କଫି ପିଆଇବାକୁ ଆସୁଛନ୍ତି କରନ ଜୋହର

ମୁମ୍ବାଇ: ବଲିଉଡର ନାମୀ ନିର୍ଦ୍ଦେଶକ ବଲିଉଡ ବ୍ୟତୀତ ତାଙ୍କ ଶୋ’ ‘କଫି ୱିଥ କରନ’କୁ ନେଇ ଖୁବ ଚର୍ଚ୍ଚିତ । ଶୋ’ର କିଛି ନା କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଦର୍ଶକେ ଏହାକୁ ଖୁବ୍ ପସନ୍ଦ ବି କରୁଛନ୍ତି । ହେଲେ ଇତିମଧ୍ୟରେ ଖବର ଆସିଥିଲା କି ଦର୍ଶକେ ଆଉ କରନ ଜୋହରଙ୍କ ଶା’ କଫି ୱିଥ କରନ ଟେଲିଭିଜନରେ ଦେଖିପାରିବେ ନାହିଁ । ଏହି ସୂଚନା ନିଜେ କରନ ଜୋହର ସୋସିଆଲ ମିଡିଆ ମାଧ୍ୟମରେ ଦେଇଥିଲେ । ଏକଥା ଜାଣିବା ପରେ ପ୍ରଶଂସକମାନେ ନିରାଶ ହୋଇଯାଇଥିଲେ । କିନ୍ତୁ ଏବେ ପୁଣିଥରେ ଦର୍ଶକେ ଖୁସି ହୋଇଯାଇଛନ୍ତି । ଘଟଣା ହେଲା କରନ ଜୋହର ପ୍ରଥମେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରିଥିଲେ କି ଗତ ୬ଟି ସିଜନରେ କଫି ୱିଥ କରନ ମୋର ଓ ଆପଣଙ୍କ ଜୀବନ ଏକ ଅଂଶ ଥିଲା । ହେଲେ ଏବେ ଆଉ ଏହି ଶୋ’ ପ୍ରସାରିତ ହେବ ନାହିଁ । ଏହାଦେଖି ପ୍ରଶଂସକ ନିରାଶ ହୋଇଯାଇଥିଲେ ।
ହେଲେ ‘କଫି ୱିଥ କରନ’ ପୁଣିଥରେ ଫେରୁଛି ବୋଲି ଅଫିସିୟାଲି ଘୋଷଣା କରାଯାଇଛି । ଫିଲ୍ମ ମେକର ତାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ କହିଛନ୍ତି, କଫି ୱିଥ କରନ ପୁଣିଥରେ ଫେରୁନି… ଟିଭିରେ! କାରଣ ପ୍ରତ୍ୟେକ ଭଲ ଷ୍ଟୋରୀର ଭଲ ଟୁଇଷ୍ଟର ଆବଶ୍ୟକତା ରହିଛି । ମୁଁ ଏହା ଘୋଷଣା କରି ଖୁସି ହେଉଛି ଯେ କଫି ୱିଥ କରନର ୭ମ ସିଜିନ ଡିଜନି ପ୍ଲସ ହଟଷ୍ଟାରରେ ଷ୍ଟ୍ରିମ କରାଯିବ । ଦେଶର ବହୁ ବଡ ବଡ କଳାକାର ତାଙ୍କର ଅନୁଭୁତି ବାଣ୍ଟିବାକୁ ଆସିବେ । ଏବେ ଶୁଣା କଥାକୁ ଶାନ୍ତ କରିବା ଦରକାର, ଆଉ ଏବେ ଗଭିରତାକୁ ଯାଇ ପ୍ରେମ, ତ୍ୟାଗ ଓ ସମସ୍ତ ବିଷୟ ଉପରେ କଥା ହେବାର ଆବଶ୍ୟକତା ରହିଛି । ଯାହା କିଛି ବର୍ଷ ହେବ ଚାଲି ଆସିଛି । ଏହାସହ କରନ କ୍ୟାପଶନରେ ଲେଖିଛନ୍ତି, ପ୍ରଥମଠାରୁ ଅଥିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା । କରନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଆଉ ଏହାକୁ ନେଇ ସାଧାରଣ ଦର୍ଶକଙ୍କଠାରୁ ବଳିଉଡ ସେଲିବ୍ରିଟିମାନେ ବି ରିଆକ୍ସନ ଦେଇଛନ୍ତି ଓ ଶୋ’କୁ ନେଇ ନିଜର ଏକ୍ସାଇଟମେଣ୍ଡ ଦେଖାଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?