ଉଚ୍ଚ ରକ୍ତଚାପ, ମଧୁମେହ ହ୍ରାସ କରେ…
ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଏବଂ ସୁସ୍ଥ ଶରୀର ନିତ୍ୟାନ୍ତ ଆବଶ୍ୟକ। ଗବେଷକଙ୍କ ଅନୁଯାୟୀ, ଯେଉଁମାନେ ଖୁବ୍ ଯତ୍ନଶୀଳ ଏବଂ ଉତ୍ତମ ଭୋଜନ କରନ୍ତି ସେମାନଙ୍କ ମୃତ୍ୟୁହାର ୧୭% ହ୍ରାସ ହୋଇଥାଏ। ‘ଆମେରିକୀୟ ଜର୍ନାଲ ଅଫ୍ ଲାଇଫଷ୍ଟାଇଲ ମେଡିସିନ’ ଅନୁଯାୟୀ…
ରାତିରେ କଦଳୀ ଖାଉଛନ୍ତି କି?
କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ।…
ଗ୍ରାମବାସୀ-ବନ କର୍ମଚାରୀ ମୁହାଁମୁହିଁ
କପ୍ତିପଦା,୧।୧(ଡି.ଏନ.ଏ.): ବନ ବିଭାଗର ଏକ ଗୃହ ନିର୍ମାଣକୁ ନେଇ ଗ୍ରାମବାସୀ ଓ ବିଭାଗୀୟ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରକାଶ ଯେ, ଶିମିଳିପାଳ ପାଦଦେଶରେ ଥିବା ବାଲିନାଳ ନିକଟରେ ଜଙ୍ଗଲ ସୁରକ୍ଷା ନିମନ୍ତେ ବନ…
ବିନା ଭକ୍ତରେ ମା’ ତାରିଣୀଙ୍କ ସୁନାବେଶ
ଘଟଗାଁ,୧।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ପୀଠରେ ଇଂରାଜୀ ନବବର୍ଷ ୨୦୨୨ର ପ୍ରଥମ ଦିନ ଶନିବାର ବିନା ଭକ୍ତରେ ମା’ଙ୍କ ସମସ୍ତ ନୀତିକାନ୍ତି, ମଙ୍ଗଳ ଆଳତି ସହ ସୁନାବେଶ ସମ୍ପନ୍ନ ହୋଇଛି। କୋଭିଡ୍ କଟକଣା ଯୋଗୁ ମନ୍ଦିର ୩ ଦିନ…
ବର୍ଷ ଆରମ୍ଭରୁ ମାଓବାଦୀ ସଙ୍ଗଠନକୁ ଶକ୍ତ ଧକ୍କା
ମାଲକାନଗିରି,୧।୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତରେ ନୂତନ ବର୍ଷର ପ୍ରଥମ ଦିନରେ ମାଓବାଦୀ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା। ମାଲକାନଗିରି ଜିଲା ସୀମାନ୍ତକୁ ଲାଗିଥିବା ଛତିଶଗଡ଼ର ସୁକ୍ମାରେ ଏହା ଦେଖିବାକୁ ମିଳିଛି। ସଙ୍ଗଠନକୁ ବିରୋଧ କରି ୯ ଜଣ ମହିଳାଙ୍କ ସମେତ ୪୪…
ନୂଆବର୍ଷ ପାଇଁ ନେଉଥିଲେ ବାର୍ହା ମାଂସ
ରାଜନଗର,୧ା୧(ଡି.ଏନ.ଏ.): ନୂଆବର୍ଷରେ ଭିତରକନିକା ଜାତୀୟ ଉଦ୍ୟାନରୁ ବାର୍ହା ଶିକାର କରାଯାଇ ମାଂସ ଚାଲାଣ କରାଯାଉଥିଲା। ଖବରପାଇ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ କନିକା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କ ନେତୃତ୍ୱରେ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ସୁନିଲ…
ଶରୀରରେ ଏସବୁ ଲକ୍ଷଣ ଦେଖାଦେଉଛି କି? ହୋଇପାରେ…
ମହାମାରୀ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କାରଣ କମ୍ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କୁ କରୋନା ବିଶେଷଭାବେ ପ୍ରଭାବିତ କରୁଛି। ଏପରିକି ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟୁଛି। ଏଣୁ ସ୍ବାସ୍ଥ୍ୟକର ଖାଦ୍ୟ ସେବନ…
ମଜୁରି ବାବଦରେ ମିଳିଲା ନକଲି ଟଙ୍କା
ମାଲକାନଗିରି,୧ା୧(ଡି.ଏନ୍.ଏ.): ଜଣେ ଠିକାଦାର ଶ୍ରମିକଙ୍କୁ କାମ କରାଇ ମଜୁରି ବାବଦରେ ନକଲି ଟଙ୍କା ଦେଇ ଠକିଛନ୍ତି। ଏ ସମ୍ପର୍କରେ ଶ୍ରମିକମାନେ ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଠିକାଦାରଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏମ୍ପିଭି-୭୦ ଗ୍ରାମର ରସିକ ମଣ୍ଡଳ।…
ସାଢ଼େ ୪ ବର୍ଷ ପରେ ଫେରିଲେ !
ନୂଆଦିଲ୍ଲୀ,୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳକୁ ଫେରିଛନ୍ତି ଟିମ୍ ଇଣ୍ଡିଆର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରାୟ ସାଢେ ଚାରି ବର୍ଷ ପରେ ଅଶ୍ୱିନ ଦିନିକିଆ ଦଳକୁ ଫେରିଛନ୍ତି। ଏହାପୂର୍ବରୁ ୨୦୨୧ ଟି-୨୦…
ଭାରତୀୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବ ଏହି ଖେଳାଳି
ନୂଆଦିଲ୍ଲୀ,୧।୧: ଭାରତୀୟ ଟିମ୍ ଜାନୁୟାରୀ ୧୯ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏଥିଲାଗି ଶୁକ୍ରବାର ଦଳ ଘୋଷଣା କରାଯାଇଛି। ଏଥିରେ ଓପନର୍ ଭାବେ ସ୍ଥାନ ପାଇଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାୟକଓ୍ବାଡ। ତେବେ ସେ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୫୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୧୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନାରେ ୧୦,୪୪,୯୬୨ ଜଣ ସୁସ୍ଥ ହୋଇସାରିଲେଣି। ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୬ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୧୪ ଏବଂ…
ଅଧିନାୟକ ଭାବେ ଫେରିଲେ ପୋଲାର୍ଡ
ସେଣ୍ଟ. ଜୋନ୍ସ(ଆଣ୍ଟିଗୁଆ),୧।୧: ଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ କରିନ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ନେବେ। ଇଂଲଣ୍ଡ ସିରିଜ ପୂର୍ବରୁ ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ ଆୟର୍ଲାଣ୍ଡ ବିପକ୍ଷରେ…
Archives


