ଲାଇଭ୍ ମ୍ୟାଚ୍ରେ ପ୍ରେମିକଙ୍କୁ ପ୍ରପୋଜ୍ କଲେ ଯୁବତୀ
ପୁଣେ,୫।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ ସମୟରେ ଏକ ପ୍ରେମ ଯୋଡି ଟିଭିରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ଲାଇଭ ମ୍ୟାଚ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା…
ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୫।୫(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୧ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ ୭ ଲୋକାଲ କେସ୍ ରହିଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ…
କୋହଲିଙ୍କୁ ସହ ଘଟିଲା ଏମିତି, ବୋଲର୍ଙ୍କୁ ମାଗିବାକୁ ପଡିଲା କ୍ଷମା: ଦେଖନ୍ତୁ ଭିଡିଓ
ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଆରସିବି ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁଣି ଥରେ ବ୍ୟାଟିଂରେ ବିଶେଷ କିଛି ପ୍ରଦର୍ଶନ କରିପାରି…
୩୨୦ କୋଟି ଓଟିଟି ରାଇଟସ୍ରେ ବିକ୍ରି ହେଲା କେଜିଏଫ୍ ୨
ମୁମ୍ବାଇ: କନ୍ନଡ ଫିଲ୍ମ କେଜିଏଫ୍ ୨ ଦିନକୁ ଦିନ ନୂଆ ରେକର୍ଡ କରୁଛି । ୧୪ ଏପ୍ରିଲରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । କେଜିଏଫ୍ ୨ ଓଟିଟି ରାଇଟ୍ସକୁ ନେଇ ଏକ ବଡ ଖବର…
ସ୍ୱଦେଶ ଫେରିଲେ ମୋଦି
ନୂଆଦିଲ୍ଲୀ,୫ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ ୟୁରୋପ ଗସ୍ତ ଶେଷ ହୋଇଛି । ବୁଧବାର ସେ ଏହି ଗସ୍ତ ଶେଷ କରି ଫ୍ରାନ୍ସରୁ ସ୍ୱଦେଶ ଫେରିଛନ୍ତି । ପ୍ୟାରିିସ ଗସ୍ତ ସମୟରେ ମୋଦି ଫ୍ରାନ୍ସର ନବ ନିର୍ବାଚିତ ରାଷ୍ଟ୍ରପତି…
ଖଣିଜ ଚୋରା ଚାଲାଣ ବ୍ୟବସ୍ଥା ପୁଣି ସକ୍ରିୟ
ଯାଜପୁର ଅଫିସ,୫ା୫: ରତ୍ନଗର୍ଭା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍ କ୍ରୋମାଇଟ୍ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି। ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ ଖନନ ଆରମ୍ଭ ହୋଇ ସାରିଛି। ତେବେ ସ୍ଥାନୀୟ ଲୋକଙ୍କ ଏଠାରେ କୌଣସି…
କଫି ପିଆଇବାକୁ ଆସୁଛନ୍ତି କରନ ଜୋହର
ମୁମ୍ବାଇ: ବଲିଉଡର ନାମୀ ନିର୍ଦ୍ଦେଶକ ବଲିଉଡ ବ୍ୟତୀତ ତାଙ୍କ ଶୋ’ ‘କଫି ୱିଥ କରନ’କୁ ନେଇ ଖୁବ ଚର୍ଚ୍ଚିତ । ଶୋ’ର କିଛି ନା କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଦର୍ଶକେ ଏହାକୁ…
ବ୍ୟାସ ସରୋବରର ବିକାଶ ଆଳରେ ମୋରମ ଲୁଟ୍
ଯାଜପୁର ଅଫିସ,୫ା୫: ବ୍ୟାସ ସରୋବରର ବିକାଶ କାର୍ଯ୍ୟ ଚାଲିଛି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନ୍ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ) ନେତୃତ୍ୱରେ ଦିଲ୍ଲୀର କ୍ରିଷ୍ଣା ବିଲ୍ଡର ଠିକାସଂସ୍ଥା ଜରିଆରେ ଏହି କାମ ଚାଲିଛି ।…
ଏସ୍ସିବି ଆଇସିୟୁରେ ଡାଏଲିସିସ୍ ବ୍ୟବସ୍ଥା ନାହିଁ
କଟକ ଅଫିସ,୫ା୫: କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନାହିଁ। ଏପରିକି ଆଇସିୟୁରୁ ଡାଏଲିସିସ କେନ୍ଦ୍ରକୁ ନେବା ପାଇଁ ପର୍ଯ୍ୟାପ୍ତ ଷ୍ଟ୍ରେଚର ନାହିଁ। ଏଥିସହ ଠିକ୍ ଭାବେ ଚିକିତ୍ସା ସୁବିଧା ନ ମିଳିବାରୁ ବଡଭାଇଙ୍କର ମୃତ୍ୟୁ…
ଥରିଲା ଜମ୍ମୁ-କଶ୍ମୀର: ରିକ୍ଟର ସ୍କେଲରେ ତୀବ୍ରତା ୫.୩
ଜମ୍ମୁ,୫ ।୫: ଜମ୍ମୁ-କଶ୍ମୀରରେ ଗୁରୁବାର ହୋଇଥିବା ଭୂକମ୍ପର ଝଟକା ସହ ଲୋକଙ୍କ ନିଦ ଭାଙ୍ଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନ ରହିଥିବା କୁହାଯାଉଛି । ଏହାର ଗଭିରତା ୧୭୦…
ଆମେରିକା ବିଦେଶମନ୍ତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ…
ଓ୍ବାଶିଂଟନ୍, ୫।୫ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। ସେ ଘରେ ଆଇସୋଲେଶନରେ ରହି ନିଜ କାମ…
ସଞ୍ଜୟଙ୍କ ‘ଧରିତ୍ରୀ’ କାର୍ଟୁନ ସଂଗ୍ରହ ନିଶା, ୯ ବର୍ଷ ହେଲା ସାଇତି ରଖିଛନ୍ତି…
ନୟାଗଡ଼ ଅଫିସ,୫।୫: ଦୈନିକ ଧରିତ୍ରୀରେ ପ୍ରକାଶ ପାଉଥିବା କାର୍ଟୁନ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ନେଇ କାର୍ଟୁନିଷ୍ଟ ଉତ୍କଳ ଗୌରବଙ୍କ ପ୍ରତି କାର୍ଟୁନ ବିଭିନ୍ନ ମହଲରେ ସଚେତନତା ସୃଷ୍ଟି କରିଚାଲିଛି। ଗତ ୯ ବର୍ଷ ହେଲା ସେହି…

