ସୋସିଆଲ ମିଡିଆକୁ ବାଏ କହିଲେ ଅଭିନେତ୍ରୀ !

ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ ସୋସିଆଲ ମିଡିଆରେ ହଲଚଲ୍‌ ସୃଷ୍ଟି କରୁଥିବା ଶିଳ୍ପାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇଛି। ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଏବଂ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଏନେଇ ସୂଚନା ଦେଇଛନ୍ତି।

କଳାରଙ୍ଗର ଏକ ଫଟୋ ପୋଷ୍ଟ କରି ଶିଳ୍ପା କହିଛନ୍ତି, ଗୋଟିଏ ଜିନିଷକୁ ଦେଖି ଦେଖି ବୋର୍‌ ହୋଇଗଲିଣି। ସବୁକିଛି ଏକାଭଳି ଲାଗୁଛି। ଏଣୁ ସୋସିଆଲ ମିଡିଆରୁ ବ୍ରେକ୍‌ ନେଉଛି। ଯେତେବେଳେ ନୂଆ ଭୂମିକା ମିଳିବ ସେତେବେଳେ ଫେରିବି ବୋଲି ସେ ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫା ୨୦୨୨କୁ ହୋଷ୍ଟ କରିବେ ସଲମାନ

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ୱିକେଣ୍ଡ ଆଣ୍ଡ ଆୱାର୍ଡସର ୨୨ତମ ସଂସ୍କରଣ ୧୮ ଓ ୧୯ ମାର୍ଚ୍ଚ ୨୦୨୨ରେ ୟାଶ ଆଇଜଲ୍ୟାଣ୍ଡ ବା ୟାଶ...

ଦିପାବଳୀରେ ବକ୍ସ ଅଫିସରେ ହେବ ବଡ଼ ଟକ୍କର

ମୁମ୍ବାଇ, ୧୭।୨ : କରୋନା ମହାମାରୀ ପରେ ବକ୍ସ ଅଫିସକୁ ଫେରିବାକୁ ଯାଉଛି ବଲିଉଡ୍‌। ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବ ଦୁଇଟି ବଡ଼ ଫିଲ୍ମ।...

ଜୟ ହିନ୍ଦ୍‌ ଲେଖି ପାକିସ୍ତାନୀ ମହିଳାଙ୍କ ରୋଷର ଶିକାର ହେଲେ ପ୍ରିୟଙ୍କା

ବ୍ୟକ୍ତିଗତ ହେଉ କି ପ୍ରଫେଶନାଲ ଜୀବନ ହେଉ ଦୁଇଟାଯାକରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୂରା ସନ୍ତୁଳନ ରକ୍ଷା କରିଥାନ୍ତି। ଏମିତିରେ ବି ତାଙ୍କୁ ବହୁବାର ଟ୍ରୋଲ...

ଦେଖିବାକୁ ମିଳିପାରେ ଖିଲାଡି ବୟଙ୍କ ଆଉ ଏକ ଟ୍ୟାଲେଣ୍ଟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କର ରହିଛି ଭିନ୍ନ ଭିନ୍ନ ଟ୍ୟାଲେଣ୍ଟ। ସିରିୟସ, କମେଡି ସିନ୍‌ ସହ ଷ୍ଟଣ୍ଟ କରି ମଧ୍ୟ ଦର୍ଶକଙ୍କ ହୃଦୟ ଜିତି ପାରିଥିବା...

ସୁପ୍ରିମକୋର୍ଟରେ କାଉଣ୍ଟର ଆଫିଡେଭିଟ୍‌ ଦାଖଲ

ନୂଆଦିଲ୍ଲୀ, ୯ା୮ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ମାମଲା ସ୍ଥାନାନ୍ତର ନେଇ...

ରୁବିନାଙ୍କଠୁ ହାରି ମଧ୍ୟ ଜିତିଲେ ରାହୁଲ ବୈଦ, ପ୍ରଶଂସକ କହିଲେ ଏମିତି

ଗାୟକ ରାହୁଲ ବୈଦ ହୁଏତ ‘ବିଗ ବସ୍‌ ୧୪’ ଟାଇଟଲ୍‌ ଜିତିବାରେ ସମର୍ଥ ହୋଇନାହାନ୍ତି। ମାତ୍ର ସେ ନିଜ ପ୍ରଦର୍ଶନ ସହିତ ଲକ୍ଷ ଲକ୍ଷ ଲୋକଙ୍କ...

ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା: ରାଗିଗଲେ ପ୍ରଶଂସକ

କିଛି ସେଲିବ୍ରିଟି ନିଜର ବ୍ୟକ୍ତିଗତ ଜୀବନକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ନାହିଁ। ଏହିପରି ଜଣେ ଦମ୍ପତି ହେଉଛନ୍ତି ଭାରତୀୟ କ୍ରିକେଟ ଦଳର...

ଶ୍ରୁତିଙ୍କ ସ୍ପେଶାଲ ସଜବାଜ

କମଲ ହାସନ୍‌ଙ୍କ ତନୟା ଶ୍ରୁତି ହାସନ ଏବେ ସଜବାଜ ହେଉଛନ୍ତି। କାରଣ ଅତିଶୀଘ୍ର ସେ ଏକ ଆକ୍ସନଭିତ୍ତିକ ସିନେମାରେ ଅଭିନୟ କରିବେ। ତେଣୁ ଏବେଠାରୁ ସେ...

Advertisement
Archives

Model This Week