Home Left

ଚିରାଗଙ୍କ ଦଳରୁ ୩ ବିଧାୟକ ହେବେ ମନ୍ତ୍ରୀ, ଜାଣନ୍ତୁ କେଉଁମାନେ ଅଛନ୍ତି ରେସ୍‌ରେ

ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି (ସୋମବାର), ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ କ୍ୟାବିନେଟ ବୈଠକ କରିବେ, କ୍ୟାବିନେଟ ଭାଙ୍ଗି ଦେବେ ଏବଂ ରାଜ୍ୟପାଳଙ୍କୁ ଇସ୍ତଫା…

IND A vs PAK A: ନମନ ଧିରଙ୍କୁ ଆଉଟ କଲା ପରେ ଏମିତି ଅଭଦ୍ର ଇସାରା କଲେ ପାକିସ୍ତାନ ଖେଳାଳି, ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୧୭।୧୧: ପୁରୁଷ ରାଇଜିଂ ଷ୍ଟାର ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ A ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିବାଦରେ ଫସି ରହିଛି। ଦୋହାରେ ଖେଳାଯାଇଥିବା ମ୍ୟାଚକୁ ପାକିସ୍ତାନ A ଦଳ ସହଜରେ ୮ ୱିକେଟରେ ଜିତିଥିଲା। କିନ୍ତୁ, ମ୍ୟାଚ ସମୟରେ…

ଏହି କାରଣରୁ ହୋଇପାରେ ଡାଇବେଟିସ୍‌: ହୋଇଯାନ୍ତୁ ସାବଧାନ

ପୃଥୁଳତା ଏବଂ ଡାଇବେଟିସ୍‌ ମଧ୍ୟରେ ଯେ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ଅବଶ୍ୟ ଅଧିକାଂଶ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏଥିରେ ବଂଶଗତ ପ୍ରଭାବ ପରିଲକ୍ଷିତ ହୋଇଥାଏ। ପୃଥୁଳତା ବା ଓବେସିଟି ବଢ଼ିଗଲେ ତାହା ରକ୍ତରେ ସୁଗାର ପରିମାଣ ବଢ଼ାଇ ଦିଏ। ରକ୍ତରେ ଚର୍ବି…

ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଂସ ଚୟନ

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ।…

ପାଣି ପାଇଁ ଛଟପଟ ହେଲାଣି ଇରାନ, ଆରମ୍ଭ କଲା ‘ଅପରେଶନ ବର୍ଷା’

ତେହେରାନ,୧୭।୧୧: ଦଶନ୍ଧି ପରେ ପ୍ରଥମ ଥର ପାଇଁ ଇରାନ ଏକ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛି। ପରିସ୍ଥିତି ଏପରି ଖରାପ ହୋଇଛି ଯେ ସରକାର କ୍ଲାଉଡ ସିଡିଂ କିମ୍ବା କୃତ୍ରିମ ବର୍ଷା କରିବାକୁ ଯାଉଛନ୍ତି। ଶନିବାର, ଇରାନୀ ଅଧିକାରୀମାନେ ମେଘରେ ରାସାୟନିକ…

ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ୪୨ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

ରିୟାଧ,୧୭।୧୧: ସାଉଦି ଆରବରେ ସୋମବାର ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ମକ୍କାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଛି। ଧକ୍କ୍‌ା ଫଳରେ ବସ୍‌ରେ ସଙ୍ଗେ ସଙ୍ଗେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ମର୍ମନ୍ତୁଦ…

ଆମେରିକା ସହିତ ଐତିହାସିକ ଚୁକ୍ତି ସ୍ବାକ୍ଷର କଲା ଭାରତ: କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ‘ଐତିହାସିକ LPG ଚୁକ୍ତି’ ସ୍ବାକ୍ଷର କରିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଏନେଇ ସୂଚନା ଦେଇଛନ୍ତି। ସୁଲଭ ଏବଂ ସୁରକ୍ଷିତ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ପାଇଁ…

ଜୀବନରେ ସଙ୍କଟ ଆସିବା ପୂର୍ବରୁ ଦେଖାଦିଏ ଏହି ୩ ବଡ଼ ସଙ୍କେତ: ହୋଇଯାନ୍ତୁ ସତର୍କ

ଭାରତର ମହାନ ଅର୍ଥନୀତିଜ୍ଞ, ଋଷି ଏବଂ ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ଗ୍ରନ୍ଥରେ ଜୀବନର ପ୍ରତ୍ୟେକ ଦିଗ ପାଇଁ ଗୁପ୍ତ କଥା ଏବଂ ନିୟମ ପ୍ରକାଶ କରିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏବଂ ତାଙ୍କ ନୀତିଶାସ୍ତ୍ରର ଶିକ୍ଷା ଆଜି ମଧ୍ୟ…

‘ମୁଁ ବଞ୍ଚିଛି, ଆଉ ବଞ୍ଚି ରହିବି’, ରାୟ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ଏମିତି କହିଲେ ଶେଖ ହାସିନା, ୟୁନୁସଙ୍କୁ ଦେଲେ କଡ଼ା ବର୍ତ୍ତା

ଢାକା,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ଏକ ଦେଶଦ୍ରୋହ ମାମଲା ସାମ୍ନା କରୁଛନ୍ତି, ଯାହାର ରାୟ ସୋମବାର ଆସିବାକୁ ଯାଉଛି। ସାରା ବାଂଲାଦେଶରେ ସୁରକ୍ଷା ବ୍ୟବସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି, ଏବଂ ପରିସ୍ଥିତି ଆହୁରି ବିଗିଡ଼ିଲେ ପୋଲିସକୁ…

ପୁଣି ଖସିଲା ତାପମାତ୍ରା: ସର୍ବନିମ୍ନ ୭ ଡିଗ୍ରୀ ରେକର୍ଡ

ଦାରିଙ୍ଗବାଡି, ୧୫।୧୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ତାପମାତ୍ରା ୨ ଦିନ ସାମାନ୍ୟ ବୃଦ୍ଧି ପାଇଥିବାବେଳେ ପୁଣି ସୋମବାର ତାପମାତ୍ରା ତଳମୁହାଁ ହୋଇ ୭ ଡିଗ୍ରୀରେ ପହଞ୍ଚିଛି। ଦାରିଙ୍ଗବାଡିକୁ ଛାଡିଦେଲେ ଆଭ୍ୟନ୍ତରୀଣ ଅଞ୍ଚଳ ତଥା ସୋନପୁର,…

ICT ରାୟ ପୂର୍ବରୁ ଢାକାରେ ବୋମା ବିସ୍ଫୋରଣ, ହିଂସାତ୍ମକ ପ୍ରଦର୍ଶନକାରୀଙ୍କୁ ଦେଖିିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଢାକା,୧୭।୧୧: ବାଂଲାଦେଶ ହିଂସାର ମାତ୍ର ଗୋଟିଏ ବର୍ଷ ପରେ, ଦେଶର ରାଜଧାନୀ ଢାକା ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ବୋମା ବିସ୍ଫୋରଣ ଅନେକ ସ୍ଥାନରେ ସ୍ଥାୟୀବାସିନ୍ଦାଙ୍କୁ ଭୟଭୀତ କରିଛି। ଢାକାରେ ହିଂସାତ୍ମକ ପ୍ରତିବାଦ ବଢ଼ିବାରେ ଲାଗିଛି। ପରିସ୍ଥିତି ଏବେ ଏପରି ଏକ…

ଟ୍ରେନ ଲାଇନଚ୍ୟୁତ ପାଇଁ ଷଡଯନ୍ତ୍ର: ଟ୍ରାକ୍‌ରୁ ମିଳିଲା ଗ୍ୟାସ ସିଲିଣ୍ଡର

ଆଲିଗଡ଼,୧୭।୧୧: ଉତ୍ତର ପ୍ରଦେଶର ଆଲିଗଡ଼ ଜିଲାର ସୀମା ଫାଟକ ନିକଟରେ ରେଳ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦିଲ୍ଲୀ-ହାୱଡା ରେଳ ଲାଇନରେ ଏକ ଖାଲି ଏଲପିଜି ସିଲିଣ୍ଡର ମିଳିବା ପରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri