ବରୁଣ ଗାନ୍ଧୀ କରୋନା ପଜିଟିଭ୍…
ନୂଆଦିଲ୍ଲୀ, ୯।୧ : ଭାଜପା ଏମ୍ପି ବରୁଣ ଗାନ୍ଧୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା କହିଛନ୍ତି। ଗତ ୩ ଦିନ ଧରି ସେ ପିଲିଭିତ୍ରେ ଥିଲେ।…
ବିଦାୟୀ ମ୍ୟାଚ୍ରେ ଭାଙ୍ଗିଲେ ରେକର୍ଡ
ଖ୍ରୀଷ୍ଟଚର୍ଚ୍ଚ,୯।୧: ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟର ରସ ଟେଲର ରବିବାର ଶେଷ ଥର ପାଇଁ ଫିଲ୍ଡକୁ ଓହ୍ଲାଇଛନ୍ତି। ଦେଶ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାରେ ସେ ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂଙ୍କୁ ପଛରେ ପକାଇ ଥିବାବେଳେ ପୂର୍ବତନ ସ୍ପିନର ଡାନିଏଲ ଭିଟୋରିଙ୍କ…
ପ୍ଲାଷ୍ଟିକ୍ ଡ୍ରମ୍ରୁ ଓ୍ବାଶିଂ ମେଶିନ ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ କୌଶଳ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଦେଶୀ କୌଶଳ ଦେଖିବାକୁ ପାଇବେ। ଯାହାକୁ ପୂର୍ବରୁ କେବେ ଦେଖି ନ ଥିବେ।…
ଆତ୍ମସାତ କରି ଦେବାକୁ ବସିଥିଲେ ୫୦୦କ୍ୱିଣ୍ଟାଲ ପିଡିଏସ୍ ଚାଉଳ: ପହଞ୍ଚିଗଲା ଯୋଗାଣ ବିଭାଗ
କେସିଙ୍ଗା,୯।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚେରସ୍ଥିତ ଏକ ସମତା ଇଣ୍ଡଷ୍ଟ୍ରିରୁ ଚୋରା ପିଡିଏସ୍ ଚାଉଳ ଜବତ ହୋଇଛି। ଶନିବାର ରାତିରେ ଚାଉଳ ଅନ୍ଲୋଡ ସମୟରେ ଜିଲା ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ୪ ଜଣିଆ…
କରୋନା ସଂକ୍ରମଣ କେବେ କମିବ କହି ହେବନି
ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ନ ଆସିବା ଯାଏ କେବେ କମିବ କହି ହେବନି । ସଂକ୍ରମଣ ରୋକିବାକୁ…
‘ଭୁଲଭୁଲେୟା ୨’ରେ ନଜର ଆସିବେ ବିଦ୍ୟା
ମୁମ୍ବାଇ: ନିର୍ଦ୍ଦେଶକ ଅନିସ ବଜମୀ କିୟାରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ସିକୁଏଲ ‘ଭୁଲଭୁଲେୟା ୨’ ନିର୍ମାଣ କରୁଛନ୍ତି । ତେବେ ଏଥିରେ ବିଦ୍ୟା ବଲାନ ବି ନଜର ଆସିବେ ବୋଲି ଜଣାପଡିଛି । ନିର୍ଦ୍ଦେଶକ ଅନିସଙ୍କ ସହ ବିଦ୍ୟା…
ଧୋନୀଙ୍କଠାରୁ ଉପହାର ପାଇ ପାକିସ୍ତାନ କ୍ରିକେଟର୍ଙ୍କ ଖୁସି କହିଲେ ନ ସରେ…
ଚେନ୍ନାଇ,୯।୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଜର୍ସି ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ଦେଇଛନ୍ତି। ରଫ୍ ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦…
ପାକିସ୍ତାନ ସୁପ୍ରିମ୍କୋର୍ଟରେ ପ୍ରଥମ ମହିଳା ବିଚାରପତି…
ଇସଲାମାବାଦ୍, ୯।୧ : ପ୍ରଥମ ଥର ପାଇଁ ପାକିସ୍ତାନ ସୁପ୍ରିମ୍କୋର୍ଟରେ ଜଣେ ମହିଳା ବିଚାରପତି ନିଯୁକ୍ତି ପାଇବେ। ଏହି ଗୌରବ ବିଚାରପତି ଆୟେଶା ମାଲିକ୍ ହାସଲ କରିବାକୁ ଯାଉଛନ୍ତି। କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆନ୍ତରିକତା ଯୋଗୁ ଆୟେଶା ଏଭଳି…
ଦ୍ୱିତୀୟ ଟେଷ୍ଟରେ ନେତୃତ୍ୱ ନେବା ଲାଗି ରାହୁଲ ଉଚିତ ଖେଳାଳି ନ ଥିଲେ
ଜୋହାନ୍ସବର୍ଗ,୯।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଲୋକେଶ ରାହୁଲ ଭାରତୀୟ ଦଳର ଅଧିନାୟକ ଭାବେ କ୍ୟାରିୟର ଅଛନ୍ତି। ଆହତ ସମସ୍ୟା କାରଣରୁ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ଦିଆଯାଇଥିଲା ଗୁରୁତ୍ୱପୂର୍ଣ୍ଣ ଭାର। କିନ୍ତୁ…
ବିବାହର ଏକ ମାସ ପରେ କାଟ୍ରିନାଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ବିକି
ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହକୁ ମାସେ ପୂରିଛି। ଏହି ଅବସରରେ ଉଭୟ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ବିବାହର ଗୋଟିଏ ମାସ ପୂରଣ ପରେ ବିକି ସ୍ତ୍ରୀଙ୍କୁ ଏକ ବିଶେଷ ପ୍ରତିଶ୍ରୁତି ଦେଇଛନ୍ତି।…
‘ମୋ ରୋଜଗାରଠାରୁ ତୁମ କାର୍ ଦାମ୍ ଅଧିକ’
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ସମସ୍ତେ ଜାଣିଛନ୍ତି। ବଲିଉଡ୍ର ବଡ଼ ବଡ଼ କଳାକାରମାନେ ମଧ୍ୟ ସେମାନଙ୍କ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’ରେ ପହଞ୍ଚିଥାନ୍ତି। ସୋସିଆଲ ମିଡିଆରେ କପିଲଙ୍କର ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି। ସମସ୍ତଙ୍କୁ ସବୁବେଳେ ହସାଉଥିବା କପିଲ ନିକଟରେ…
ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ ଶିଖାଇଥାନ୍ତି ତାଙ୍କୁ ଖୁବ୍ କମ୍ ଲୋକ ଜାଣନ୍ତି ଏବଂ ତାଙ୍କ ପାରିଶ୍ରମିକ ବିଷୟରେ ମଧ୍ୟ…
Archives


