାର ଗଞ୍ଜେଇ
ପାରଳାଖେମୁଣ୍ଡି:୨୯।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ମଙ୍ଗଳବାର ରାତିରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି। ପାଟ୍ରୋଲିଂ ବେଳେ ଗଜପତିରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍କୁ ଯାଞ୍ଚ କରାଯାଇଥିଲା। ଟ୍ରକ୍ରେ…
ଏହି ଅଭିନେତାଙ୍କ ପାଇଁ ଯୁବତୀମାନେ ରକ୍ତରେ ଲେଖୁଥିଲେ ଚିଠି
ଆଜି ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଜନ୍ମଦିନ। ଡିସେମ୍ବର ୨୯, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜେଶ ଖାନ୍ନା ‘ଆଖିର୍ ଖତ୍’ ଫିଲ୍ମରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ୍ଏହା ପରେ ଅନେକ ସୁପରହିଟ ଫିଲ୍ମରେ କାମ କରିଥିଲେ।…
Archives


