ଫିଲ୍ମ ଜଗତରେ ପାଦ ଥାପିବେ ଧାୱନ!

ମୁମ୍ବାଇ,୧୭।୫: କ୍ରିକେଟ ପରେ ଏବେ ବଲିଉଡରେ ଡେବ୍ୟୁ କରିବେ ଶିଖର ଧାୱନ। ଖୁବ୍‌ଶୀଘ୍ର ଧାୱନ କ୍ରିକେଟ୍‌ରରୁ ଆକ୍ଟର ଭାବେ ନଜର ଆସିବେ। ଏ ନେଇ ଚର୍ଚ୍ଚା ଜୋର ଧରିଛି। ଧାୱନ ଏକ ବଡ ପ୍ରୋଜେକ୍ଟ ସହ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। କୁହାଯାଉଛି କି, ଧାୱନ ଶୁଟିଂ ମଧ୍ୟ ପୂରା କରି ସାରିଲେଣି। ତେବେ ଫିଲ୍ମର ଟାଇଟଲ କ’ଣ ରଖାଯାଇଛି ସେ ନେଇ କିଛି ଖୁଲାସା ହୋଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଧାୱନ ସବୁବେଳେ ଅଭିନୟ ପ୍ରତି ରୁଚି ରଖିଥିଲେ। ଯେତେବେଳେ ତାଙ୍କୁ ଆକ୍ଟିଂ ପାଇଁ ଅଫର ଆସିଥିଲା ସେ  ହଁ କରିଦେଇଥିଲେ। ତେବେ ଚଳିତ ବର୍ଷ ଏହି ଫିଲ୍ମଟି ରିଲିଜ୍‌ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କୀର୍ତ୍ତିମାନ ରଚିଲେ ଝୁଲନ

ନୂଆଦିଲ୍ଲୀ,୧୬।୩: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଆଇସିସି ଦିନିକିଆ ମହିଳା ବିଶ୍ୱକପ୍‌ରେ ଭାରତର ଝୁଲନ ଗୋସ୍ବାମୀ ବିଶ୍ୱ ରେକର୍ଡର ଅଧିକାରୀ କରିଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଝୁଲନ ଦିନିକିଆରେ...

ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା!

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ତାଙ୍କ ପରିବାରକୁ ଆଉ ଜଣେ ନୂଆ ସଦସ୍ୟ ଆସୁଛନ୍ତି। ଅର୍ଥାତ୍‌ କପିଲ...

ଆଇପିଏଲ୍‌: ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ, ରାଜସ୍ଥାନ

ଆବୁଧାବି, ୧୯।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରୁଥିବା ଦୁଇ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଓ...

ସ୍ମିଥଙ୍କ ହାତରୁ ଚାଲିଗଲା ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା

ଦୁବାଇ,୩୦।୬: ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବୁଧବାର ପରିଲକ୍ଷିତ ହୋଇଛି ବଡ଼ ପରିବର୍ତ୍ତନ। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ହାତରୁ ଚାଲିଯାଇଛି ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା।...

ମାଳଦ୍ୱୀପରେ ପହଞ୍ଚାଇବାକୁ ସୋନୁ ସୁଦ୍‌ଙ୍କୁ ଅନୁରୋଧ କଲେ ଜଣେ ବ୍ୟକ୍ତି, ଅଭିନେତାଙ୍କ ଉତ୍ତର ଶୁଣି ହସିହସି ଗଡ଼ିବେ

ମୁମ୍ବାଇ: କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଏମାନଙ୍କୁ ସାହାଯ୍ୟ...

ମିରାନଚୁକ୍‌ଙ୍କ ଗୋଲରେ ଜିତିଲା ରୁଷିଆ

ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍‌ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...

ବ୍ୟାଟିଂ କରୁଥିବା ସମୟରେ ଏହି କଥାକୁ ନେଇ ଏବି.ଡି ଭିଲିୟର୍ସଙ୍କୁ ଲାଗେ ଭୟ

ଚେନ୍ନାଇ,୧୫।୪: ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଏବି ଡି ଭିଲିୟର୍ସ ପଡିଆକୁ ଓହ୍ଲାଇବା ମାତ୍ରେ ବୋଲରଙ୍କ ଚିନ୍ତା ବଢିଯାଏ। କିନ୍ତୁ ଜାଣିଛନ୍ତି ବ୍ୟାଟିଂ କରୁଥିବାବେଳେ ଡି ଭିଲିୟର୍ସଙ୍କୁ ଡର...

ଜୋକୋଭିଚ୍‌ ସେମିଫାଇନାଲରେ

ପ୍ୟାରିସ, ୭ା୬-ସର୍ବିୟାର ନୋଭାକ ଜୋକୋଭିଚ୍‌ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ୨୦୧୬ ପରେ ପ୍ରଥମ ଥର ଫ୍ରେଞ୍ଚ୍‌...

Advertisement
Archives

Model This Week