କର୍ମଜୀବୀଙ୍କ ପାଇଁ…

ଜଣେ କର୍ମଜୀବୀ ମହିଳାଙ୍କ ପାଇଁ ଘର ସହ ଅଫିସ କାମ ସୁଚାରୁରୂପେ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। ତେବେ ଏମିତିରେ ସବୁ କାମକୁ ଠିକ୍‌ ଭାବେ କରିବାକୁ ଚାହୁଁଥିଲେ କେତୋଟି କଥା ପ୍ରତି ଧ୍ୟାନଦେବା ଆବଶ୍ୟକ…
ସମୟାନୁବର୍ତ୍ତିତା ଏମିତି ଏକ ଗୁଣ ଯାହାକି ମଣିଷକୁ ପ୍ରତ୍ୟେକ କାର୍ଯ୍ୟରେ ସଫଳ କରାଇବାରେ ସାହାଯ୍ୟ କରେ। ତେଣୁ କର୍ମଜୀବୀମାନେ ଘରକାମ ଆଳରେ କର୍ମକ୍ଷେତ୍ରରେ ବିଳମ୍ବରେ ପହଞ୍ଚତ୍ବାର ବଦଭ୍ୟାସ ଆଦୌ ରଖିବା ଠିକ୍‌ ନୁହେଁ । ତେଣୁ ନିଜ ପ୍ରତ୍ୟେକ କାର୍ଯ୍ୟକୁ ଯଥା ସମୟରେ କରିବା ଲାଗି ଏକ ରୁଟିନ୍‌ ପ୍ରସ୍ତୁତ କରନ୍ତୁ ଦେଖିବେ କାର୍ଯ୍ୟ ସରଳ ହେବ।
ସର୍ବଦା ନିଜ ପର୍ସନାଲ ଏବଂ ପ୍ରଫେଶନାଲ ଲାଇଫ୍‌କୁ ଅଲଗା ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଉଭୟରେ ସଫଳ ହୋଇପାରିବେ।
ନିଜ ଚାକିରିକୁ ଗୁରୁତ୍ୱ ଦିଅନ୍ତୁ ଏବଂ ଏଥିରେ ନିଜ ବେଷ୍ଟ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ। କେବଳ ଏକ ଟାଇମ୍‌ ପାସ୍‌ର ମାଧ୍ୟମ ଭାବନ୍ତୁ ନାହିଁ କିମ୍ବା ନିଜ ଚାକିରିକୁ ଛୋଟ ମନେକରନ୍ତୁ ନାହିଁ। କାରଣ ମନରେ ଏଭଳି ନକାରାତ୍ମକ ଭାବନା ରହିଲେ କାର୍ଯ୍ୟ ପ୍ରତି ଆଗ୍ରହ କମିବା ସହ ଉନ୍ନତିର ବାଟ ମଧ୍ୟ ଦେଖାଯାଇ ନ ଥାଏ। ତେଣୁ ନିଜ କର୍ମକୁ ସମ୍ମାନ ଦିଅନ୍ତୁ ଏବଂ ସଫଳତାର ପାହାଚ ଚଢ଼ିବାକୁ ଚେଷ୍ଟା କରନ୍ତୁ।ଦେ୍‌ଘରକାମର ବ୍ୟସ୍ତତା ସହ ଅଫିସ୍‌ ଯିବା ଲାଗି ତରତର ହୋଇ ନିଜକୁ ଅବହେଳା କରନ୍ତୁ ନାହିଁ। କାରଣ ଗେଟ୍‌ଅପ୍‌ ଏବଂ ବଡି ଲାଙ୍ଗୁଏଜ୍‌ ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁମେହ ନିୟନ୍ତ୍ରଣ କରେ ସେଓ ଚା’

ଫିଟ୍‌ ରହିବାକୁ ଏପର୍ଯ୍ୟନ୍ତ ସମସ୍ତେ ଗ୍ରୀନ୍‌ ଟି ଏବଂ କଫି ପିଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣନ୍ତି ଆପଲ୍‌ ବା ସେଓ ଚା’ ସ୍ବାସ୍ଥ୍ୟ ପାଇଁ...

ପ୍ରତିଦିନ ଏସବୁ ମନା…

ଆମେ ପ୍ରତିଦିନ ଗାଧୋଇ ଥାଉ। ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ଏହାଦ୍ୱାରା ଶରୀରର ଲୋମ ଛିଦ୍ରରେ ଥିବା ମଇଳା ସଫା...

ଉପକାରି ଡାଳିମ୍ବ

ଡାଳିମ୍ବରେ ତ୍ୱଚାକୁ ସୁନ୍ଦର ରଖିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା ତଥା ମାନସିକ ଚାପରୁ ମୁକ୍ତି ଦେବାରେ ବେଶ୍‌ ଚମତ୍କାରୀ ଗୁଣ ଭରି ରହିଥାଏ। ତା’ଛଡ଼ା ଏଥିରେ...

ଅଜଣା ଫାଇଲେରିଆ ମହାମାରୀ

ଫାଇଲେରିଆ ରୋଗ ଗୋଟିଏ ଅଜଣା ମହାମାରୀ ରୂପ ଧାରଣ କଲାଣି । ଦେଶର ୬୫୦ ନିୟୁତ ବ୍ୟକ୍ତି ଏଥିରେ ଆକ୍ରାନ୍ତ । ୨୫୦ ଜିଲାରେ ପରିବ୍ୟାପ୍ତ...

ରାମଦେବଙ୍କ ପରାମର୍ଶ: କରୋନା ଭାଇରସ୍‌ରୁ ଦୂରେଇ ରହିବାକୁ କରନ୍ତୁ ଏହି ପ୍ରାଣାୟାମ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏହି ରୋଗରେ ୨୮ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା...

ଆପଣଙ୍କ ଏହି ଛୋଟ ଭୁଲ୍‌: କରିପାରେ ବଡ଼ କ୍ଷତି

ଅଜାଣତରେ ଘରେ ଏପରି କିଛି କାର୍ଯ୍ୟ ହୋଇଥାଏ ଯାହା ଛୋଟ ହେଲେ ମଧ୍ୟ ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହା ଅନେକ କ୍ଷତି କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…...

ଏକାଗ୍ରତା ବଢ଼ାଏ ସଙ୍ଗୀତ

ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍‌କା କରିଥାଏ ସଙ୍ଗୀତ। ତେଣୁ ଅବସର ସମୟରେ ଅନେକେ ମନ ପସନ୍ଦର ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାଆନ୍ତି। ଏଭଳି ଅଭ୍ୟାସ ଜଣେ...

ସ୍ତନ୍ୟପାନର ଉପକାରିତା

ସ୍ତନ୍ୟପାନ କରାଇବା ଦ୍ୱାରା ମା’ ଦେହରୁ ଅଯଥା ଚର୍ବିଅଂଶ ହ୍ରାସ ହୁଏ। ଫଳରେ ପ୍ରସବ ପରବର୍ତ୍ତୀ ମୋଟାପଣ ଦୂର ହୋଇଥାଏ। କ୍ଷୀର ଖୁଆଇବା ଦ୍ୱାରା ମା’ର...

Advertisement
Archives

Model This Week