Home Left

ରିଲିଜ ହେଲା ଆଶ୍ରମ ୩ର ଧମାକାଦାର ଟ୍ରେଲର

ମୁମ୍ବାଇ: ଭୟଭୀତ ଅନ୍ଦାଜରେ ଫରିଛନ୍ତି କାଶୀପୁର ବାଲା ବାବା । ପୁଣିଥରେ ସେ ଫ୍ୟାନ୍ସଙ୍କୁ ଚମକାଇବାକୁ ଆସିଛନ୍ତି । ବବି ଦେୱଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଧାରାବାହିକ ଆଶ୍ରମ ୩ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିଲେ ଲାଗୁଛି ବାକି…

ଟୁଇଟର ଡିଲ୍‌କୁ ସ୍ଥଗିତ ରଖିଲେ ମସ୍କ

ଓ୍ବାଶିଂଟନ୍‌,୧୩।୫: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲୋନ ମସ୍କ ନିକଟରେ ଟୁଇଟର କିଣିବା ନେଇ ଘୋଷଣା କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ପୁଣି ଏଲୋନ ମସ୍କ ତାଙ୍କର ଆଉ ଏକ ଟୁଇଟକୁ ନେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।…

ବିନା ସୂଚନା ଫଳକରେ ଚାଲିଥିଲା କୋଟି କୋଟି ଟଙ୍କାର କାମ: ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

କେସିଙ୍ଗା,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଦ୍ୟାପୀଠ ପଛପଟେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଓ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ବିନା ସୂଚନା ଫଳକରେ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏନେଇ ଶୁକ୍ରବାର ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ…

ଏଏପି ବିଧାୟକ ଅମାନତୁଲ୍ଲାହ ଖାଁ ଦିଲ୍ଲୀ ପୋଲିସ ପାଇଁ ବ୍ୟାଡ କ୍ୟାରେକ୍ଟର

ନୂଆଦିଲ୍ଲୀ,୧୩ ।୫: ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାଁଙ୍କୁ ଦିଲ୍ଲୀ ପୋଲିସ ବିସି ବା ବ୍ୟାଡ କ୍ୟାରେକ୍ଟର ବୋଲି ଘୋଷଣା କରିଛି । ୩୦ ମାର୍ଚ୍ଚରେ ଡିସିପି ଅମାନତୁଲ୍ଲାହ ଖାଁଙ୍କୁ ବିସି ଘୋଷଣା କରିବା ପ୍ରସ୍ତାବକୁ ଆପ୍ରୁଭ କରି ଦେଇଛନ୍ତି…

ଯମୁନେତ୍ରୀ ଧାମରୁ ଫେରିବା ବେଳେ ୨ଯାତ୍ରୀଙ୍କ ମୃତ୍ୟୁ

ଡେରାଡୁନ,୧୩।୫: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ଯାତ୍ରା ଗତ କିଛି ଦିନରୁ ଆରମ୍ଭ ହୋଇଛି। ଯାତ୍ରା ଆରମ୍ଭରୁ କେତେକ ଯାତ୍ରୀଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି। ଇତିଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଯମୁନେତ୍ରୀ ଧାମରୁ ଫେରୁଥିବା ଜଣେ ତୀର୍ଥଯାତ୍ରୀଙ୍କ ହୃଦ୍‌ଘାତରେ ପରଲୋକ…

ବିବାହର ୨୪ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୋହେଲ ଖାଁ

ମୁମ୍ବାଇ: ବଲିଉଡ ଅଭିନେତା ସୋହେଲ ଖାଁ ଓ ପତ୍ନୀ ସୀମା ଖାଁ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ବିବାହର ୨୪ ବର୍ଷ ପରେ ଏମାନେ ଅଲଗା ହେବାକୁ ଯାଉଛନ୍ତି । ଶୁକ୍ରବାର ଏମାନଙ୍କୁ ଫ୍ୟାମିଲ କୋର୍ଟ ବାହାରେ ଦେଖିବାକୁ ମିଳିଥିଲା…

ରାତିଅଧିଆ ଢାବା-ହୋଟେଲରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଜିଲା ପୋଲିସ ଏବଂ ପ୍ରଶାସନ ତରଫରୁ ଗୁରୁବାର ରାତିରେ ଜିଲାର ବିଭିନ୍ନ ଢାବା ଓ ହୋଟେଲରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ କରାଯାଇଛି। ଏଥିମଧ୍ୟରେ ବିଅର, ହ୍ୟୁସ୍କି, ନିବ୍‌ ଆଦି ବ୍ରାଣ୍ଡର…

ଆକ୍ସନ ମୁଡରେ ସ୍ବରାଷ୍ଟ ମନ୍ତ୍ରଣାଳୟ: ରାହୁଲ ଭଟ୍ଟ ହତ୍ୟାକାଣ୍ଡର ଯାଞ୍ଚ କରିପାରେ ଏନ୍‌ଆଇଏ

ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରରେ କଶ୍ମୀର ପଣ୍ଡିତ ତଥା ତହସିଲ କାର୍ଯ୍ୟାଳୟରେ ରାଜସ୍ବ ବିଭାଗରେ କାର୍ଯ୍ୟକରୁଥିବା ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସ୍ବରାଷ୍ଟ ମନ୍ତ୍ରଣାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ଯାଞ୍ଚ ଏନ୍‌ଆଇଏକୁ ହସ୍ତାନ୍ତର କରାଯିବ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ଆସନ୍ତା ୨୧ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୧ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ସହିତ ଏସ୍‌ଓଏସ୍‌ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ଏଥିପାଇଁ ୨୦ ତାରିଖ…

୧୫ରୁ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଆରାଧ୍ୟା ଦେବୀ ମା’ ତାରାତାରିଣୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ଚଳିତ ମାସ ୧୫ରୁ ଆରମ୍ଭ ହୋଇ ୨୦ତାରିଖ ପର୍ଯ୍ୟନ୍ତ ବିଧି ମୁତାବକ ଅନୁଷ୍ଠିତ ହେବ। ଏହି…

ପାଣି ପାଇଁ ରାଜପଥରେ ମହିଳା

ପାଟଣା,୧୩।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ମଲ୍ଲୀପଶି ଛକରେ ପାଣି ସମସ୍ୟାକୁ ନେଇ ଶୁକ୍ରବାର ମହିଳାମାନେ ରାଜପଥ ଅବରୋଧ କରିଛନ୍ତି। ସେମାନେ ରାସ୍ତା ଉପରେ ଗରା ବାଲ୍‌ଟି, ରଖି ମହିଳା ପାନୀୟ ଜଳ ଯୋଗାଣ…

ପିଏମ୍‌ ଆବାସ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

ଛତ୍ରପୁର,୧୩।୫ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଅର୍ବାନ )ରେ ଘର ନିର୍ମାଣ ହୋଇଛି। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍‌ ଛତ୍ରପୁର ଏନ୍‌ଏସିକୁ ଆସି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?