Home Left

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୯।୧:ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଯାତ୍ରୀମାନଙ୍କୁ ଟିକେଟ ପାଇବାରେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଅଫଲାଇନରେ ଟିକେଟ ବୁକ କରିବା ଆଉ ରେଳ ଷ୍ଟେନକୁ ଯିବାକୁ ମଧ୍ୟ ପଡିବ ନାହିଁ। ଏବେ ନିକଟତମ ଡାକଘର ପରିଦର୍ଶନ…

ଉପଦେଶ ଦେଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବେ ଝିଅମାନଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ଝିଅମାନଙ୍କୁ ସୌନ୍ଦର୍ଯ୍ୟ ଜାଲରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି।…

ଧୋନୀଙ୍କ ଉପରେ ରାଗିଲେ କୋହଲିଙ୍କ ଫ୍ୟାନ

ନୂଆଦିଲ୍ଲୀ,୯।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ସ୍ବରୂପ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଜର୍ସି ପଠାଇଥିଲେ। ଏହାକୁ ସହଜରେ ହଜମ କରିପାରି ନାହାନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ…

ନିଶ କାଟିବାକୁ ମନା କରିବାରୁ ସସ୍‌ପେଣ୍ଡ

ଭୋପାଳ,୯।୧: ଲମ୍ବା ନିଶ କାଟିବାକୁ ମନା କରିବାରୁ ମଧ୍ୟପ୍ରଦେଶରେ ଜଣେ ପୋଲିସ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ରାକେଶ ରାଣା ପୋଲିସର ମୋଟର ଟ୍ରାନ୍ସପୋର୍ଟ ଶାଖାରେ ଡ୍ରାଇଭର ପୋଷ୍ଟରେ ଥିଲେ। ନିଶକୁ ଉଚିତ ଆକାରରେ କାଟିବା ପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା।…

ସପ୍ତାହରେ ଗଲାଣି ୧୬୪ ଜୀବନ

ଅଲମାଟି,୯।୧: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଜାଖସ୍ତାନରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ସପ୍ତାହକ ମଧ୍ୟରେ ଅତିକମ୍‌ରେ ୧୬୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶର ସବୁଠୁ ବଡ଼ ସହରରେ ଅଲମାଟିରେ ସର୍ବାଧିକ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା…

ବାଲେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ବାଲେଶ୍ୱର ଅଫିସ, ୯।୧: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ବାଲେଶ୍ବର ଜିଲାରେ ମଧ୍ୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହାକୁ ନଜରରେ ରଖି ଜିଲାର ସମସ୍ତ…

ବିବାହ ଦିନ ବର କରୁଥିଲେ ଡ୍ୟାନ୍ସ, ତାଙ୍କୁ ଦେଖି କନ୍ୟା ଚପଲ କାଢି…ଦେଖନ୍ତୁ ଭିଡିଓ

ବିବାହ ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ। ଏହି ଦିନ ଉଭୟ ବର ଏବଂ କନ୍ୟା ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ଚେଷ୍ଟା କରନ୍ତି, କାରଣ ବିବାହ ଜୀବନରେ କେବଳ ଥରେ ଆସିଥାଏ। ନିକଟରେ ଏକ ବିବାହର ମଜାଦାର ଭିଡିଓ ଭାଇରାଲ ହୋଇଛି।…

ରାତିରେ ୧୧ କିମି ଭିତରକୁ ପଶି ଆସିଥିଲା ପାକିସ୍ତାନୀ ବୋଟ୍‌

ଅହମ୍ମଦାବାଦ,୯।୧: ଭାରତୀୟ ତଟରକ୍ଷା ବାହିନୀ (ଆଇସିଜି) ରବିବାର ଗୁଜରାଟ କୂଳରେ ଏକ ପାକିସ୍ତାନ ବୋଟକୁ ଧରିଛି। ଉକ୍ତ ପାକିସ୍ତାନୀ ବୋଟ ଅନ୍ତର୍ଜାତୀୟ ସୀମାଠାରୁ ୧୧ କିମି ଭିତରକୁ ପଶି ଆସିଥିଲା। ସେହି ବୋଟରେ ୧୦ କ୍ରୁ ମେମ୍ବର ଥିବା ରାଜ୍ୟର ପ୍ରତିରକ୍ଷା…

ଶ୍ରୀକାନ୍ତଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର ରାଓ

ମୁମ୍ବାଇ: ନିଜର ଦମଦାର ଅଭିନୟକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ରାଜକୁମାର ରାଓ । ଶହୀଦ, ନ୍ୟୁଟନ ଭଳି ଫିଲ୍ମରେ ସେ ତାଙ୍କ ଅଭିନୟର ଛାପ ଛାଡିଛନ୍ତି । ଏବେ ଅଭିନେତା ଖୁବଶୀଘ୍ର ଏକ ବାୟୋପିକରେ…

ବରୁଣ ଗାନ୍ଧୀ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୯।୧ : ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା କହିଛନ୍ତି। ଗତ ୩ ଦିନ ଧରି ସେ ପିଲିଭିତ୍‌ରେ ଥିଲେ।…

ବିଦାୟୀ ମ୍ୟାଚ୍‌ରେ ଭାଙ୍ଗିଲେ ରେକର୍ଡ

ଖ୍ରୀଷ୍ଟଚର୍ଚ୍ଚ,୯।୧: ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟର ରସ ଟେଲର ରବିବାର ଶେଷ ଥର ପାଇଁ ଫିଲ୍ଡକୁ ଓହ୍ଲାଇଛନ୍ତି। ଦେଶ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବାରେ ସେ ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂଙ୍କୁ ପଛରେ ପକାଇ ଥିବାବେଳେ ପୂର୍ବତନ ସ୍ପିନର ଡାନିଏଲ ଭିଟୋରିଙ୍କ…

ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ଓ୍ବାଶିଂ ମେଶିନ ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ କୌଶଳ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଦେଶୀ କୌଶଳ ଦେଖିବାକୁ ପାଇବେ। ଯାହାକୁ ପୂର୍ବରୁ କେବେ ଦେଖି ନ ଥିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri