ମା’ହେଲେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କ୍ରତିକା ସେଙ୍ଗର ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଝିଅ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ହେଲେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।କ୍ରତିକା ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଗତ କିଛି ଦିନ ପୂର୍ବରୁ ଗର୍ଭଧାରଣ ବିଷୟରେ ଜଣାଇଥିଲେ । ଏହାପରେ ସେ ଗର୍ଭଧାରଣ ସମୟର ଅନେକ ଯାତ୍ରା ତଥା ସ୍ମୃତି ବାଣ୍ଟିଥିଲେ। କ୍ରତିକା ଏବଂ ନିକିତିନ ଧୀରଙ୍କ ଦୁହେଁ ଦୀର୍ଘଦିନ ଧରି ଡେଟ କରିବା ପରେ ୧୦୧୪ରେ ଉଭୟ ବିବାହ କରିଥିଲେ । ବିବାହର ପ୍ରାୟ ୮ ବର୍ଷ ପରେ କ୍ରତିକା ମା’ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି ରଶ୍ମିକା

ମୁମାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଲୁକ୍‌ ଏବଂ ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଫିଲ୍ମ ‘ପୁଷ୍ପା’ରେ ଦମ୍‌ଦାର୍‌ ଅଭିନୟ କରି ବହୁ...

ମୁଁ ଅଭିନେତ୍ରୀ

ଶାରଳା ପ୍ରଡକ୍ସନ ପ୍ରଯୋଜିତ ଏବଂ ଏସ୍‌ ବିଏସ୍‌ ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଓଡ଼ିଆ ସିନେମା ‘ମୁଁ ଅଭିନେତ୍ରୀ’ର ଶୁଟିଂ ଆରମ୍ଭ ହୋଇଯାଇଛି। ପ୍ରକାଶ ଚନ୍ଦ୍ର ନାୟକଙ୍କ...

ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ...

କେବଳ ସଲମାନଙ୍କ ପାଇଁ ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ , କାରଣ ଜାଣିଲେ …

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ଆଜି କିଆରା ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨...

ସାମ୍‌ନାକୁ ଆସିଲେ ରାଖୀ ସାଓ୍ବନ୍ତଙ୍କ ଝିଅ

ମୁମ୍ବାଇ : ନିଜର ଅଜବ୍‌ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ଏବେ ପୁଣି ଚର୍ଚ୍ଚାକୁ...

ହ୍ରିତିକ୍‌ଙ୍କ ଲୁକ୍‌ ଦେଖି ଫିଦା ହେଲେ କ୍ୟାଟ୍ରିନା,ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଅଭିନେତା ବିକି କୌଶଲଙ୍କ ସହ ତାଙ୍କ ବିବାହ ହୋଇଥିଲା। ହେଲେ...

କେବେ ମା’ ହେବେ ପ୍ରଶ୍ନରେ ଏମିତି ଉତ୍ତର ଦେଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ନିକଟରେ ପ୍ରିୟଙ୍କା ନିଜର ଦ୍ୱିତୀୟବାର୍ଷିକୀ ପାଳନ କରିଛନ୍ତି।...

ଫିଲ୍ମ ‘ଯଶୋଦା’ରେ ଆକ୍ସନ ଅବତାରରେ ଦେଖାଯିବେ ସାମନ୍ଥା, ପ୍ୟାନ ଇଣ୍ଡିଆରେ କରିବେ ଡେବ୍ୟୁ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ସାମନ୍ଥା ରୁଥ ପ୍ରଭୁ ଏବେ ଏକ ଦମଦାର ଫିଲ୍ମ ସହ ଫେରୁଛନ୍ତି । ଶୁକ୍ରବାର ଏହି ଫିଲ୍ମର...

Advertisement
Archives

Model This Week