Home Left

ଗାଁରେ ବାଘ: ଗାଈ ବେକକୁ ଟାଣି ନେଇ ପିଇଗଲା ରକ୍ତ

ନୂଆପଡା ଅଫିସ,୧୬।୧: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା କୁଟରେଙ୍ଗା ପଡା ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ରବିବାର ସକାଳେ ଏଭଳି ଅଘଟଣ ଘଟିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଥିବା ନେଇ କୋକୁଆ ଭୟ ଖେଳି ଯାଇଛି। ପ୍ରାପ୍ତ…

ଲୋକଙ୍କ ଅଭିଯୋଗ ଶୁଣୁନି ଯୋଗାଣ ବିଭାଗ : ଗଞ୍ଜାମରେ ୮୨୦ ମାମଲା ପେଣ୍ଡିଂ

ଛତ୍ରପୁର,୧୬।୧(ଡି.ଏନ୍‌.ଏ): ଯୋଗାଣ ସମ୍ବନ୍ଧୀୟ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଜାଣିବା ଏବଂ ଏହାର ସମାଧାନ କରିବା ଲାଗି ରାଜ୍ୟ ସରକାର ଜିଆରଏସ ପୋର୍ଟାଲର ବ୍ୟବସ୍ଥା କରିଛନ୍ତି । ଫଳରେ ଜନସାଧାରଣ ଉକ୍ତ ପୋର୍ଟାଲ ଜରିଆରେ ଅନଲାଇନ୍‌ରେ ନିଜର ରାଶନକାର୍ଡ, ଧାନ, ସାର…

ଦିନିକିଆ ନୂଆପଡା ଗସ୍ତରେ ଡିଜିପି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଦିନିକିଆ ନୂଆପଡା ଗସ୍ତରେ ରବିବାର ଡିଜିପି ସୁନିଲ ବଂଶଲ ଯାଇଛନ୍ତି । ସେଠାରେ ସେ ପହଞ୍ଚି ମାଓବାଦୀ ସ୍ଥିତି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଛନ୍ତି। ଜିଲାର ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ନୂଆପଡା ଏସ୍‌ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ…

ଜିଭରେ ଉଠାଇଲେ ୧୨.୫ କି.ଗ୍ରା.

ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା କେତେ ଶକ୍ତିଶାଳୀ କେବେ ପରୀକ୍ଷା କରି ନ ଥିବେ। ମେକ୍ସିକୋ ସିଟିରେ ଆୟୋଜିତ ଏଲ…

ଟିକେଟ ନ ମିଳିବାରୁ ପାର୍ଟି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ,୧୬।୧: ଟିକେଟ ନ ମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟି ଅଫିସ ସମ୍ମୁଖରେ। ଆଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନ ମିଳିବାରୁ ଦେହରେ ପେଟ୍ରୋଲ…

ଫିଲ୍ମକୁ ଆସିବା ପୂର୍ବରୁ ଏହି କାମ କରୁଥିଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଆଜି ଅର୍ଥାତ୍‌ ଜାନୁୟାରୀ ୧୬ରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସେ ବଲିଉଡ୍‌ର ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଦକ୍ଷ ଅଭିନୟ ପାଇଁ ସିଦ୍ଧାର୍ଥ ଜଣାଶୁଣା। କଠିନ ପରିଶ୍ରମ ଏବଂ ଦକ୍ଷତା…

ବୁଲା ଜୀବଜନ୍ତୁଙ୍କ ମା’ ପୁଷ୍ପଲତା

ବୁଲା କୁକୁରଙ୍କଠାରୁ ଆରମ୍ଭକରି ମାଙ୍କଡ଼ଙ୍କ ପର୍ଯ୍ୟନ୍ତ ତାଙ୍କ ଆସିବାକୁ ଅପେକ୍ଷା କରିଥାନ୍ତି। କେତେବେଳେ ଆସିବେ ଓ ସେମାନଙ୍କୁ ଖାଇବାକୁ ଦେବେ। ବାହାରେ ବୁଲୁଥିବା ଜୀବଜନ୍ତୁଙ୍କୁ ପ୍ରତିଦିନ କିଛି ନା କିଛି ଖାଦ୍ୟ ଖାଇବାକୁ ଦେବାରେ ଆନନ୍ଦ ପାଉଥିବା ଏହି ମହିଳା ହେଲେ…

ରାଇବଣିଆରେ ଗୋଠଖଣ୍ଡିଆ ୩ ହାତୀ

ଜଳେଶ୍ୱର, ୧୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ରାଇବଣିଆ ଅଞ୍ଚଳରେ ଗତ କିଛିଦିନ ହେଲା ଝାଡଖଣ୍ଡୀ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଶନିବାର ଭୋର ସମୟରେ ଗୋଟିଏ ଦନ୍ତା ହାଣ୍ଡିଆ ପିଇ ଜଣଙ୍କୁ ଦଳି ଦେଇଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀଗୁଡ଼ିକୁ ଘଉଡ଼ାଇଛନ୍ତି। ଗାଁଗୁଡ଼ିକରେ…

ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌ ଓମିସିୟୋର। ପ୍ରଥମ ପର୍ଯ୍ୟାୟର କିଛି କିଟ୍‌ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମ୍‌ଡି ଓଡ଼ିଶାକୁ ଏହି କିଟ ଦେବ । ୫ ଲକ୍ଷ ଓମିସିଓର କିଟ ଆଣିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ…

ଆରମ୍ଭ ହେଲା ଏୟାରଷ୍ଟ୍ରିପ୍‌ ନିର୍ମାଣ କାର୍ଯ୍ୟ

ପଦ୍ମପୁର, ୧୬।୧(ଡି.ଏନ.ଏ.)  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡାଠାରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ୍‌ ନିର୍ମାଣ କାର୍ଯ୍ୟ ଶନିବାର ଆରମ୍ଭ ହୋଇଛି। ବିସ୍ଥାପିତମାନଙ୍କ ଦାବି ପୂରଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଜିଲାପାଳ ତ୍ରିଲୋଚନ ମାଝି, ଉପଜିଲାପାଳ ମନୋଜ କୁମାର ପାତ୍ର, ଏସ୍‌ପି ଚରଣ…

ହୋର୍ଡିଂ ଉଠାଇଲା ପ୍ରଶାସନ

ଗଞ୍ଜାମ,୧୬ା୧(ଡି.ଏନ୍‌.ଏ.): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ସ୍ଥାନରେ ଲାଗିଥିବା ବିଜ୍ଞାପନ ହୋର୍ଡିଂ ଉଠାଇବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି l ନିର୍ବାଚନ ମାଜିଷ୍ଟ୍ରେଟ…

ଜାନୁୟାରୀ ୧୬ ଷ୍ଟାର୍ଟ ଅପ୍‌ ଡେ

ନୂଆଦିଲ୍ଲୀ,୧୬।୧: ଗତବର୍ଷ ଦେଶରେ ୪୨ ୟୁନିକର୍ନ ଷ୍ଟାର୍ଟ ଅପ୍‌ ସୃଷ୍ଟି ହୋଇଥିଲା। ଏହି ସଫଳତା ସହ ଭାରତ ଏକ ବିଲିୟନ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ମାଇଲଖୁଣ୍ଟକୁ ସ୍ପର୍ଶ କରିବ। ଦେଶ ଖୁବ୍‌ଶୀଘ୍ର ୧୦୦ ୟୁନିକର୍ନ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri