ସଚିନ, କୋହଲି ହାସଲ କରିପାରି ନ ଥିବା ରେକର୍ଡ ନିଜ ନାମରେ କଲେ
ଖ୍ରୀଷ୍ଟଚର୍ଚ୍ଚ,୯।୧: ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନଓ୍ବେ ରବିବାର ଏଭଳି ଏକ ରେକର୍ଡ ନିଜ ନାମରେ କରିଛନ୍ତି, ଯାହାକୁ କ୍ରିକେଟ ଇତିହାସରେ କୌଣସି ଖେଳାଳି ହାସଲ କରିପାରି ନ ଥିଲେ। ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ କ୍ୟାରିୟରର ପ୍ରଥମ ୫ ଟେଷ୍ଟର…
୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ
ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ ନାଁରେ ଜିଳା ସ୍ବାସ୍ଥ୍ୟ ଅଧିକାରୀ ଡା. ବିନୟ କୃଷ୍ଣ ପ୍ରସାଦ ତାଙ୍କ ନାଁରେ ମାମଲା…
ସଂକ୍ରମଣକୁ ତାଳ ଦେଇ ବଢ଼ିଚାଲିଛି କୋଭିଡ୍ କଣ୍ଟେନ୍ମେଣ୍ଟ ଜୋନ୍; ଆଜି ଆଉ ୭ ଅଞ୍ଚଳ…
ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ। ଏଥିସହ ତାଳ ଦେଇ ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍ । ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନରେ ରବିବାର ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମ୍ସି…
ରାଜଧାନୀରେ ବଢ଼ିଲା କୋଭିଡ୍ ହସ୍ପିଟାଲ୍, ଶଯ୍ୟା ସଂଖ୍ୟା
ଭୁବନେଶ୍ୱର, ୯।୧(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସମ୍ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲକୁ ଏ ନେଇ…
ସବୁଠି କାହିଁକି ଦିଆଯାଉଛି ଫିଙ୍ଗରପ୍ରିଣ୍ଟ , ଜାଣନ୍ତୁ କାରଣ…
ଦୁନିଆରେ ଲକ୍ଷ ଲକ୍ଷ ଲୋକ ବାସ କରନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ପରସ୍ପରଠାରୁ ଭିନ୍ନ ଅଟନ୍ତି। ସମସ୍ତଙ୍କର ଚେହେରା ଏବଂ ଅଭ୍ୟାସ ମଧ୍ୟ ଅଲଗା। ଏହା ସହିତ ପ୍ରତ୍ୟେକ ବ୍ୟକ୍ତିର ଆଙ୍ଗୁଠି ଛାପ ମଧ୍ୟ ଭିନ୍ନ ଅଟେ। ଯାହାକୁ ଫିଙ୍ଗର ପ୍ରିଣ୍ଟ…
ମ୍ୟାଚ୍ ନ ଖେଳି ମଧ୍ୟ ବିଶ୍ୱ ରେକର୍ଡ ହାସଲ କଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୯।୧: ଇଂଲଣ୍ଡ କ୍ରିକେଟର୍ ଓଲି ପୋପ ଭାରତୀୟ ଉଇକେଟ କିପର ସାହାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ସେ ଚାରିଟି କ୍ୟାଚ ନେଇଥିଲେ। ଗତ ବର୍ଷ ଜାନୁଆରୀରେ ଏକ ଇନିଂସରେ ଜଣେ…
କରୋନା ହେବା ପରେ ଅଭିନେତ୍ରୀଙ୍କୁ ଚିହ୍ନି ହେଉ ନ ଥିଲା
ବମ୍ବେ: ଥରକୁ ଥର ନୂଆ ରୂପରେ ଆସି କଲବଲ କରୁଛି ମହାମାରୀ କରୋନା। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିମାନେ ଏଥିରୁ ବର୍ତ୍ତି ପାରୁନାହାନ୍ତି। କିଛି କରୋନାରେ ପ୍ରାଣ ହରାଇଥିବା ବେଳେ କିଛି ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି…
ଆମ୍ବର ସହର ସେଲମ
ତାମିଲନାଡ଼ୁର ଉତ୍ତର ମଧ୍ୟ ଭାଗରେ ଅବସ୍ଥିତ ଏକ ସହର ହେଉଛି ସେଲମ। ଚେନ୍ନାଇଠାରୁ ପ୍ରାୟ ୩୪୦ କି.ମି ଦୂରରେ ଥିବା ଏହି ସହରରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟତଃ ଏଠାରେ ଥିବା ଆଧ୍ୟାତ୍ମିକ ପୀଠଗୁଡ଼ିକ ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିଥାଏ।…
ପିନ୍ଧିବେ ନା ସଜାଇ ରଖିବେ
ପାଦକୁ ସୁରକ୍ଷା ଦେବା ସହିତ ଏବେ ଜୋତା ସୌଖୀନ ଓ ଷ୍ଟାଟସ୍ର ପ୍ରତୀକ ବି ପାଲଟିଗଲାଣି। ଆଉ ମହିଳାଙ୍କର ପ୍ରିୟ ହେଉଛି ହାଇ ହିଲ୍ସ। ଏହି ହାଇ ହିଲ୍ସରେ ବି ଏମିତି ସବୁ ଆକର୍ଷକ ଡିଜାଇନ୍ ଉପଲବ୍ଧ ହେଉଛି ଯେ, ତାକୁ…
ହସ୍ପିଟାଲରେ ‘କଟପ୍ପା’
ସାଉଥ ଫିଲ୍ମ ବାହୁବଳୀ ଫେମ୍ ‘କଟପ୍ପା’ ତଥା ଅଭିନେତା ସତ୍ୟରାଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର…
ବୃକ୍ଷ ହେଉଛି ମା’ ବାପା ସମ
ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷରୋପଣ । ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିରାପଦରେ ବିଚରଣ ସହିତ ବଂଶବିସ୍ତାର କରିପାରିବେ, କେମିତି ହୋଇପାରିବ ପରିବେଶର ସୁରକ୍ଷା, ଏମିତି କାର୍ଯ୍ୟରେ ସେ ସର୍ବଦା ଚିନ୍ତିତ । ୧୯୬୦ମସିହାରୁ ସକ୍ରିୟଭାବେ ସେ…
ମାଟିହାଣ୍ଡିରୁ ଟେରାକୋଟା
କୌଳିକ ବୃତ୍ତିର ଦାୟରେ ମାଟି ହାଣ୍ଡିର ମୋହରେ ପଡିଥିବା କୁମ୍ଭକାରଙ୍କ ଆର୍ଥିକସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇପଡିଥିବାବେଳେ ଏବେ ସ୍ଥିତି ସୁଧାରିବାର ବାଟ ଦେଖାଇଛି ଟେରାକୋଟା.. ଜନ୍ମରୁ ମୃତ୍ୟୁ ଯାଏ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାମରେ ଖୋଜାପଡନ୍ତି ସେମାନେ। ଦିନେ…
Archives


