Home Left

ନିର୍ବାଚନ ଲଢିବେନି ମାୟାବତୀ

ଲକ୍ଷ୍ନୌ,୧୧।୧: ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ବିଏସପି ସୁପ୍ରିମୋ ମାୟାବତୀ ଏଥର ନିର୍ବାଚନ ଲଢିବେ ନାହିଁ। ବିଏସପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ ମଧ୍ୟ ଏଥର ନିର୍ବାଚନ ଲଢୁ ନ ଥିବା ପ୍ରକାଶ…

ଭୟଙ୍କର ପ୍ରି-ଓ୍ବେଡିଂ ଫଟୋଶୁଟ୍‌: ଭିଡିଓ ଦେଖିଲେ…

ଆଜିକାଲି ବିବାହରେ ଫଟୋଶୁଟ୍‌ ଏକ ଅଭିଚ୍ଛେଦ୍ୟ ଟ୍ରେଣ୍ଡ ହୋଇଗଲାଣି। ଏବେ ବିବାହ ପୂର୍ବରୁ ମଧ୍ୟ ଯୁବକ-ଯୁବତୀ ଫଟୋଶୁଟ୍‌ କରୁଥିବାର ଦେଖାଯାଏ। ଏହି ଫଟୋଶୁଟଗୁଡ଼ିକ ଦମ୍ପତିଙ୍କ ସମ୍ପର୍କର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ ହୋଇଥାଏ। ନିକଟରେ ବିବାହ ଫଟୋଶୁଟ୍‌ରେ ଏକ ନିଆରା ଘଟଣା ଦେଖିବାକୁ…

ବନ୍ଧୁକ ଦେଖି ମାଡି ଆସିଲା ହରିଣ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଅଷ୍ଟ୍ରେଲିଆ ୫୫୬ ରନ୍‌ କରିବା ପରେ ବି ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ଡ୍ରାଭିଡ୍‌

ନୂଆଦିଲ୍ଲୀ,୧୧।୧: ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ମଙ୍ଗଳବାର ୪୯ତମ ଜନ୍ମଦିନ ପାଳନ କରିଛନ୍ତି। କୋଚିଂ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ୧୬ ବର୍ଷ ଧରି ଟିମ୍‌ ଇଣ୍ଡିଆ ପାଇଁ ପ୍ରତିନିଧିତ୍ୱ କରିଥିଲେ।…

ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୧।୧: ଦିଲ୍ଲୀରେ କୋଭିଡ୍‌ ସଂକ୍ରମଣ ବଢିଚାଲିଛି। ଏ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଆଇସୋଲେଶନରେ ଥିବା ଲୋକଙ୍କ ପାଇଁ ଯୋଗ କ୍ଲାସ ଘୋଷଣା କରିଛନ୍ତି। ଅନ୍‌ଲାଇନ ଯୋଗେ ଯୋଗ…

ଅପରାହ୍ନରେ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ବୈଠକ କରିବେ ମୋଦି

ନୂଆଦିଲ୍ଲୀ,୧୧।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ରାଜ୍ୟରେ କୋଭିଡ କଟକଣା ମଧ୍ୟ ଲାଗୁ କରାଯାଇଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ବୈଠକ ଡାକିଛନ୍ତି। ଅପରାହ୍ନ ୪ଟା ସମୟରେ ଭର୍ଚ୍ଚୁଆଲ ମାଧ୍ୟମରେ…

ବିବାହ ମଣ୍ଡପରେ କନ୍ୟାଙ୍କ ଓଢଣା କାଢିଲେ ବର, ପ୍ରତିକ୍ରିୟା ଦେଖି….

ଆଜିକାଲି ବିବାହ ଋତୁ ଚାଲିଛି। ବିବାହର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ବିବାହର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ବର ପ୍ରଥମଥର କନ୍ୟାଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଇଥିଲେ,ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା।…

ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଯାହାକୁ ନେଇ ଆକ୍ସନ ମୋଡକୁ ରାଜ୍ୟ ସରକାର ଆସିଛନ୍ତି । ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମୀକ୍ଷା ବୈଠକ କରିବେ। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏହି ବୈଠକ…

ଇନିଂସ ବିଜୟ ସହ ବିଦାୟ ନେଲେ

ଖ୍ରୀଷ୍ଟଚର୍ଚ୍ଚ,୧୧।୧: ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଦିନ ମଧ୍ୟରେ ଏକ ଇନିଂସ ଓ ୧୧୭ ରନ୍‌ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଏଭଳି ଫଳାଫଳ ଯୋଗୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୧ ବରାବର ସ୍ଥିତିରେ ଶେଷ ହୋଇଛି। ଏହି…

ମଟର କୋପ୍ତା

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ଗ୍ରୀନ୍‌ ମଟର, ୨ ଚାମଚ ବେସନ, ୨-୩ଟି ମଧ୍ୟମ ଆକାରର ଟମାଟୋ, ୨ଟି ପିଆଜ, କଞ୍ଚା ଲଙ୍କା, ରସୁଣ, ଅଦା, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ହେଙ୍ଗୁ, ଗରମ ମସଲା, ଡାଳଚିନି, ଲବଙ୍ଗ, ତେଜପତ୍ର, ଆବଶ୍ୟକ…

ଫିଲ୍ମ ‘ପୁଷ୍ପା’କୁ ନେଇ ବଢୁଛି କ୍ରେଜ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଏମାନଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି। ଡିସେମ୍ବର ୧୭ରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଥିଲା। ତେବେ ଏହାର ହିନ୍ଦୀ…

ଆଜିଠୁ ସମଲେଶ୍ବରୀଙ୍କ ମନ୍ଦିର ବନ୍ଦ

ସମ୍ବଲପୁର,୧୧।୧(ବ୍ୟୁରୋ): ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ମଙ୍ଗଳବାରରୁ ବନ୍ଦ ରହିବ। ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁ ଆସନ୍ତା ୩୧ ତାରିଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri