Home Left

ଗୋଟିଏ ଛାତ ତଳେ ୯ ସ୍ତ୍ରୀଙ୍କ ସହ ରହୁଛନ୍ତି ଏହି ଯୁବକ, ଏମିତି ବଦଳିଗଲା ଜୀବନ

ଏକାସାଙ୍ଗରେ ୯ ମହିଳାଙ୍କୁ ବିବାହ କରି ପାଖରେ ରଖିବା ଆଶ୍ଚର୍ଯ୍ୟଜନକ କଥା। ମାତ୍ର ବ୍ରାଜିଲର ମଡେଲ ଆର୍ଥର-ଓ-ଉର୍ସୋ ୯ଜଣଙ୍କୁ ବିବାହ କରି ପାଖରେ ରଖିଛନ୍ତି। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ଆର୍ଥର ପୂର୍ବରୁ ବିବାହ କରିଥିଲେ। ମାତ୍ର ‘ଫ୍ରି…

ଡ୍ରାଇଭରଙ୍କୁ ଛୁରାମାଡ଼ କରି ନେଇଯିବାକୁ ବସିଥିଲେ କାର

ଦେବଗଡ଼,୧୫।୧ (ଡି.ଏନ୍‌. ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଚଟି ବରଘାଟ – ତିଳେଇବଣି ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭଡା କାରର ଡ୍ରାଇଭରଙ୍କୁ ଛୁରାମାଡ଼ ହୋଇଛି। ପରେ କାର ଲୁଟ ଉଦ୍ୟମ ହେଉଥିବା ବେଳେ ସୂଚନାପାଇ…

ଆଶାୟୀଙ୍କ ଆଶା ମଉଳିଲା : ଏଥର ଗଞ୍ଜାମ ଏନ୍‌ଏସିରେ ମହିଳାଙ୍କ ହାତକୁଯିବ ଅଧ୍ୟକ୍ଷ ପଦବୀ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ବିଭିନ୍ନ ଏନ୍‌ଏସି ଅଧ୍ୟକ୍ଷ ପଦବୀ ପାଇଁ ଶନିବାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଗଞ୍ଜାମ ଏନ୍‌ଏସିରେ ଅଧ୍ୟକ୍ଷ ପଦବୀ ଏଥର ମହିଳାଙ୍କର। ଯାହା ଫଳରେ ଅଧ୍ୟକ୍ଷ ହେବାକୁ ଥିବା ଆଶାୟୀଙ୍କ ଆଶା ମଉଳି ଯାଇଥିବା ଜଣା ପଡିଛି…

ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପୌର ନିର୍ବାଚନ ନେଇ ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି…

ଫେବୃୟାରୀରେ ପଡ଼ିବ ହାତଗଣ୍ଠି

ବମ୍ବେ: ପୁଣି ବିବାହ କରିବେ ଅଭିନେତା ଫରହାନ୍‌ ଅଖତର। ପ୍ରେମିକା ଶିବାନୀ ଦାଣ୍ଡେକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୧ରେ ଏହି ବିବାହ ହେବା ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ବିବାହ ନିରାଡମ୍ବରରେ ହେବ। କରୋନା…

୧୭ରୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସର ଓପିଡି ଆସନ୍ତା ୧୭ରୁ ବନ୍ଦ ହେବା ନେଇ ଘୋଷଣା ହୋଇଛି। ଏମ୍‌ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା…

ଧୋନୀଙ୍କ ପରେ ଚେନ୍ନାଇ ମଙ୍ଗ ଧରିବେ ଏହି କ୍ରିକେଟର! କିଛି ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ନୂଆ ଟିମ୍‌ର ମଙ୍ଗ ଧରିବ କିଏ। ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏମ୍‌ଏସ୍‌ ଧୋନୀଙ୍କ ପରେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ କରାଯାଇପାରେ ବୋଲି କୁହାଯାଉଛି। ରମେଶ ବାଲା…

ପୌରଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପର ନିର୍ବାଚନ ହେବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ଶନିବାର ସଂରକ୍ଷଣ ତାଲିକା ପ୍ରକାଶ ପାଇଛିି। ନଗର ଉନ୍ନୟନ ବିଭାଗ ପକ୍ଷରୁ…

ପୁଣି ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ୪ କର୍ମଚାରୀ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମୁଖ୍ୟ କାର୍ଯ୍ୟାଳୟର ଆଉ କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ୪ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ପୂର୍ବରୁ ବିଏମ୍‌ସିର ୨୨ କର୍ମଚାରୀ…

ଖୋର୍ଦ୍ଧାରେ ପୁଣି ପଶିଲା ହାତୀ

ଖୋର୍ଦ୍ଧା ଅଫିସ,୧୫।୧: ଖୋର୍ଦ୍ଧା ବନଖଣ୍ଡରେ ହାତୀ ଉପଦ୍ରବ ଲାଗି ରହିଛି। ନିକଟରେ ହାତୀ ମେଡିକାଲ ଭିତରେ ପଶିଥିଲା। ଗୁରୁବାର ବିଳମ୍ବିତ ରାତିରେ ଜରିପୁଟ ଜଙ୍ଗଲରୁ ଏକ ଦନ୍ତା ଲୋକେଶ୍ୱର ଦେଇ କୋଣାର୍କ ନଗର ପଛପଟ ଇଭିଏମ୍‌ ଗୋଦାମ ପାଚେରି, ଜାତୀୟ ରାଜପଥ…

ବିବାହ ବିଚ୍ଛେଦକୁ ନେଇ ଏବେ ମୁହଁ ଖୋଲିଲେ ଶ୍ୱଶୁର

ମୁମ୍ବାଇ: ଟଲିଉଡ୍‌ର ଚର୍ଚ୍ଚିିତ ଦମ୍ପତି ନାଗା ଚୈତନ୍ୟ-ସାମନ୍ଥା ରୁଥ୍‌ ପ୍ରଭୁ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ଏକ ଫିଲ୍ମ ଶୁଟିଂ ସମୟରେ ପ୍ରେମରେ ପଡିଥିଲେ। କିଛି ଦିନ ଡେଟିଂ ପରେ ୨୦୧୭ରେ ପରସ୍ପର ବିବାହ…

୨୪ ଟନ୍‌ ଗୋମାଂସ ଜବତ: ଡ୍ରାଇଭର ଅଟକ

ଖୋର୍ଦ୍ଧା ଅଫିସ, ୧୫।୧: ଗୋଚାଲାଣ ପରେ ଗୋମାଂସ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ଭୋର ସମୟରେ କୋଲକାତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ୧୬ନଂ.…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri