୫୬ ରନ୍ରେ ପୂରା ଦଳ ସଫା
ହୋବାର୍ଟ,୧୬।୧: ଚଳିତ ଆଶେସ ସିରିଜ୍ର ଅନ୍ତିମ ତଥା ୫ମ ଟେଷ୍ଟରେ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଲାଇନ୍ ଅପ୍ ଆଗରେ ୨୭୦ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଇଂଲଣ୍ଡକୁ ଭଲ ଆରମ୍ଭ ଦେଇଥିଲେ…
କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା
ମୁମ୍ବାଇ: ବେଶ୍ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍ ସମୟ ମଧ୍ୟରେ ୭୦ରୁ ଅଧିକ ଶତକ ସ୍କୋର କରିଥିବା ବିରାଟ ଦୀର୍ଘ ସମୟ ଧରି…
‘ମୁଁ ବିଲକୁଲ ଆଶ୍ଚର୍ଯ୍ୟ ନୁହେଁ’
ନୂଆଦିଲ୍ଲୀ,୧୬।୧: ଟେଷ୍ଟ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଓହରିବା ନିଷ୍ପତ୍ତି ଭାରତୀୟ କ୍ରିକେଟରେ ହଇଚୟ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ସିରିଜ୍ ହାରିବା ଦିନକ ପରେ ଅଧିନାୟକ ପଦ ଛାଡ଼ିବା ନେଇ ସେ ଘୋଷଣା କରିଥିଲେ। ହଠାତ୍ ଏଭଳି…
ମୁଖ୍ୟମନ୍ତ୍ରୀଙ୍କ ବାୟୋପିକରେ ନଜର ଆସିବେ ସହଦେବ
ମୁମ୍ବାଇ: ବଚପନ କା ପ୍ୟାର ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ଛତିଶଗଡ଼ର ଶିଶୁ ମହାଦେବ ଏବେ ଅଭିନୟ ଦୁନିଆରେ ପାଦ ରଖିବେ ବୋଲି ଜଣାପଡିଛି । ସହଦେବଙ୍କର ଏବେ ବହୁ ପ୍ରଶଂସକ ହୋଇଯାଇଥିବା ବେଳେ ଏବେ ସେ ଚଳଚ୍ଚିତ୍ରରେ କାମ…
ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇଲା ନେପାଳ
କାଠମାଣ୍ଡୁ,୧୬ା୧: ଭାରତ ସହିତ ପଡ଼ୋଶୀ ଦେଶ ନେପାଳ ଆଫଗାନିସ୍ତାନକୁ ସହାୟତା ପଠାଇଛି। ଗତବର୍ଷ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା। ସେବେଠାରୁ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ନାରାୟଣ ଖଡ୍ଡା…
ଗୋଆ ନିର୍ବାଚନ: ୧୦-୧୫ ଆସନରେ ନିର୍ବାଚନ ଲଢିବ ଶିବସେନା, ଏନ୍ସିପି ସହ କରିବ ମେଣ୍ଟ
ମୁମ୍ବାଇ,୧୬ ।୧: ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଓ ଏନ୍ସିପି ଏକାଠି ମିଶି ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୧୮ ଜାନୁୟାରୀରେ ଆସନ ବୁଝାମଣାକୁ ନେଇ ଚର୍ଚ୍ଚା କରାଯିବ । ଗୋଆରେ ଶିବସେନା ୧୦-୧୫ ଆସନରେ…
ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଦୁଃଖଦ ଦିନ: ଶାସ୍ତ୍ରୀ
ନୂଆଦିଲ୍ଲୀ,୧୬।୧: ୨୦୧୫ରୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଆସୁଥିବା ବିରାଟ କୋହଲି ଶନିବାର ହଠାତ୍ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରଶଂସକ। ଏନେଇ ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟୁଇଟ୍…
ପ୍ରେମିକଙ୍କୁ ଫସାଇବା ପାଇଁ ୩୦ ଫେକ୍ ଆକାଉଣ୍ଟ ଖୋଲିଥିଲେ ପ୍ରେମିକା, ପରେ ଯାହା ଘଟିଲା ଜାଣିଲେ…
ପ୍ରେମିକ ହୁଅନ୍ତୁ କି ପ୍ରେମିକା। ଏମାନଙ୍କ ମଧ୍ୟରୁ ଯଦି କେହି ପ୍ରେମରେ ବିଫଳ ହେଲେ ତେବେ ରାଗ ଶୁଝାଇବା ପାଇଁ କିଏ କେତେ କ’ଣ ଉପାୟ ପାଞ୍ଚିଥାନ୍ତି। ଠିକ୍ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ତାଙ୍କ…
କୋହଲିଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟ କଲା: ରୋହିତ
ନୂଆଦିଲ୍ଲୀ,୧୬।୧: ଭାରତର ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ହଠାତ୍ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଅନ୍ୟମାନଙ୍କ ଭଳି ତାଙ୍କ ସାଥୀ ଖେଳାଳି ତଥା ଦଳର ଟି-୨୦ ଓ ଦିନିକିଆ ଅଧିନାୟକ ରୋହିତ ଶର୍ମା ଏହାକୁ ନେଇ ଆଶ୍ଚର୍ଯ୍ୟ…
ନିର୍ବନ୍ଧ ପରେ ବି ସମ୍ପର୍କରେ ଫାଟ: ଚର୍ଚ୍ଚାରେ ଅବିନାଶଙ୍କ ବ୍ରେକ୍ଅପ୍
ବମ୍ବେ: ପ୍ରେମିକା ପଲକ ପୁରସଓ୍ବାନୀଙ୍କ ସହ ବ୍ରେକ୍ଅପ୍ କରିଛନ୍ତି ଟେଲିଭିଜନ ଅଭିନେତା ଅବିନାଶ ସଚଦେବ। ଉଭୟ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ୨୦୨୧ ଜାନୁୟାରୀରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ହେଲେ ସମ୍ପର୍କ ଆଉ ପାଦେ ଆଗେଇବା ପରିବର୍ତ୍ତେ…
କୋହଲିଙ୍କ ନିଷ୍ପତ୍ତି ଉପରେ ଗାଙ୍ଗୁଲି କ’ଣ କହିଲେ
ନୂଆଦିଲ୍ଲୀ,୧୬।୧: ଦକ୍ଷିଣ ଆଫ୍ରିକାଠାରୁ ୨-୧ ବ୍ୟବଧାନରେ ଟେଷ୍ଟ ସିରିଜ୍ ହାରିବାର ଦିନକ ପରେ ବିରାଟ କୋହଲି ଭାରିତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…
ଶଙ୍ଖ ଧରିଲେ ବହଳଦାର ପୂର୍ବତନ ବିଧାୟକ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ବହଳଦାର ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ମିଶିଛନ୍ତି। ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ଦଳର ସାଂଗଠନିକ…
Archives


