Home Left

ଅନ୍‌ଲାଇନ୍‌ରେ ମଗାଇଥିଲେ ‘ତରକାରୀ’; ବାହାରିଲା ମଲା ଝିଟିପିଟି

ଆଜିକାଲି ‘ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି’ର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି କରୋନା କାଳରେ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବାକୁ ପସନ୍ଦ କରୁଛନ୍ତି। ହେଲେ ଅନେକ ଥର ଖାଦ୍ୟରେ ଏଭଳି ଜିନିଷ ମିଳିଥାଏ,ଯାହା ଆଶ୍ଚର୍ଯ୍ୟ କରିଥାଏ। ଏଭଳି ଏକ…

କୋହଲି- ରାହୁଲଙ୍କ ଏହି ଫଟୋ ଦେଖି ଭାବବିହ୍ବଳ ହେଲେ ପ୍ରଶଂସକ; କହିଲେ- ତୁମକୁ ଏପରି…

ନୂଆଦିଲ୍ଲୀ,୧୮।୧: ଯିଏ ଥିଲେ ଅଧିନାୟକ, ଏବେ ସେ ଜଣେ ସାଧାରଣ ଖେଳାଳି। ଯାହାଙ୍କ ନିର୍ଦ୍ଦେଶକୁ ଖେଳାଳିମାନେ ଶୁଣୁଥିଲେ ସେ ଏବେ ଅନ୍ୟର ନିର୍ଦ୍ଦେଶକୁ ପାଳନ କରୁଛନ୍ତି। ଆମେ କଥା ହେଉଛୁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ କଥା। ବୁଧବାର ଦକ୍ଷିଣ ଆଫ୍ରିକା…

୨୩ ନଂ ଜୋନ୍‌ରୁ ନାମାଙ୍କନପତ୍ର ଦାଖଲ କଲେ ଅବିନାଶ

ଖୋର୍ଦ୍ଧା ଅଫିସ, ୧୮।୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ଦାଖଲର ଦ୍ବିତୀୟ ଦିନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ୨୩ ନଂ ଜୋନ୍‌ରୁ ଏସ୍‌ୟୁସିଆଇ ପ୍ରାର୍ଥୀ ଅବିନାଶ ମହାପାତ୍ର ଦଳୀୟ ସମର୍ଥକଙ୍କ ସହ…

୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କଲା ବଡ଼ଗଡ଼ ପୋଲିସ

ସୋରଡ଼ା,୧୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ପୋଲିସ ରବିବାର ଅପରାହ୍ନରେ ମୋହନା ରାସ୍ତାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କରିଛି। ଗାଡ଼ିଟି ମୋହନାରୁ ବଡ଼ଗଡ଼ ଅଭିମୁଖେ ଆସୁଥିବା ବେଳେ ପୋଲିସ ଯାଞ୍ଚ କରିବାକୁ…

ଚଳିତ ବର୍ଷ ବିସିସିଆଇରୁ ବିଦାୟ ନେବେ ସୌରଭ ଗାଙ୍ଗୁଲି-ଜୟ ଶାହ? ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ,୧୮।୧: ଭାରତର ଟେଷ୍ଟ ଅଧିନାୟକ ପଦକୁ ଛାଡ଼ିବା ଲାଗି ହଠାତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଥିଲେ ବିରାଟ କୋହଲି। ଏହାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ସୌରଭ ଗାଙ୍ଗୁଲିଙ୍କ ପରେ ବିସିସିଆଇ ସଭାପତି ପଦ କିଏ ସମ୍ଭାଳିବ…

ପଦାର୍ପଣରେ ଫିକା ପ୍ରଦର୍ଶନ

ମେଲବୋର୍ନ,୧୮।୧: ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଉନ୍ମୁକ୍ତ ଚାନ୍ଦ ଅଷ୍ଟ୍ରେଲିଆର ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ପଦାର୍ପଣ କରିଛନ୍ତି। କିନ୍ତୁ ଭାରତୀୟ କ୍ରିକେଟର ଭାବେ ଅବସର ନେଇ ସାରିଥିବା ଚାନ୍ଦ ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ହୋବାର୍ଟ ହରିକେନ୍ସ ବିପକ୍ଷରେ…

ବୁଡିଗଲେ ୬ ଛାତ୍ର

ଧାରାପୁରମ(ତାମିଲନାଡୁ),୧୮।୧: ତାମିଲନାଡୁର ତିରୁପୁର ଜିଲାରେ ଧାରାପୁରମରେ ନଦୀରେ ବୁଡି ୬ ଛାତ୍ର ପ୍ରାଣ ହରାଇଛନ୍ତି। ସୋମବାର ୮ ଜଣ ସାଙ୍ଗ ଅମରାବତୀ ନଦୀକୁ ଗାଧେଇବାକୁ ଯାଇଥିଲେ। ମୃତକଙ୍କ ମଧ୍ୟରେ ୫ ସ୍କୁଲ ଛାତ୍ର ଏବଂ ଜଣେ କଲେଜ ଛାତ୍ର ରହିଛନ୍ତି। ଅଧିକାରୀଙ୍କ…

୧୨ ବର୍ଷ ପରେ ଦ୍ୱିତୀୟ ବିବାହ ବି ତୁଟିଲା; ଅଭିନେତା କହିଲେ- ମୃତ୍ୟୁଠାରୁ ବି ଅଧିକ ଯନ୍ତ୍ରଣାଦାୟକ…

ବମ୍ବେ: ପ୍ରଥମ ବିବାହ ବିଫଳ ହେବା ପରେ କରିଥିଲେ ଦ୍ୱିତୀୟ ବିବାହ। ହେଲେ ତାହା ବି ଚାଲିଲା ନାହିଁ। ଶେଷରେ ସ୍ତ୍ରୀ ସ୍ମିତା ଗାଟେଙ୍କଠାରୁ ଅଲଗା ହେବା ଲାଗି ନିଷ୍ପତ୍ତି ନେଇଛନ୍ତି ଟେଲି ପରଦାର ଐତିହାସିକ ଧାରାବାହିକ ‘ମହାଭାରତ’ରେ କୃଷ୍ଣଙ୍କ ଭୂମିକାରେ…

ଘାଜିପୁରରୁ ଟାଇମର ସହ ଆର୍‌ଡିଏକ୍ସ ବୋମା ମିଳିଥିଲା

ମୁମ୍ବାଇ,୧୮।୧: ଇମ୍‌ପ୍ରୋଭାଇଜଡ୍‌ ବିସ୍ଫୋରଣ ଉପକରଣ (ଆଇଇଡି) ଘାଜିପୁରର ଫୁଲ ବଜାରରେ ଶୁକ୍ରବାର ମିଳିଥିଲା। ଏହି ବୋମା ସହ ଟାଇମର ଫିକ୍ସ କରାଯାଇଥିଲା। ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଏହାକୁ ନିୟନ୍ତ୍ରିତ ବିସ୍ଫୋରଣରେ ନଷ୍ଟ କରାଯାଇଥିଲା। ଦିଲ୍ଲୀ ପୋଲିସ ନିକଟରେ ଦାଖଲ…

ନିଦ ହଜାଇଲେଣି ପୂର୍ବା

ମୁମ୍ବାଇ: ଅଭିନେତ୍ରୀ ଆଞ୍ଚଲ ସିଂ ଏବେ ଖୁବ୍ ଚର୍ଚ୍ଚାରେ । ନେଟଫ୍ଲିକ୍ସ ୱେବ ସିରିଜ ‘ୟେ କାଲି କାଲି ଆଖେଁ’ରେ ତାଙ୍କ୍ ଅଭିନୟକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ । ୱେବ ସିରିଜରେ ଅଭିନେତ୍ରୀ ଏକ ଦମଦାର ଅଭିନୟ କରିଛନ୍ତି ।…

୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର୍ସ, ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନେଲେଣି କରୋନା ‘ପ୍ରିକଶନ ଡୋଜ’: ମାଣ୍ଡବିୟ

ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀକୁ ହରାଇବାର ଏକମାତ୍ର ଉପାୟ ଭ୍ୟାକ୍ସିନ ବୋଲି କୁହାଯାଉଛି । ଯେଉଁମାନେ ୨ଟି ଡୋଜ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନେ ଏବେ ‘ପ୍ରିକଶନ ଡୋଜ’ ବା ବୁଷ୍ଟର ଡୋଜ ନେବାକୁ ଯୋଗ୍ୟ । ତେବେ ଜାନୁୟାରୀରୁ ଆରମ୍ଭ…

ରାହୁଲ, ଷ୍ଟୋଇନିସ, ବିଷ୍ଣୋଇଙ୍କୁ ନେଲା ଲକ୍ଷ୍ନୌ

ମୁମ୍ବାଇ,୧୮।୧: ଆଇପିଏଲର ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ ଆଗାମୀ ମେଗା ଅକ୍‌ଶନ ପୂର୍ବରୁ ୩ ଖେଳାଳିଙ୍କ ନାମ ସ୍ପଷ୍ଟ କରିଛି। ଏଥିରେ ଲୋକେଶ ରାହୁଲ ଓ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ରହିଛନ୍ତି। ବିଦେଶୀ ଖେଳାଳି ଭାବେ ମାର୍କସ ଷ୍ଟୋଇନିସଙ୍କୁ ବାଛିଛି ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri