Home Left

ଭାଜପା ଉପରେ କମେଣ୍ଟ କରି ଶୋ’ରୁ ବିଦା

ନୂଆଦିଲ୍ଲୀ,୧୬।୧: ସାଥି ଆର୍ଟିଷ୍ଟଙ୍କ ସହ ଖରାପ ବ୍ୟବହାର ପାଇଁ ମରାଠୀ ଅଭିନେତା କିରନ ମାଣେଙ୍କୁ ‘ମୁଲଗି ଝାଲି ହୋ’ ଶୋ’ରୁ ବାଦ୍‌ ଦିଆଯାଇଛି। ଏ ନେଇ ରବିବାର ସୂଚନା ଦେଇଛି ଏଣ୍ଟରଟେନମେଣ୍ଟ ଚ୍ୟାନେଲ ଷ୍ଟାର ପ୍ରବାହ। କିନ୍ତୁ ସୋସିଆଲ ମିଡିଆରେ ଭାଜପା…

୧୫୦ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଏଏପି…

ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ପକ୍ଷରୁ ୧୫୦ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଉତ୍ତରପ୍ରଦେଶ ପ୍ରଭାରୀ ଏବଂ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ଲକ୍ଷ୍ନୌରେ ରବିବାର ଏକ ଗଣମାଧ୍ୟମ ସମ୍ମିଳନୀରେ ଏ…

ବିଏସ୍‌ଏଫ୍‌ ଅଫିସରଙ୍କ ପାଖରୁ ମିଳିଲା ୭ ଦାମୀ ଗାଡ଼ି, ୧୪ କୋଟି

ବିଏସ୍‌ଏଫ୍‌ ଅଫିସରଙ୍କ ପାଖରୁ ମିଳିଲା ୭ ଦାମୀ ଗାଡ଼ି, ୧୪ କୋଟି ଗୁରଗାଓଁ,୧୬।୧: ହରିୟାଣାର ଜଣେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଅଧିକାରୀଙ୍କଠାରୁ ୧୪ କୋଟି ଟଙ୍କା, ଏକ କୋଟି ଟଙ୍କାର ମୂଲ୍ୟର ସୁନା ଅଳଙ୍କାର ଜବତ ହୋଇଛି। ଏଥି ସହିତ…

ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍‌…

କରାଚି, ୧୬।୧: ପାକିସ୍ତାନରେ ଏକ ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍‌ ହୋଇଛି। ଏଠାରେ ଆଣ୍ଟି ଏୟାର କ୍ରାଫ୍ଟ ଗନ୍‌, ଷ୍ଟେନ୍‌ ଗନ୍‌, ରିଭରବଲ ଏବଂ ବିପୁଳ ପରିମାଣର ଗୁଳି ଜବତ ହୋଇଛି। ୧୨ ବର୍ଷ ତଳେ ଏସବୁ ଅସ୍ତ୍ରଶସ୍ତ୍ରକୁ ମାଟିରେ ପୋତି…

ମଦ ଉପରୁ କଟକଣା ହଟାଇବାକୁ ଦାବି

ପାଟଣା,୧୬।୧: ବିହାରରେ ବିଷାକ୍ତ ମଦ କାରଣରୁ ଶନିବାର ନାଳନ୍ଦା ଜିଲାରେ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଭାଜପା ଓ ଜନତା ଦଳର ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ। ରାଜ୍ୟରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ଘଟଣା କାରଣରୁ ମଦ…

ଏହି ଖେଳାଳିଙ୍କୁ ଟେଷ୍ଟ ଦଳର ନେତୃତ୍ୱଭାର ଦେବାକୁ ଚାହୁଁଛନ୍ତି ଗାଭାସ୍କର

ନୂଆଦିଲ୍ଲୀ,୧୬।୧: ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଓହରି ଯାଇଥିବାରୁ ପରବର୍ତ୍ତୀ କ୍ୟାପଟେନ୍‌ କିଏ ହେବ ସେ ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହା ଉପରେ ମତ ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। କୋହଲିଙ୍କ…

ନିଷାଦ ପାର୍ଟି ୧୫ ଆସନରେ ଲଢ଼ିବ ବିଧାନସଭା ନିର୍ବାଚନ…

ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶରେ ଭାଜପା ମେଣ୍ଟରେ ନିଷାଦ ପାର୍ଟି ୧୫ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଏନେଇ ପାର୍ଟି ଅଧ୍ୟକ୍ଷ ସଞ୍ଜୟ ଦିଷାଦ ସୂଚନା ଦେଇଛନ୍ତି। ଭାଜପାର ଶୀର୍ଷ ନେତାଙ୍କ ସହିତ ସୋମବାର ଦିଲ୍ଲୀଠାରେ ଆଲୋଚନା ପରେ…

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଟିକେଟ ଦେଲାନି କଂଗ୍ରେସ

ଚଣ୍ଡିଗଡ଼,୧୬।୧: ପଞ୍ଜାବ ବିଧାନସଭା ନିର୍ବାଚନା ପୂର୍ବରୁ କଂଗ୍ରେସରେ ମୁଣ୍ଡ ଟେକିଛି ଏକ ବଡ଼ ବିଦ୍ରୋହ। ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ସାନ ଭାଇ ଡ. ମନୋହର ସିଂଙ୍କୁ କଂଗ୍ରେସ ଟିକେଟ ଦେବାକୁ ମନା କରିଛି। ଏହାକୁ ଅନ୍ୟାୟ କହିବା ସହ ସ୍ବାଧୀନ…

ଟୋକନ ବାହାରିବା ମାତ୍ରେ ଧାନ କିଣ: ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ କୁ ଯିବ ଟଙ୍କା

ଛତ୍ରପୁର,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଧାନସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କାର୍ଯ୍ୟର ସଠିକ୍‌ ପରିଚାଳନା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍‌ ଭିସି ମାଧ୍ୟମରେ ସମସ୍ତ ବ୍ଲକରେ ସମୀକ୍ଷା କରିଥିଲେ। ଯେଉଁ ବ୍ଲକ ଗୁଡିକର ଧାନ ସଂଗ୍ରହ ପ୍ରକ୍ରିୟା…

ବସ୍‌ ଚଳାଉଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଚାଳକ, ମହିଳା ଯାତ୍ରୀ ଚଳାଇଲେ ବସ୍‌

ପୁଣେ,୧୬ା୧: ପୁଣେରେ ଏବ ବସ୍‌ ଦ୍ରୁତ ବେଗରେ ଚଳାଉଥିବାବେଳେ ଚାଳକ ଜଣକ ହଠାତ୍‌ ବେହୋସ ହୋଇପଡ଼ିଥିଲେ। ଯେଉଁଥିପାଇଁ ବସ୍‌ଟି ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। କିନ୍ତୁ ଏହି ଯାତ୍ରୀମାନଙ୍କ ମଧ୍ୟରେ ବସିଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ…

ବ୍ରେକ୍‌ଅପ୍‌ ଗୁଜବ ପରେ ପୁଣିଥରେ ଏମିତି ପୋଷ୍ଟ କଲେ ମଲାଇକା, ଫଟୋ ଦେଖିଲେ…

ବଲିଉଡ଼୍‌ ଅଭିନେତା ଅର୍ଜୁନ କପୁର ଏବଂ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ମଲାଇକା ଆରୋରାଙ୍କ ବ୍ରେକଅପ୍‌ ଖବର ଆସିବା ପରେ ସେମାନେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ଖବର ପରେ ତାଙ୍କ ଅନେକ ପ୍ରଶଂସକଙ୍କ ମନ ଖରାପ ହୋଇଥିଲା। ମାତ୍ର ଇନଷ୍ଟାଗ୍ରାମରେ ଅର୍ଜୁନ ମଲାଇକାଙ୍କ…

କ୍ୟାଟ୍ରିନାଙ୍କ ସନ୍‌ଡେ ସେଲ୍ଫି

ମୁମ୍ବାଇ: ବଲିଉଡ କୁଇନ କ୍ୟାଟ୍ରିନା କୈଫ ନିକଟରେ ବିବାହ କରିଥିବା ବେଳେ ସବୁବେଳେ ତାଙ୍କୁ ନେଇ କିଛି ନା କିଛି ଗସିପ୍ ଶୁଣିବାକୁ ମିଳୁଛି । ବିବାହ ପରେ କ୍ୟାଟ୍ରିନାଙ୍କ ପତି ଭିକ୍କି କୌଶଳ ସାରା ଅଲି ଖାଁଙ୍କ ସହ ଫିଲ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri