Posted inଜାତୀୟ

‘ମୁଁ ବଞ୍ଚିଛି..’ ପ୍ଲା କାର୍ଡ ଧରି ଧାରଣାରେ ବୃଦ୍ଧ; ମୃତ ଦେଖାଇ ବୋହୂ ଘର ବିକି ଚମ୍ପଟ

କାନପୁର,୧୩।୫: ଉତ୍ତରପ୍ରଦେଶର କାନପୁରରେ ଜଣେ ୭୦ ବର୍ଷ ବୃଦ୍ଧ ଛାତିରେ ‘ମୁ ବଞ୍ଚିଛି’ ଲେଖି ଧାରଣାରେ ବସିଛନ୍ତି। ସେ ବଞ୍ଚିଥିଲେ ହେଁ ବୋହୂ ତାଙ୍କୁ ମୃତ ଘୋଷଣା କରି ଘର ବିକ୍ରି କରି ଦେଇଛନ୍ତି। ଉକ୍ତ ଘରକୁ ବୃଦ୍ଧଜଣଙ୍କ ନିଜେ କିଣିଥିଲେ। ଏପରିକି ସେ ସେଠାରେ ରହି ଆସୁଥିଲେ। ଅପରପକ୍ଷେ ପୋଲିସ ବୃଦ୍ଧଙ୍କ ବିରୋଧରେ ଘର କବ୍ଜା କରିବା ଅଭିଯୋଗ ଆଣି ଘର ଖାଲି କରିବା ନେଇ ଚାପ ପକାଉଛି। ଏଣୁ ଅତିଷ୍ଟ ହୋଇ ବୃଦ୍ଧ ଧାରଣାରେ ବସିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ବୃଦ୍ଧଜଣଙ୍କ ହେଲେ ଶିବ କୁମାର ଶୁକ୍ଳା। ସେ ନ୍ୟାୟ ପାଇଁ ପୋଲିସ କମିଶନର ଅଫିସ ବାହାରେ ଧାରଣାରେ ବସିଛନ୍ତି। ସେ କହିଛନ୍ତି, ୨୦୧୯ରେ ପୁଅଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ଉକ୍ତ ଘରେ ରହି ଆସୁଥିଲେ। ହେଲେ ବୋହୂ ଅପର୍ଣ୍ଣା ତାଙ୍କୁ ମୃତ ଦେଖାଇ କୋଟି କୋଟି ମୂଲ୍ୟର ଘର ୫୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏପରିକି ସେ ଟଙ୍କା ନେଇ କନୌଜ ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି।

ଶିବ କୁମାର ଭିକ୍ଟୋରିଆ ମିଲରେ ସେଲ୍ସ ମ୍ୟାନେଜର ଥିଲେ। ସେ ୧୯୯୭ରେ ଏହି ଘର କିଣିଥିଲେ। ତାଙ୍କର ଦୁଇ ପୁଅ ସନ୍ଦିପ ଏବଂ ଅନୁପ ଥିଲେ। ଅନୁପ ସ୍ତ୍ରୀଙ୍କ ସହ ଅନ୍ୟ ଘରେ ରହୁଥିବା ବେଳେ ସାନ ପୁଅ ସନ୍ଦିପ ତାଙ୍କ ସହ ରହୁଥିଲେ। ଏଥିଲାଗି ସେ ତାଙ୍କୁ ଘରର ନୋମିନି କରିଥିଲେ। ୨୦୧୯ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ବୋହୂ ଲୁଚାଛପାରେ ଘରକୁ ବିକି କନୌଜ ଚାଲିଯାଇଛନ୍ତି।

ଏବେ ଏହି ଘଟଣାକୁ ନେଇ ପୋଲିସ ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri