ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ
ନୂଆଦିଲ୍ଲୀ,୧୬।୧: ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୬୧ ପ୍ରତିଶତଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ନ ଥିବା ଏକ ଅଧ୍ୟୟନରୁ ସୂଚନା ମିଳିଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରୀ ସାଇନ୍ସର ବୈଜ୍ଞାନିକମାନେ ୨୬୪ ମାମଲାର…
ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୬ ।୧: ଘୋଷଣା ହୋଇସାରିଛି ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ । ଏଥିପାଇଁ ଶାସକ କଂଗ୍ରେସ ଦଳ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କଲାଣି । ଏହାରି ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ କମିଶନଙ୍କୁ ଏକ ଚିଠି…
ପୁଣି ରକ୍ତରଞ୍ଜିତ ରାଜଧାନୀ
ଭୁବନେଶ୍ୱର,୧୫ା୧(ବ୍ୟୁରୋ): ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ। ଶନିବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ପ୍ରେସ ଛକରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ୩ ଯୁବକ। ମୃତ ଯୁବକ ଜଣକ ହେଲେ ନିରଞ୍ଜନ ପରିଡା(୧୯)। ସୂଚନାନୁଯାୟୀ, ମୃତ ନିରଞ୍ଜନ…
ଅଦିନିଆ ବର୍ଷାରେ ଗଜା ହେଲା ଧାନ, ଚିନ୍ତାରେ ଚାଷୀ
କୋକସରା,୧୫ା୧(ଡି.ଏନ୍.ଏ.): ଭିତ୍ତିଭୂମି ନାହିଁ, ଖୋଲା ଆକାଶ ତଳେ ପଡ଼ିରହିଛି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ। ଅଦିନିଆ ବର୍ଷା, ଶୀତ, କୋହଲା ପାଗରେ ଦୀର୍ଘମାସ ଧରି ଧାନକୁ ଜଗି ବସିଛନ୍ତି ଅନ୍ନଦାତା। ବର୍ଷା ଦାଉରୁ…
ବିମାନରେ ଖାଦ୍ୟ, ସ୍ନାକ୍ସ ଉପରେ ଲାଗିଲା ପ୍ରତିବନ୍ଧକ
ଇସଲାମାବାଦ,୧୫ା୧: ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବିମାନରେ ସ୍ନାକ୍ସ ଏବଂ ଭୋଜନ ପରିବେଷଣ ଉପରେ ଶନିବାର ନିଷେଧାଦେଶ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶନାମା ଦେଶର କୋଭିଡ୍-୧୯ ଟାସ୍କଫୋର୍ସ, ନ୍ୟାଶନାଲ କମାଣ୍ଡ ଆଣ୍ଡ୍ ଅପରେଶନ ସେଣ୍ଟର (ଏନ୍ଓସିସି) ପକ୍ଷରୁ ଆସିଛି। ଯାହାକି…
ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ସ୍କ୍ବାଡ ପରିଚୟ ଦେଇ କରୁଥିଲେ ଲୁଟ୍ପାଟ
ବରଗଡ଼ ଅଫିସ,୧୫ା୧: ପୋଲିସ ସ୍କ୍ବାଡର କର୍ମଚାରୀ ପରିଚୟ ଦେଇ ଲୁଟ୍ପାଟ୍ ଚଲାଇଥିବା ୨ ଅଭିଯୁକ୍ତଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ(୨୬) ଏବଂ ବରଗଡ଼ ପୌର ପରିଷଦ…
ଗଛରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ
ଅମ୍ବାଭୋନା,୧୫ା୧(ଡି.ଏନ୍.ଏ.): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଡୁଙ୍ଗୁରୀ ଦେଚୁଆଁ ପାହାଡ଼ ମଧ୍ୟରେ ରହିଥିବା ମାତାବନ୍ଧ ନିକଟସ୍ଥ ଏକ ଗଛରୁ ଶନିବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତକଦ୍ୱୟ ହେଲେ, ଡୁଙ୍ଗୁରୀ ଗ୍ରାମର ପାଣ୍ଡବ ବାଗ(୪୫) ଓ ସୁବାସିନୀ…
କେବଳ ଏହି ଗୋଟିଏ କାରଣ ପାଇଁ ଆଇପିଏଲ୍ ନିଲାମ ପୂର୍ବରୁ ଓହରି ଯାଇଥିଲେ ଡି ଭିଲିୟର୍ସ, ଏବେ କହିଲେ…
ନୂଆଦିଲ୍ଲୀ,୧୫।୧: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏଥିସହ ସେ ଆଇପିଏଲ୍ ଖେଳିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିସାରିଛନ୍ତି। ହେଲେ ଏବେ ଫେବୃୟାରୀରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ…
କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍, ଜାଣନ୍ତୁ…
ବମ୍ବେ: ଷ୍ଟାରକିଡ୍ ସାରା ଅଲି ଖାନ୍, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା ଖାନ୍, ଇବ୍ରାହିମ ଅଲି ଖାନ୍, ଖୁସି କପୁର ଏବଂ ଆର୍ୟନ ଖାନ୍ଙ୍କ ଡେବ୍ୟୁକୁ ଅପେକ୍ଷା…
ପ୍ରାର୍ଥୀ ଚୟନ ନେଇ ଅଙ୍କକଷା
ସୁୁନ୍ଦରଗଡ଼,୧୫।୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା ପରେ ସୁନ୍ଦରଗଡ଼ ଜିଲାର ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏପଟେ କରୋନା ସଂକ୍ରମଣ ବୃଦ୍ଧିରେ ଏହି ଜିଲା ଶୀର୍ଷରେ ରହୁଥିବାବେଳେ ଗାଁଗାଁରେ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ଲୋକଙ୍କ…
ଭାରତ-ପାକିସ୍ତାନ ସୀମାରେ ଉଡିଲା ବିଶ୍ୱର ସର୍ବବୃହତ୍ ଜାତୀୟ ପତାକା
ଜୟପୁର,୧୫।୧: ଭାରତୀୟ ସେନା ଦିବସ ଅବସରରେ ଶନିବାର ରାଜସ୍ଥାନର ଜୈସଲମେରରେ ଥିବା ଭାରତ-ପାକିସ୍ତାନ ସୀମାରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସର୍ବବୃହତ୍ ଜାତୀୟ ପତାକା। ମେଜର ଜେନେରାଲ ଯୋଗେନ୍ଦ୍ର ସିଂ ମାନ୍ ଏହାକୁ ଉଦ୍ଘାଟନ କରିଥିଲେ। ୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଐତିହାସିକ…
ସମୁଦ୍ରରେ ଆଗ୍ନେୟଗିରି ଉଦ୍ଗିରଣ, ସୁନାମୀ ସହିତ ଆକାଶରୁ ପଥର ବର୍ଷା…
ଟୋଙ୍ଗା, ୧୫।୧ : ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ପଲିନେସିଆ ଦେଶ ଟୋଙ୍ଗା ଦ୍ୱୀପ ନିକଟରେ ଥିବା ସମୁଦ୍ରରେ ଶନିବାର ଆଗ୍ନେୟଗଗିରି ଉଦ୍ଗିରଣ ଘଟିଛି। ଏହାର ପ୍ରଭାବରେ ଅକାଶରୁ ପଥର ବର୍ଷା ହେବା ସହିତ ସୁନାମୀ ସୃଷ୍ଟି ହୋଇଛି। ଏନେଇ ଫିଜି…
Archives


