ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହଙ୍କ ବଡ଼ ବୟାନ: ‘ଛାଡି ଚାଲିଗଲେ ସ୍ତ୍ରୀ ଆଉ ପୁଅ’
ଚଣ୍ଡୀଗଡ଼,୧୭।୧୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଭିନେତା ଯୋଗରାଜ ସିଂହ ନିଜ ଜୀବନର ଗଭୀର ଏକଲାପଣ ଏବଂ ଭାବନାତ୍ମକ ଦୁଃଖ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ପୂର୍ବରୁ ଭାରତ ପାଇଁ ଫାଷ୍ଟ ବୋଲର ଏବଂ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଭାବରେ…
ପାକିସ୍ତାନଠୁ ହାରିବା ପରେ ଭାରତ ଉପରେ ବିଷ ଓଗାଳିଲେ ନକ୍ଭି, କହିଦେଲେ ଏମିତି କଥା…
ନୂଆଦିଲ୍ଲୀ,୧୭।୧୧: ରବିବାର ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୮ ଉଇକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଏ ଦଳ ୧୩୬ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ, ପାକିସ୍ତାନୀ ଦଳ ୪୦ ବଲ ବାକି ଥାଇ…
‘ଡିଜିଟାଲ୍ ଗିରଫ’ ଠକେଇ: ୬ ମାସ ଘରେ ବନ୍ଦ କରି ଲୁଟିନେଲେ ୩୨ କୋଟି
ବେଙ୍ଗାଲୁରୁ,୧୭।୧୧: ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭିଡିଓ ସର୍ଭେଲାନ୍ସରେ…
IPL ୨୦୨୬ ନିଲାମରେ ଅନସୋଲ୍ଡ ରହିପାରନ୍ତି ଏହି ୫ ଷ୍ଟାର୍ ଖେଳାଳି, ଲିଷ୍ଟରେ…
ନୂଆଦିଲ୍ଲୀ,୧୭।୧୧: ସମସ୍ତ ୧୦ଟି ଦଳ IPL ୨୦୨୬ ପାଇଁ ମୋଟ ୧୭୩ ଜଣ ଖେଳାଳିଙ୍କୁ ରିଟେନ୍ କରିଛନ୍ତି। ସମସ୍ତଙ୍କ ନଜର ଏବେ ନିଲାମ ଉପରେ ରହିବ, ଯାହା ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ହେବାକୁ ଯାଉଛି। ନିଲାମରେ ସର୍ବାଧିକ ୭୭ ଜଣ…
ନୂଆପଡ଼ା ଫଳାଫଳ ପରେ ମୁହିଁ ଖୋଲିଲେ ବିଜେଡି ନେତା ସମ୍ବିତ: କ’ଣ ପାଇଁ ତୃତୀୟ ସ୍ଥାନକୁ ଆସିଲୁ…
ଭୁବନେଶ୍ୱର,୧୭।୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ସୋମବାର ମୁହଁ ଖୋଲିଛନ୍ତି। ବିଜେଡିର ଉପନିର୍ବାଚନ ପରିଚାଳନାକୁ ନେଇ ସମ୍ବିତ ନାପସନ୍ଦ କରିଛନ୍ତି। ଏପରିକି ନିର୍ବାଚନ ମଣ୍ଡଳୀ ବାହାର ପ୍ରାର୍ଥୀ ଚୟନକୁ ନେଇ ସମ୍ବିତ ପ୍ରଶ୍ନ ଉଠାଇଛନ୍ତି। କ’ଣ…
ପୁଅ ଅବଦୁଲ୍ଲା ଆଜମଙ୍କ ସହ ପୁଣି ଜେଲ ଯିବେ ଆଜମ ଖାନ , ଏହି ମାମଲାରେ କୋର୍ଟ ଶୁଣାଇଲେ ୭ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ,୧୭।୧୧: ପୂର୍ବତନ ଏସପି ବିଧାୟକ ଅବଦୁଲ୍ଲା ଆଜମଙ୍କ ସହ ଜଡିତ ଦୁଇଟି ପାନ କାର୍ଡ ମାମଲାରେ ସୋମବାର (୧୭ ନଭେମ୍ବର) କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଏମପି-ଏମଏଲଏ ମାଜିଷ୍ଟ୍ରେଟ କୋର୍ଟ ଉଭୟ ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ…
ଖେଳୁଖେଳୁ ପୋଖରୀରେ ପଡ଼ିଗଲେ ୨ ଶିଶୁ, ଚାଲିଗଲା ଦୁଇ ଜୀବନ
ତିହିଡ଼ି,୧୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ଜାଫରାବାଦ ଗ୍ରାମସ୍ଥିତ ଏକ ପୋଖରୀରେ ପଡ଼ି ସୋମବାର ମଧ୍ୟାହ୍ନରେ ୨ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ୨ଜଣ ଜାଫରାବାଦ ଗ୍ରାମର ବୁଲୁ ବାରିକଙ୍କ ପୁଅ ଅନନ୍ତଦେବ (୩)…
ନୀତୀଶ କୁମାରଙ୍କ ନୂତନ ସରକାରରେ ଏନଡିଏରୁ କିଏ ହେବେ ମନ୍ତ୍ରୀ? ଏହିି ନାଁ ଉପରେ…
ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଛି। ଏବେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ସୋମବାର (୧୭ ନଭେମ୍ବର, ୨୦୨୫) ଦିନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ କ୍ୟାବିନେଟ ବୈଠକ କରିଥିଲେ।…
ବନ୍ଧୁକ, ଗୁଳି ସହ ଧରାପଡ଼ିଲେ ଅଭିଯୁକ୍ତ
ସମ୍ବଲପୁର,୧୭।୧୧: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୭ଟି ଅଫୁଟା ଗୁଳି, ଗୋଟିଏ କାର୍ ଏବଂ ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାମରେ…
ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କଲେ ଫେରିବାଲା, ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡ଼ିତା
କେନ୍ଦୁଝର,୧୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାଙ୍କୁ ଆସିଫ୍ ଅନବର ଖାନ୍ ନାମକ ଫେରିବାଲା ଶନିବାର ଅପରାହ୍ନରେ ବାରମ୍ବାର ବଳାତ୍କାର କରି କ୍ଷତାକ୍ତ କରି ଦେଇଥିବା ଯୋଗୁ ପୀଡ଼ିତା କେନ୍ଦୁଝର…
‘ମୋ କଥା ନ ଶୁଣି…’, ଫାଶୀ ଦଣ୍ଡ ଉପରେ ଶେଖ ହାସିନାଙ୍କ ପ୍ରଥମ ପ୍ରତିକ୍ରିୟା, କହୁ କହୁ କହିଦେଲେ…
ଢାକା,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛି। ଶେଖ ହାସିନା ଏହି ନିଷ୍ପତ୍ତିକୁ ଏକପାଖିଆ ଏବଂ ରାଜନୈତିକ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ…
ଟେଷ୍ଟ କ୍ରିକେଟ୍ରେ ପ୍ରଥମ ବଲ୍ରେ ଛକା ମାରିଥିଲେ ଏହି ଏକମାତ୍ର ବ୍ୟାଟ୍ସମ୍ୟାନ୍: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୭।୧୧: ଟେଷ୍ଟ କ୍ରିକେଟକୁ ସବୁବେଳେ ଶାନ୍ତ ଏବଂ ଧୈର୍ଯ୍ୟର ଖେଳ ଭାବରେ ବିବେଚନା କରାଯାଏ। ବ୍ୟାଟ୍ସମ୍ୟାନମାନେ ଲମ୍ବା ଇନିଂସ ପାଇଁ କ୍ରିଜରେ ରହିବାକୁ ପସନ୍ଦ କରନ୍ତି। ଜଣେ ଖେଳାଳି ଥିଲେ ଯିଏ ଏହି ଫର୍ମାଟର ପ୍ରଥମ ବଲରେ ଛକା ମାରି ସାରା…
Archives


