Home Left

ସତ୍ୟପାଠ ଦାଖଲ କରିବେ ପଞ୍ଚାୟତ ପ୍ରାର୍ଥୀ, ସାର୍ବଜନୀନ ହେବ…

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ। ଏଥିସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସାର୍ବଜନୀନ ମଧ୍ୟ କରାଯିବ। ଏନେଇ ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି। ତେବେ ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି…

ପୁଣି ପରଦାକୁ ଫେରିବେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୨ରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନୁଷ୍କା ପୁଣି ଫେରିବେ। ନିକଟରେ ଅନୁଷ୍କା ୩ ପ୍ରୋଜେକ୍ଟରେ ସାଇନ୍‌ କରିବାକୁ ଯାଉଛନ୍ତି। ସେଥିମଧ୍ୟରୁ ଦୁଇଟି ସିନେମା ହଲ୍‌ରେ…

ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟାଙ୍ଗି ନୂଆବର୍ଷକୁ କରାଯାଏ ସ୍ବାଗତ, ପଛରେ ରହିଛି ଏହି କାରଣ

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ…

ସାମ୍ନାକୁ ଆସିଲା ଓମିକ୍ରନର ୨ ନୂଆ ଲକ୍ଷଣ

ଲଣ୍ଡନ,୩୧।୧୨: ବିଶ୍ୱରେ ଓମିକ୍ରନ୍‌ ବୃଦ୍ଧି ମାମଲା ଚିନ୍ତା ବଢାଇ ଦେଇଛି। ଥଣ୍ଡା ବୃଦ୍ଧି ସହିତ ଏହାର ବିପଦ ମଧ୍ୟ ବଢୁଛି। ଏପରି ପରିସ୍ଥିତିରେ, ଓମିକ୍ରନର ଲକ୍ଷଣଗୁଡ଼ିକୁ ଚିହ୍ନିବା ପାଇଁ ଆବଶ୍ୟକତା ଆହୁରି ବଢିଯାଇଛି। ଓମିକ୍ରନର ଲକ୍ଷଣ ଥଣ୍ଡା ଭଳି, କିନ୍ତୁ ଏହା…

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ତଥ୍ୟ ଅନୁଯାୟୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ସାମଗ୍ରୀ ଥିବା ବିଶେଷ ସୂତ୍ରରୁ ଖବର…

ଏପରି ସ୍ବତନ୍ତ୍ର ଡୁଡଲ୍‌ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍‌; ଥରେ ଛୁଇଁ କରି ଦେଖନ୍ତୁ…

ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି କ୍ରମରେ ଗୁଗଲ୍‌ ସ୍ବତନ୍ତ୍ର ଭାବେ ଆନିମେଟେଡ୍‌ ଡୁଡଲ୍‌ କରି ୨୦୨୧କୁ ବିଦାୟ ଜଣାଇଛି। ପ୍ରତ୍ୟେକ…

ଚତୁର୍ଥୀ ରାତିରେ କନ୍ୟାଙ୍କ ପେଟରେ ହେଲା ଯନ୍ତ୍ରଣା: ସତ ଜଣାପଡିବା ପରେ…

ମିରଟ,୩୧।୧୨: ଉତ୍ତର ପ୍ରଦେଶର ମିରଟରେ ଏକ ରୋଚକ ଘଟଣା ଘଟିଛି। ନବବିବାହିତ ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଜଣେ ବ୍ୟକ୍ତି ତାଙ୍କର ପାଞ୍ଚ ମାସର ଗର୍ଭବତୀ ଝିଅକୁ ପିପଲି ଖେଡାର ଜଣେ ଯୁବକଙ୍କୁ ଠକାମି କରି ବିବାହ କରିଥିଲେ। ବିବାହର…

ଏଣିକି ଅନ୍‌ଲାଇନରେ ହେବ ପରିବହନ ବିଭାଗର ସମସ୍ତ କାମ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ) : ଜାନୁୟାରୀ ୧ରୁ ପରିବହନ ବିଭାଗର ନୂଆ ନିୟମ ଲାଗୁ ହେବ। ଏଥର ସମସ୍ତ କାମ ଅଫ୍‌ଲାଇନ ନୁହେଁ ଅନ୍‌ଲାଇନରେ ହେବ । ଡ଼ିଏଲଠୁ ଆରମ୍ଭ କରି ଗାଡି ପରିମିଟି ଭଳି ସମସ୍ତ କାର୍ଯ୍ୟ ଏଣିକି ଅନ୍‌ଲାଇନରେ ହେବ ।…

ବିକ୍ରିବେଳେ ଉଦ୍ଧାର ହେଲା ବଜ୍ରକାପ୍ତା

ବାଲିଗୁଡ଼ା,୩୧ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ଏକ ବିରଳ ବଜ୍ରକାପ୍ତାକୁ ଶିକାରୀମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବାବେଳେ କୋଟଗଡ଼ ବନବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଶ୍ରୀରାମପୁର ଜଙ୍ଗଲ ମାଦାଗୁଡ଼ାଠାରେ ବିକ୍ରି ପାଇଁ…

ଝିଅକୁ ଦେଖି ଖୁସିରେ ଆତ୍ମହରା କୋହଲି: ପଡିଆରୁ ହାତ….

ସେଞ୍ଚୁରିୟନ,୩୧।୧୨: ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି ଭାରତ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେଞ୍ଚୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏସିଆର ପ୍ରଥମ ଦଳ…

କେକ୍‌ ଖୁଆଇଲେ, କାନ୍ଧରେ ହାତ ରଖିଲେ: ରତନ ଟାଟାଙ୍କ ସହ ଥିବା ଏହି ଭାଗ୍ୟବାନ ଯୁବକ ଜଣଙ୍କ କିଏ

ବିଶ୍ୱର ଅଗ୍ରଣୀ ଶିଳ୍ପପତି ରତନ ଟାଟା ତାଙ୍କ ସାମାଜିକ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଡିସେମ୍ବର ୨୮, ୨୦୨୧ରେ ରତନ ଟାଟା ତାଙ୍କର ୮୪ ତମ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନ ପାଳନ କରୁଥିବା ତାଙ୍କର ଏକ ଭିଡିଓ…

‘ସରିଯାଇଥିବା ଅପେରା’ ସୃଜନ ଅଭିଯାନର ଶ୍ରେଷ୍ଠ ପରିଣତିି

ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକଙ୍କୁ ତାଙ୍କର କବିତା ପୁସ୍ତକ ‘ସରିଯାଇଥିବା ଅପେରା’ ପାଇଁ ୨୦୨୧ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନିମିତ୍ତ ମନୋନୀତ କରାଯାଇଛି। ଓଡ଼ିଆ ଭାଷାରେ ଜନସମ୍ବେଦୀ ବିଚକ୍ଷଣ ରଚନା ଶୈଳୀର ପ୍ରବର୍ତ୍ତନ ଓ ବିଷୟବସ୍ତୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri