Posted inଖେଳ

ତିନି ବର୍ଷରେ ଦ୍ୱିତୀୟ ଥର; ରାଇନାଙ୍କ ବିନା ଫିକା ପଡ଼ିଲା …

ମୁମ୍ବାଇ,୧୩।୫: ଏଯାବତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ଟି ସିଜନ ଖେଳିସାରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏଥିରୁ ୨ ଥର ଦଳ ପ୍ଲେ-ଅଫ୍‌ ଖେଳିବାରୁ ବଞ୍ଚିତ ହୋଇଛି। ପ୍ରଥମ ଥର ପାଇଁ ଦଳ ୨୦୨୦ରେ ପ୍ଲେ-ଅଫ୍‌ରେ ପହଞ୍ଚି ନ ଥିବା ବେଳେ ଚଳିତ ଆଇପିଏଲ୍‌ରେ ମଧ୍ୟ ସମାନ ଘଟଣା ଘଟିଛି। ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ୫ ଉଇକେଟରେ ପରାଜିତ ହେବା ପରେ ପ୍ଲେ-ଅଫରୁ ବାହାର ହୋଇଛି। ତେବେ ଚେନ୍ନାଇର ଏହି ବିଫଳତା ସମୟରେ ଉଭୟ ଥର ଦଳରେ ସୁରେଶ ରାଇନା ସାମିଲ ନ ଥିଲେ।

‘ମିଷ୍ଟର ଆଇପିଏଲ୍‌’ ନାମରେ ପରିଚିତ ରାଇନା ଚେନ୍ନାଇର ଅଂଶ ରହି ଆସୁଥିଲେ। ହେଲେ ୨୦୨୨ ନିଲାମରେ ତାଙ୍କୁ ଦଳ ରିଟେନ କରି ନ ଥିଲା। ତାଙ୍କୁ ଅନ୍ୟ କୌଣସି କ୍ରେତା ମଧ୍ୟ ମିଳି ନ ଥିଲା। ପୂର୍ବରୁ ୨୦୨୦ରେ ଆଇପିଏଲ୍‌ରୁ ହଠାତ ନାମ ଫେରାଇ ଆଣି ଦୁବାଇରୁ ସ୍ବଦେଶ ଫେରି ଆସିଥିଲେ ସେ। ଏହାପରେ ଫ୍ରାଞ୍ଚାଇଜ ଏବଂ ତାଙ୍କ ଭିତରେ ମନୋମାଳିନ୍ୟ ନେଇ ଖବର ପ୍ରକାଶ ପାଇଥିଲା। ତେବେ ରାଇନାଙ୍କ ଅନୁମସ୍ଥିତି ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇ ନ ଥିବା ବେଳେ ଦୁଇଥର ଯାକ ଦଳ ଟୁର୍ନାମେଣ୍ଟରେ ଆଗକୁ ବଢ଼ି ପାରି ନ ଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ଦିନରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୨୫।୬: ଅଷ୍ଟ୍ରେଲିୟ କ୍ରିକେଟ ଟିମ୍‌ ଘରୋଇ ମାଟିରେ ସଂଘର୍ଷ କରିବା ଭଳି ଘଟଣା ବିରଳ। କାରଣ ଅନେକ କ୍ରିକେଟର ଏଠାରେ ବ୍ୟାଟିଂ କରି ଇତିହାସ ସୃଷ୍ଟି...

କମେଣ୍ଟ୍ରି ପ୍ୟାନେଲରେ ସାମିଲ ହେବାକୁ ବିସିସିଆଇକୁ ମଞ୍ଜରେକରଙ୍କ ଅନୁରୋଧ

ମୁମ୍ବାଇ,୩୧।୭(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କମେଣ୍ଟ୍ରି ପ୍ୟାନେଲରେ ପୁଣି ଥରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।...

ରାମକୁମାର ରନର୍ସଅପ୍‌

ଇକେଣ୍ଟାଲ୍‌, :ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଚ୍ୟାଲେଞ୍ଜର ସର୍କିଟରେ ପୁଣି ଥରେ ରନର୍ସ ହୋଇଛନ୍ତି। ରବିବାର ଅନୁଷ୍ଠିତ ଇକେଣ୍ଟାଲ ଟେନିସ୍‌ ଇଭେଣ୍ଟର ଫାଇନାଲରେ ସେ...

ଶେଷ ମ୍ୟାଚ୍‌ରେ ପ୍ରବଳ ଝଗଡା କଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି...

ଦକ୍ଷିଣ ଆଫ୍ରିକା ଲାଗି ସହଜ ହେବ ନାହିଁ

ଜୋହାନ୍ସବର୍ଗ,୫।୧: ଚଳିତ ନ୍ୟୁ ଇୟର ତଥା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି ଭାରତୀୟ ଦଳ। ତେବେ ଓ୍ବାଣ୍ଡରର୍ସ...

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ୧୭ରେ

ନୂଆଦିଲ୍ଲୀ, ୧୦ା୧୦ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନ୍‌ସିଲ ବୈଠକ ଅକ୍ଟୋବର ୧୭ରେ ହେବ। ଏହା ଅନ୍‌ଲାଇନ୍‌ରେ ହେବ। କୋଭିଡ୍‌ର ବର୍ତ୍ତମାନ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬ା୧(କ୍ରୀଡ଼ା ପ୍ରତିନିଧି)-  ଜଣେ ଓଡ଼ିଆ ଖେଳାଳି କୌଣସି ଗୋଟିଏ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିବା ନିଶ୍ଚିତ କଷ୍ଟକର...

ଟୋନି ଇରିଶଙ୍କ ଇସ୍ତଫା

ଲଣ୍ଡନ, ୧୫ା୭ (ପି.ଟି.)-ଟୋନି ଇରିଶ ଇଂଲଣ୍ଡ ଓ ଓ୍ବେଲ୍ସର ପ୍ରଫେସନାଲ କ୍ରିକେଟର୍ସ ଆସୋଏଶନ (ପିସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦବୀରୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। ସାଉଥ୍‌...

Advertisement
Archives

Model This Week