Home Left

ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ତ୍ରୀଙ୍କ କାର୍‌ ଉପରକୁ ଗୁଳିମାଡ

ଇସଲାମାବାଦ,୩।୧:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନଙ୍କ କାର ଉପରେ ଅଜ୍ଞାତ ଲୋକମାନେ ଆକ୍ରମଣ କରିଛନ୍ତି। ରେହମ ଖାନ ନିଜେ ଟୁଇଟ କରି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ରେହମ ଖାନଙ୍କ ଅନୁଯାୟୀ, ସେ ଭଣଜାଙ୍କ ବିବାହରୁ…

ଅନୁଗୋଳ ଛୁଇଁଲା ଓମିକ୍ରନ

ଅନୁଗୋଳ ଅଫିସ,୩ା୧: ଅନୁଗୋଳ ଜିଲାରେ ପ୍ରବେଶ କରିସାରିଛି ମାରାତ୍ମକ କୋଭିଡ୍‌ ଭୂତାଣୁ ଓମିକ୍ରନ। ପୂର୍ବରୁ ଜିଲାରେ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ନମୁନା ଅଧିକ ପରୀକ୍ଷଣ ବେଳେ ସେମାନଙ୍କଠାରେ ଏହି ଓମିକ୍ରନ ପ୍ରଜାତିର ଭୂତାଣୁ ଥିବା ରବିବାର ଜଣାପଡ଼ିଛି। ଏହାକୁ…

ଓମିକ୍ରନକୁ ନେଇ ବଢୁଛି ଚିନ୍ତା, ଆଜି ସମୀକ୍ଷା ବୈଠକ

ଭୁବନେଶର,୩।୧(ବ୍ୟୁରୋ): ରାଜ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୋମବାର ସମୀକ୍ଷା ବୈଠକ କରିବେ। ଅପରାହ୍ନ ୧ଟାରେ…

ଖିଚିଂରୁ ଶହେ ପଥରଶିଳ୍ପୀ ପଠାଇଥିଲେ ମୟୂରଭଞ୍ଜ ରାଜା

ଡ. ସୁରେନ୍ଦ୍ର କୁମାର ମିଶ୍ର ଗତ ସଂଖ୍ୟାରେ ଆମେ ପାଞ୍ଚଟି ସ୍ଥାନରୁ ପଥର ଆସିବା କଥା ପୋଥି ଆଧାରରେ ଆଲୋଚନା କରିଥିଲେ। ପଥର ଆସି କୋଣାର୍କଠାରେ ପହଞ୍ଚିବା ପର୍ଯ୍ୟନ୍ତ କିପରି ୫ ପ୍ରକାର ଗୋଷ୍ଠୀ ପ୍ରବଳ ପରିଶ୍ରମ କରି କାର୍ଯ୍ୟକୁ ସଫଳ…

ମା’ କୋଳକୁ ଫେରିଲା ଅପହୃତ ଶିଶୁ

ବରଗଡ଼ ଅଫିସ,୩ା୧: ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ରବିବାର ସନ୍ଧ୍ୟାରେ ଅପହୃତ ଶିଶୁ (୯) ବିଳମ୍ବିତ ରାତିରେ ମା’ କୋଳକୁ ଫେରିଛି। ପୁଅକୁ ଦେଖି ପରିବାର ଲୋକେ ଖୁସିରେ କାନ୍ଦି ପକାଇଥିଲେ। ଅନ୍ୟପକ୍ଷରେ ଅପହର୍ତ୍ତାଙ୍କ କୌଣସି ଖୋଜଖବର ମିଳିନାହିଁ। ପୋଲିସ…

ଚାଷ ଜମିକୁ ଭୂତଳ ଜଳଯୋଗାଣ

ଖଇରା, ୩ା୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଓ ଔପଦା ବ୍ଲକର ଭୂତଳ ପାଇପ ମାଧ୍ୟମରେ ଚାଷଜମିକୁ ଜଳସେଚନ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆନନ୍ଦପୁର ବ୍ୟାରେଜର ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା ମୁଖ୍ୟକେନାଲ ସଂଲଗ୍ନ ୨୨…

୧୭.୫ଲକ୍ଷ ହ୍ବାଟ୍ସଆପ୍‌ ଆକାଉଣ୍ଟ ବନ୍ଦ

ଭୁବନେଶ୍ୱର,୩ା୧: ସାରା ବିଶ୍ୱରେ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌ ‘ହ୍ବାଟ୍ସଆପ୍‌’ ବିଭିନ୍ନ କାରଣ ପାଇଁ ଅନେକ ଆକାଉଣ୍ଟକୁ ବନ୍ଦ କରିଦେଇଛି। ପ୍ଲାଟଫର୍ମର ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ପଦକ୍ଷେପ ନେଇଛି ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ୨୦୨୧ନଭେମ୍ବରରେ…

ବିଲେଇର ସାଦ ଖିଆ

କୋଏମ୍ବାଟୁର,୩।୧: ସାଧାରଣତଃ ମହିଳାମାନେ ଗର୍ଭବତୀ ଥିଲେ ୭ ମାସରେ ସାଦ ଖାଇବାର ବ୍ୟବସ୍ଥା ରହିଛି। ଏଥିରେ ମା’ ଏବଂ ପୃଥିବୀକୁ ଆସିଥିବା ଅତିଥିକୁ ସମ୍ପର୍କୀୟମାନେ ଆଶୀର୍ବାଦ ଦିଆଯିବାର ପରମ୍ପରା ରହିଛି। କିନ୍ତୁ ତାମିଲନାଡୁର କେଏମ୍ବାଟୁର୍‌ରେ ଏକ ଭିନ୍ନ ଘଟଣା ଦେଖବାକୁ ମିଳିଛି।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୂଆ ଡିଜିପି

ଭୁବନେଶ୍ୱର,୩।୧(ବ୍ୟୁରୋ): ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ ତାଙ୍କ ସ୍ତ୍ରୀଙ୍କ ସହ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ କରି ବହୁତ ଖୁସି ଥିବା ସେ କହିଛନ୍ତି। ଇଚ୍ଛା ଥିଲା ଜଗନ୍ନାଥଙ୍କ ଦର୍ଶନ କରିବାକୁ, ଆଜି ପୂରା ହେଲା। ରାଜ୍ୟବାସୀଙ୍କ ସୁଖ…

୩୦୦୦ ଲିଟର ମଦ ନାଳରେ ଢଳାଗଲା…

କାବୁଲ, ୩।୧ : ଆଫଗାନିସ୍ତାନର ତାଲିବାନ ସରକାର ଦେଶରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହା ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଅନ୍ତର୍ଗତ ରବିବାର ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ କାବୁଲର ଏକ ନାଳରେ ୩୦୦୦ ଲିଟର ଜବତ…

କାହିଁକି ସର୍ବଦା ବ୍ରେସ୍‌ଲେଟ୍‌ ପିନ୍ଧନ୍ତି ସଲମାନ

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ ସର୍ବଦା ହାତରେ ଏକ ବ୍ରେସଲେଟ୍‌ ପିନ୍ଧିଥାନ୍ତି। ଏବେ ସେ ପିନ୍ଧୁଥିବା ବ୍ରେସ୍‌ଲେଟ୍‌ ଯୁବପିଢିଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ପାଲଟିଲାଣି। ସଲ୍ଲୁ ବ୍ରେସଲେଟ ପିନ୍ଧିବା ପଛରେ ଏକ କାହାଣୀ ରହିଛି। ଥରେ ଏକ ସାକ୍ଷାତକାରରେ ସଲମାନ କହିଥିଲେ,…

ଓମିକ୍ରନକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୩।୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିିଛି। କିନ୍ତୁ ଏହି ଭାଇରାଲ ଅତି ସାମାନ୍ୟ ରୋଗ ସୃଷ୍ଟି କରିଥାଏ। ଏଥିରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri