Home Left

‘କଙ୍ଗନାଙ୍କ ଗାଲଠାରୁ ଅଧିକ ଚିକ୍କଣ ହେବ ରାସ୍ତା’

ରାଞ୍ଚି,୧୫।୧: ଝାଡ଼ଖଣ୍ଡର ଜାମତରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଇରଫାନ୍‌ ଅନସାରୀ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଗାଲ ଅପେକ୍ଷା ତାଙ୍କ ଅଞ୍ଚଳର ରାସ୍ତା ଅଧିକ ଚିକ୍କଣ ହେବ। ଏକ ଭିଡିଓ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୩,୨୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୩,୨୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୫୫,୬୧୫ ଜଣ ସୁସ୍ଥ ହୋଇସାରିଲେଣି। ଆଜି ସୁନ୍ଦରଗଡ଼ରୁ…

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର, ସାଧୁ-ସନ୍ଥ ଦେବେ ଭୋଟ୍‌…

ଉତ୍ତରକାଶୀ, ୧୫।୧ : ଉତ୍ତରାଖଣ୍ଡରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଚଳିତ ଥର ପ୍ରଥମ ଥର ପାଇଁ ସମୁଦ୍ର ପତ୍ତନ ଠାରୁ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି। ଏଠାରେ ମୋଟ ୧୩୭ ଭୋଟର ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ…

ଦୃଷ୍ଟି ବାଧିତ ଯାଁଳା ଭଉଣୀ, ଦୁନିଆ ଦେଖିବା ପାଇଁ ସହାୟତା ଲୋଡ଼ିଲେ ମାତାପିତା

ସୋରଡ଼ା,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ସଞ୍ଜୟ ଗୌଡ଼ଙ୍କ ଦୁଇ ଝିଅ ଦୃଷ୍ଟି ବାଧିତ (ଯାଁଳା ଭଉଣୀ) ଥିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଲମ୍ବୋଦର ଅଧିକାରୀଙ୍କଠାରୁ ଖବର ପାଇ ଶନିବାର ସ୍ଥାନୀୟ ଆଇଆଇସି ରମେଶ…

ନେଗେଟିଭ କ୍ୟାରେକ୍ଟରରେ ଆସିବେ ତବ୍ୱୁ

ମୁମ୍ବାଇ: ବଲିଉଡ୍ ନାୟିକା ତବ୍ୱୁ କିଛିଦିନ ହେବ ବଡ ପରଦାଠାରୁ ଟିକେ ଦୂରରେ ଥିବା ବେଳେ ଏଥର କିନ୍ତୁ ଏକ ଡିଫରେଣ୍ଟ କ୍ୟାରେକ୍ଟରରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି । ଏବେ ସେ ତାଙ୍କ ଅପକମିଂ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି…

ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷ ପଦବୀ ମହିଳାଙ୍କ ଲାଗି ସଂରକ୍ଷଣ

ପୁରୁଷୋତ୍ତମପୁର,୧୫ା୧(ଡି.ଏନ୍‌.ଏ): ଗଞ୍ଜାମ ଜିଲାର ୧୪ଟି ଓ୍ବାର୍ଡ ବିଶିଷ୍ଟ ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାଚନ ଲାଗି ଅଧ୍ୟକ୍ଷ ପଦବୀଟି କେବଳ ମହିଳାଙ୍କ ନିମନ୍ତେ ସଂରକ୍ଷଣ ଥିବା ନେଇ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ପ୍ରକାଶ ପାଇଛି। ଗତ ୧ା୧ା୧୯୭୩ରେ ଏହି…

ବଢୁଛି ଓମିକ୍ରନ: ଆଜି ୩୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ରାଜ୍ୟରୁ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେସ…

୪୬ ବର୍ଷ ବୟସରେ ମତୁଆଲା କରୁଛନ୍ତି ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିୟନ; ହାଇସ୍କୁଲରେ ପଢ଼ୁଥିବା ବେଳେ ପଡ଼ିଥିଲେ ପ୍ରେମରେ

ନୂଆଦିଲ୍ଲୀ,୧୫।୧: ଚର୍ଚ୍ଚାରେ ଡବ୍ଲ୍ୟୁଡବ୍ଲ୍ୟୁଇର ଲୋକପ୍ରିୟ ତାରକା ମହିଳା ରେସଲର ତ୍ରିଶ୍‌ ଷ୍ଟ୍ରାଟସ୍‌। ୧୯୯୦ ଏବଂ ୨୦୦୦ ଦଶକରେ ସେ ୭ଥର ରେସଲିଂ ଚାମ୍ପିଅନ୍‌ ହୋଇଥିଲେ। ସେ ପୁରୁଷ ଚାମ୍ପିୟନଶିପ୍‌ ଜିତିଥିବା ଡବ୍ଲ୍ୟୁଡବ୍ଲ୍ୟୁଇର ମହିଳା ରେସଲରଙ୍କ ମଧ୍ୟରୁ ଜଣେ। ଏବେ ତ୍ରିଶ୍‌ଙ୍କୁ ୪୬…

ବ୍ରେକ୍‌ଅପ ପରେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍‌ ଆଜିକାଲି ବୟଫ୍ରେଣ୍ଡ ରେହମନ ଶଲଙ୍କ ଠାରୁ ବ୍ରେକ୍‌ଅପକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ସୁସ୍ମିତା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବ୍ରେକ୍‌ଅପ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ଏବେ ତାଙ୍କ…

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ କେହି ବିଦେଶୀ ଅତିଥି

ନୂଆଦିଲ୍ଲୀ,୧୫ ।୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ । ଏଥର ମାତ୍ର ୨୪ ହଜାର ଲୋକ ଏଥିରେ ସାମିଲ ହେବେ ବୋଲି ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି…

ନିଜ ସୈନ୍ୟଙ୍କ ଉପରେ ଜାଣିଶୁଣି ଆକ୍ରମଣ ଷଡ଼ଯନ୍ତ୍ର ରଚୁଛି ରୁଷିଆ…

ଓ୍ବାଶିଂଟନ,୧୫।୧: ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତି ଆରମ୍ଭ କରିଛି। ଏହା ଅନ୍ତର୍ଗତ ରାଷ୍ଟ୍ରପତି ବ୍ଲାଡମୀର ପୁଟିନ୍‌ ସରକାର ବାହାନା ଖୋଜୁଛନ୍ତି ବୋଲି ଆମେରିକା ଗୁପ୍ତଚର ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରୁଷିଆ…

୧୧ କୋଟିର ଘର, ୮୦ ଲକ୍ଷର ଦାମୀ ଗାଡ଼ି; ଅଭିନେତାଙ୍କ ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବୟସ ବଢ଼ୁଛି ହେଲେ ଛାପ ନାହିଁ। ସେଭଳି ଜଣେ ଅଭିନେତା ହେଲେ ନିଲ୍‌ ନିତିନ ମୁକେଶ। ଶନିବାର ସେ ୪୦ ବର୍ଷର ହୋଇଛନ୍ତି। ୧୯୮୨ ଜାନୁୟାରୀ ୧୫ରେ ଜନ୍ମଗ୍ରହଣ କରିଥିଲେ ସେ। ନିଲ୍‌ ଜେଜେ ବାପା ଜଣେ ଲୋକପ୍ରିୟ ଗାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri