Home Left

ମାର୍ଚ୍ଚ ସୁଦ୍ଧା ମାଓବାଦୀ ପ୍ରବଣ ଜିଲାରେ ଖୋଲିବ ପୋଷ୍ଟଅଫିସ୍‌

ନୂଆଦିଲ୍ଲୀ, ୩୦।୧୨: ଦେଶର ୯୦ ମାଓବାଦୀ ପ୍ରବଣ ଜିଲାରେ ପୋଷ୍ଟ ଅଫିସ୍‌ର ୪,୯୦୩ ନୂଆ ଶାଖା ଖୋଲିବା ଲାଗି ଡାକ ବିଭାଗ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତ୍ୱରିତ୍‌ କାର୍ଯ୍ୟ ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧,୭୮୯ଟି ପୋଷ୍ଟଅଫିସ ଶାଖା…

ଚେନ୍ନାଇରେ ବର୍ଷା ନେଲା ୩ ଜୀବନ

ଚେନ୍ନାଇ,୩୦।୧୨: ପ୍ରବଳ ବର୍ଷା ସମ୍ଭାବନା କାରଣରୁ ତାମିଲନାଡୁର ୪ ଜିଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏପର୍ଯ୍ୟନ୍ତ ବର୍ଷା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଆଘାତ କାରଣରୁ ୩ ଜଣ ଜୀବନ ହରାଇ ସାରିଲେଣି। ଅପ୍ରତ୍ୟାଶିତ ବର୍ଷା କାରଣରୁ ରାଜ୍ୟରେ ଏଭଳି ପରିସ୍ଥିତି…

୨ ଏଡିଟରଙ୍କ ବିରୋଧରେ ଦେଶଦ୍ରୋହ

ହଂକଂ,୩୦।୧୨: ହଂକଂର ଦୁଇଜଣ ପୂର୍ବତନ ସମ୍ପାଦକ(ଏଡିଟର)ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦେଶ ବିରୋଧୀ ଲେଖା ପ୍ରକାଶ କରିବା ଅଭିଯୋଗରେ ଗିରଫ ହୋଇଥିବା ଷ୍ଟାଣ୍ଡ ନ୍ୟୁଜ୍‌ର ୨ ସମ୍ପାଦକଙ୍କ ଜାମିନ ଆବେଦନକୁ ଗୁରୁବାର ସ୍ଥାନୀୟ ଅଦାଲତ ଖାରଜ କରିଦେଇଛନ୍ତି। ହଂକଂ…

ହଜାରେ ଟଙ୍କା ପାଇଁ ଜିଆର୍‌ଏସ୍‌, ପିଇଓଙ୍କୁ ନିସ୍ତୁକ ମାଡ଼

ହାଟଡିହୀ,୩୦l୧୨(ଡ଼ି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଜିଆରଏସ୍‌ ଗୋଲଖ ନାଏକ ଏବଂ ପିଇଓ (କାର୍ଯ୍ୟ ର୍ନିବାହୀ ଅଧିକାରୀ)ଜିତେନ୍ଦ୍ର କୁମାର ଜେନାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l ପିଇଓ ଜେନା ଏବଂ ଜିଆରଏସ ନାଏକଙ୍କ ଅଭିଯୋଗ ମୁତାବକ, ସରକାରଙ୍କ…

ଜମାଟୋ, ସୁଇଗିରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ୧ ତାରିଖରୁ ଜମାଟୋ, ସୁଇଗି ଭଳି ପ୍ଲାଟଫର୍ମରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବାକୁ ଯାଉଛି। କାରଣ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ। ଏହି ନିୟମ…

ରୋଲେକ୍ସ ଘଣ୍ଟା ପାଇଁ ଅଟକିଲା ବିମାନବନ୍ଦରର ଚେକିଂ

ନୂଆଦିଲ୍ଲୀ,୩୦।୧୨: ବେଙ୍ଗାଲୁରୁର କେମ୍‌ପେଗୌଡ଼ା ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାରେ ବାଧକ ସାଜିଥିଲେ ଜଣେ ଯାତ୍ରୀ। ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ବେଳେ ଉକ୍ତ ଯାତ୍ରୀ ୪୦ ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟାକୁ ଟ୍ରେରେ ରଖିବାକୁ ମନା କରି ଦେଇଥିଲେ। ଏଥି ଯୋଗୁ…

‘ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରେ ଶାମି ଜଣେ’

ସେଞ୍ଚୁରିଆନ,୩୦।୧୨: ମହମ୍ମଦ ଶାମି ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ଜଣେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିବା ପରେ ଭାରତୀୟ ପେସରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି। ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଇନିଂସରେ…

ଏହି ୪ ରାଶିର ଯୁବତୀ ବହୁତ ସଚ୍ଚୋଟ, ପ୍ରେମିକଙ୍କୁ ଦିଅନ୍ତି ନାହିଁ ଧୋକା…

ଜୀବନସାଥୀ ନଚେତ ପ୍ରେମିକା ସଚ୍ଚୋଟ ହୁଅନ୍ତୁ, ତାଙ୍କୁ କୌଣସି କଥା ଲୁଚାନ୍ତୁ ନାହିଁ ବୋଲି ସମସ୍ତେ ଚାହାନ୍ତି। କାରଣ ସମ୍ପର୍କ ମଜଭୂତ କରିବା ଲାଗି ପ୍ରେମ ଯେତିକି ଜରୁରୀ ସେତିକି ସଚ୍ଚୋଟତା ଲୋଡ଼ା। ନଚେତ ଧୋକା ମିଳିବାଟା ସାର। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ…

ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ

ଜୟପୁର, ୩୦ା୧୨ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର ଘଟଣାର ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡିଛି। ଅଭିଯୁକ୍ତମାନେ ବାହାରେ ନିର୍ଭୟରେ ବୁଲୁଛନ୍ତି। ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରି ସାକ୍ଷୀଙ୍କୁ…

ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍‌ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ ୩ ଉଇକେଟକିପର ବ୍ୟାଟରଙ୍କୁ ନିଆଯିବାରେ ସେ ଖୁସି ନ ଥିଲେ। ଏପରିକି ନ୍ୟୁଜିଲାଣ୍ଡ ବିପକ୍ଷ…

କପିଳ ଦେବଙ୍କ ଭଳି କିମ୍ବଦନ୍ତୀଙ୍କ ତାଲିକାରେ ବୁମରା

ନୂଆଦିଲ୍ଲୀ,୩୦।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ଉଭୟ ଇନିଂସରେ ମୋଟ ୫ ଉଇକେଟ ନେଇଥିବା ଯଶପ୍ରୀତ ବୁମରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ବିଦେଶୀ ମାଟିରେ ୨୫ତମ ଟେଷ୍ଟ ମ୍ୟାଚ୍‌ରେ ବୁମରା ୧୦୦ ଉଇକେଟ ପୂରଣ କରିଛନ୍ତି। ଏଥିସହିତ…

ପୁଣି ବାଘଛାଲ ଜବତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ପୁଣି ଏସଟିଏଫ ଦ୍ବାରା ବାଘଛାଲ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବାଣପୁର ଗମ୍ଭାରୀପଡାରୁ ଏସଟିଏଫ ବାଘଛାଲ ଜବତ କରିଛି । ଏ ନେଇ ଜଣଙ୍କୁ ଗିରଫ କରାଯାଇଛି। ସେହେଲେ ରତ୍ନାକର ନାମକ ବ୍ୟବସାୟୀ। ବିଭିନ୍ନ ସ୍ଥାନରେ ଚଢାଉ କରି ୨୨ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri