ସମର ଫ୍ୟାଶନ

ଖରାଦିନରେ ଆପଣ ପିନ୍ଧୁଥିବା କପଡ଼ା ଆରାମଦାୟକ ହେବା ସହ ହାଲୁକା ଏବଂ ଶର୍ଟ ହେବା ନିହାତି ଜରୁରୀ। ଅଫିସିଆଲ୍‌ ଏବଂ କାଜୁଆଲ୍‌ ଲୁକ୍‌ ପାଇଁ ଶର୍ଟ କୁର୍ତ୍ତି ଏକ ଭଲ ଅପ୍‌ସନ। ଏହାକୁ ଯେକୌଣସି ବୟସର ମହିଳା ଆପଣେଇ ପାରିବେ। ଏମିତିରେ ଆପଣଙ୍କ କପ୍‌ବୋର୍ଡରେ ଶର୍ଟକୁର୍ତ୍ତିକୁ ସାମିଲ କରିପାରିବେ। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଶର୍ଟ କୁର୍ତ୍ତି ମିଳୁଛି। ଯାହାକୁ ପିନ୍ଧିଲେ ଆପଣ ନିଜ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରିପାରିବେ।
-ଆପଣ ଚାହିଁଲେ ବ୍ଲାକ୍‌ କିମ୍ବା ବ୍ଲୁ ଡେନିମ୍‌ ପ୍ୟାଣ୍ଟ ସହ ଆପଣ ହ୍ବାଇଟ କଲର ଶର୍ଟ କୁର୍ତ୍ତି ପିନ୍ଧିପାରିବେ।
-ଆପଣ ଚାହିଁଲେ କୁର୍ତ୍ତିକୁ ଟପ୍‌ ଇନ୍‌ କରିପାରିବେ। ଏହାଦ୍ୱାରା ଆପଣଙ୍କ ଲୁକ୍‌ ଆହୁରି ସୁନ୍ଦର ଲାଗିବ।
-ଆପଣ ନିଜକୁ ଓ୍ବେଷ୍ଟର୍ନ ଲୁକ୍‌ ଦେବାକୁ ଚାହୁଁଥିଲେ ଷ୍ଟେଟ୍‌ମେଣ୍ଟ ଇୟରରିଂସ୍‌ ଦ୍ୱାରା ନିଜକୁ ଷ୍ଟାଇଲିଶ ଲୁକ୍‌ ଦେଇପାରିବେ।
-ଶର୍ଟକୁର୍ତ୍ତିକୁ ଆପଣ ଟପ୍‌ ପେୟାର ଅପ୍‌ କରି ପିନ୍ଧିପାରିବେ। ଏହା ବ୍ୟତୀତ ଆପଣ ଷ୍ଟ୍ରେଟ୍‌ କଟନ୍‌ କୁର୍ତ୍ତି ସହ ଟପ ଇନ୍‌ କରି ସ୍କର୍ଟ ସହିତ ପିନ୍ଧିପାରିବେ।
-ଜିନ୍ସ ସହ ଟପ୍‌ ଇନ୍‌ କରି ଶର୍ଟ କୁର୍ତ୍ତି ପିନ୍ଧିଲେ ଏହା ଏଲିଗାଣ୍ଟ ଲୁକ୍‌ ଦେଇଥାଏ।
-ଏପରି ଆଉଟ୍‌ଫିଟ୍‌ ସହ ଆପଣ ଶୁଜ୍‌ କିମ୍ବା ସାଣ୍ଡାଲ ବ୍ୟବହାର କରିପାରିବେ। କାହିଁକି ନା ଏହା ଆପଣଙ୍କୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ଲୁକ୍‌ ଦେଇପାରିବ।
-ଖରାଦିନେ ଟ୍ରାଉଜର ପିନ୍ଧିବା ବହୁ ଆରାମଦାୟକ ହୋଇଥାଏ।
-ପ୍ରିଣ୍ଟେଡ୍‌ କୁର୍ତ୍ତି ସହ ପ୍ଲେନ୍‌ ଟ୍ରାଉଜର ଓ ପ୍ଲେନ୍‌ ଆଉଟଫିଟ୍‌ ସହ ପ୍ରିଣ୍ଟେଡ୍‌ ଆଉଟ୍‌ଫିଟ୍‌ର କମ୍ବିନେସନ୍‌ ସବୁଠାରୁ ବେଷ୍ଟ ଅପ୍‌ସନ ହେବ। ଏହି ଆଉଟ୍‌ଫିଟ୍‌ ସହ ଅକ୍ସିଡାଇଜ୍‌ ଓ ଷ୍ଟେଟ୍‌ମେଣ୍ଟ ଇୟରରିଂସ୍‌ ଅଧିକ ଷ୍ଟାଇଲିଶ ଲାଗିବେ।
-ଆଜିକାଲି ମାର୍କେଟ୍‌ରେ କୁର୍ତ୍ତି ସହ ପ୍ଲାଜୋ ସେଟ୍‌ ମିଳୁଛି । ଏହାକୁ ଆପଣ ନିଜ ଆଉଟ୍‌ଫିଟ୍‌ରେ ସାମିଲ କରିପାରିବେ।
-ପ୍ଲେନ୍‌ କୁର୍ତ୍ତି ସହ ଆପଣ ଅଲଗା ଅଲଗା କମ୍ବିନେସନ ଟ୍ରାଏ କରିପାରିବେ। କାଜୁଆଲ ହେଉକି ପାର୍ଟି ଓ୍ବେର ଏହା ଦୁଇଟି ଯାକରେ ବିଲ୍‌କୁଲ୍‌ ପର୍‌ଫେକ୍ଟ ମାନିଥାଏ। ଏଥିପାଇଁ ଆପଣ ଏହାକୁ ଖରାଦିନେ ପେୟାର ଅଫ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri