ବିନା ଲାଉଡ ସ୍ପିକରରେ ହେବ ସକାଳର ଅଜାନ: ମୁସଲମାନ ଧର୍ମଗୁରୁଙ୍କ ନିଷ୍ପତ୍ତି
ମୁମ୍ବାଇ,୫ ।୫: ଗୋଟିଏ ପଟେ ସାରା ଦେଶରେ ଲାଉଡ ସ୍ପିକର ବିବାଦକୁ ନେଇ ଯେତେବେଳେ ବିବାଦ ଲାଗି ରହିଛି, ଅନ୍ୟପଟେ ମହାରାଷ୍ଟ୍ରର ମୁସଲମାନ ଧର୍ମଗୁରୁମାନେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣ ମୁମ୍ବାଇର ଧର୍ମଗୁରୁ ଓ ଟ୍ରଷ୍ଟିମାନେ ଏହି ନିଷ୍ପତ୍ତି…
ହତାଶ କର୍ମୀଙ୍କୁ ଭରସା ଦେବେ ଶାହ
ନୂଆଦିଲ୍ଲୀ,୫ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଯାତ୍ରାରେ ଯାଉଛନ୍ତି । ଗତବର୍ଷ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଶାହଙ୍କର ଏହା ପ୍ରଥମ ଗସ୍ତ । ମିଳିଥିବା ସୂଚନା ଅନୁଯାୟୀ, ସ୍ୱରାଷ୍ଟମନ୍ତ୍ରୀ ଗୁରୁବାର…
ଏଭରେଷ୍ଟରେ ସର୍ବୋଚ୍ଚ ଓ୍ବେଦର ଷ୍ଟେଶନ ସ୍ଥାପନ କଲା ଚାଇନା
ବେଜିଂ,୫।୫: ଏଭରେଷ୍ଟ ପର୍ବତରେ ଚାଇନା ବିଶ୍ୱର ସର୍ବୋଚ୍ଚ ଓ୍ବେଦର ଷ୍ଟେଶନ ସ୍ଥାପନ କରିଛି। ସମୁଦ୍ର ତଟରୁ ଷ୍ଟେଶନର ଉଚ୍ଚତା ୮,୮୩୦ ମିଟର ରହିଛି। ଆର୍ଦ୍ର ଜଳବାୟୁରେ ଏହି ସ୍ବୟଂଚାଳିତ ଷ୍ଟେଶନ କାମ କରୁଛି କି ନାହିଁ ଚାଇନାର ଏକ ସ୍ବତନ୍ତ୍ର ବୈଜ୍ଞାନିକ…
ଭାଜପା ପ୍ରଚାରରେ ‘ହିରୋ’, ଆମେ ଥିଲୁ ଜିରୋ: ଗୁଲାମ ନବୀ
ନୂଆଦିଲ୍ଲୀ,୫ ।୫: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ବୁଧବାର କହିଛନ୍ତି ଭାରତୀ ଜନତା ପାର୍ଟି(ଭାଜପା) ସରକାର ପ୍ରଚାର କରିବାରେ ‘ହିରୋ’ । ହେଲେ ତାଙ୍କ ଦଳ ଅର୍ଥାତ୍ କଂଗ୍ରେସ ଓ ତାଙ୍କ ନେତୃତ୍ୱ ବାଲା ସରକାର ପ୍ରଚାର କରିବାରେ…
ଦିଲ୍ଲୀର ପଞ୍ଜିକୃତ ନିର୍ମାଣ ଶ୍ରମିକ ଡିଟିସି, କ୍ଲଷ୍ଟର ବସ୍ରେ ମାଗଣାରେ କରିପାରିବେ ଯାତ୍ରା
ନୂଆଦିଲ୍ଲୀ,୫ ।୫: ରାଜଧାନୀ ଦିଲ୍ଲୀର ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକ ଏଣିକି ଡିଟିସି ଓ କ୍ଲଷ୍ଟର ବସରେ ମାଗଣାରେ ଯାତ୍ରା କରିପାରିବେ । ବୁଧବାର ଦିଲ୍ଲୀ ସରକାର ଏମିତି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମାଗଣା ବସ୍ ପାସ ଯୋଗାଇ ଦେଇଛନ୍ତି ।…
ଫୁଟୁଥିବା ତେଲ କଡ଼େଇରେ ହାତ ପୁରାଇ ଗ୍ରାହକଙ୍କୁ ପକୁଡ଼ି ଦେଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଚେନ୍ନାଇକୁ ପରାସ୍ତ କଲା ଆରସିବି
ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୧୩ ରନରେ ପରାସ୍ତ କରିଛି। ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ରେ ୧୭୪ ରନ୍ର…
ବୋଲ୍ଡ ଲୁକ୍ରେ ଅଭିନେତ୍ରୀ
ମୁମ୍ବାଇ: ‘ଆଲାଦ୍ଦିନ-ନାମ ତୋ ସୁନା ହୋଗା’ରେ ଜସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅବନୀତ କୌର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅଭିନୟ ସହିତ ଫ୍ୟାଶନକୁ ନେଇ ଲୋକଙ୍କ ହୃଦୟ ଜିଣନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଅଭାବ…
ସିଦ୍ଧୁଙ୍କୁ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୪।୫:ଖୁବ ଶୀଘ୍ର ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ କଂଗ୍ରେସ ଦଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ କରି କଂଗ୍ରେସର ପଞ୍ଜାବର ଦାୟିତ୍ୱରେ…
ଲାଉଡ୍ସ୍ପିକର୍କୁ ନେଇ ପୁଣି ଗର୍ଜିଲେ ରାଜ୍ ଠାକରେ
ମୁମ୍ବାଇ,୪।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ସରକାରଙ୍କ ଚେତାବାନୀ ଓ ପୋଲିସର ନୋଟିସ ସତ୍ତ୍ୱେ ବୁଧବାର ପୁଣି ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଲାଉଡ ସ୍ପିକର ବିବାଦରେ ତାଙ୍କ ପାର୍ଟି ଏକାକୀ…
ଚିଲିକା ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ବଢ଼ିଲା
ଭୁବନେଶ୍ୱର,୪ା୫(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅନ୍ତରୀଣ ଜାମିନ ଅବଧି ବଢ଼ିଛି। ସ୍ବାସ୍ଥ୍ୟଗତ କାରଣ ଯୋଗୁ ବୁଧବାର ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଆଉ ୭ ଦିନ ବଢ଼ାଇଥିବା ବିଧାୟକଙ୍କ ଓକିଲ ଅଭିନବ ଚାନ୍ଦ ସୂଚନା ଦେଇଛନ୍ତି। ଏପ୍ରିଲ ୨୨ରେ…
କୋହଲିଙ୍କୁ ପଛରେ ପକାଇଲେ ଧୋନୀ
ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଭେଟୁଛି। ଏହି ମ୍ୟାଚ୍ ରେ ସିଏସ୍କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…

