Posted inଜାତୀୟ

ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ରାଜୀବ କୁମାର ,୧୫ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ,୧୨।୫: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର। ସେ ମେ’୧୫ରେ ଦାୟିତ୍ୱ ଗ୍ରହଣ କରିବେ। ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ’୧୪ରେ ଅବସର ନେବେ। ଏ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜୀବ ନୀତି ଆୟୋଗର ଭାଇସ ଚେୟାରମ୍ୟାନ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ସେ ଏହି ପଦବୀରୁ ଏପ୍ରିଲରେ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ସେ ପବ୍ଲିକ ଏଣ୍ଟରପ୍ରାଇଜେସ ସିଲେକ୍ସନ ବୋର୍ଡର ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିବ କଶ୍ମୀର ପଣ୍ଡିତଙ୍କ ନରସଂହାର ଫାଇଲ୍‌

ନୂଆଦିଲ୍ଲୀ,୧୯।୩: କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦର୍ଶାଉଥିବା ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ’ ରିଲିଜ୍‌ ହେବା ପରେ ଏବେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏହି...

୨୯ ଦିନରେ ୧୭ ସର୍ଚ୍ଚ ଅପରେଶନ୍‌: ୪୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୨୯।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜୋରସୋର୍‌ ଜାରି ରହିଛି। ଗତ ୨୯ ଦିନ ମଧ୍ୟରେ ଏଠାରେ ୧୭ ସର୍ଚ୍ଚ ଅପରେଶନ୍‌...

ରାହୁଲଙ୍କ ଟୁଇଟର ଫଲୋଅର୍ସଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିଲା: ଆମେଠି ଲୋକଙ୍କ ସହ ମନାଇବେ ଉତ୍ସବ

ନୂଆଦିଲ୍ଲୀ, ୧୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟର ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଛିି। ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ...

ଘର ବାହୁଡା ଶ୍ରମିକଙ୍କୁ ଦେବାକୁ ପଡିବନି ଭଡା, ମିଳିବ ଏକ ହଜାର ଟଙ୍କା

ପାଟନା,୪।୫: ଲକ୍‌ଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ରେଳ ଭଡାକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ...

ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୧୨: ପାର୍ଲାମେଣ୍ଟ ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୂରଣ ହୋଇଛି। ୨୦ ବର୍ଷ ତଳେ ୨୦୦୧ ଡିସେମ୍ବର ୧୩ରେ ଆତଙ୍କବାଦୀଙ୍କ ଦ୍ୱାରା ପାର୍ଲାମେଣ୍ଟ ଉପରେ...

‘ପ୍ରାର୍ଥନା କରୁଥିଲି, ସେହି ମୃତଦେହ ସିଦ୍ଧାର୍ଥଙ୍କର ହୋଇ ନ ଥାଉ’

ବେଙ୍ଗାଲୁରୁ, ୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର...

ବେଳେବେଳେ ବୁଲଡୋଜର ଓଲଟା ଚାଲିଥାଏ, ଅଖିଳେଶଙ୍କ କଟାକ୍ଷ…

ଲକ୍ଷ୍ନୌ,୨୦।୭ : ଉତ୍ତରପ୍ରଦେଶର ଜଳ ଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଅଣାଯାଇଥିବା ଭାଜପା ସରକାରଙ୍କ ବିରୋଧରେ ଅଭିଯୋଗକୁ ନେଇ ଏବେ...

ମାତୃତ୍ୱ ଯୋଜନାର ଲାଭ ଉଠାଇବା ପାଇଁ ମୃତ ଶିଶୁ ବଦଳରେ ଅଟା ପିଣ୍ଡୁଳାକୁ ନେଇ ହସ୍ପିଟାଲ ଗଲେ ମହିଳା

ଭୋପାଳ,୨୪।୮: ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ୩ଜଣ ମହିଳା ନିଜର ମାତୃତ୍ୱ ଭାବନାକୁ ବି ବଳି ପକାଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ମା’ ହେବା ଜଣେ...

Advertisement
Archives

Model This Week