ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର: ଉଠାଇନେଲା…
ଜଗତସିଂହପୁର,୧୭।୧୧: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍ଡୋଜର ବୁଲଛି। ୨୦ରୁ ଊଦ୍ଧର୍ବ ବ୍ୟକ୍ତିଙ୍କୁ ଉଠାଇ ସେଲ୍ଟର ହୋମକୁ ଜିଲା ପ୍ରଶାସନ ନେଇଛି। ବେହେରାମପୁର ବସ୍ତିରେ…
୨୮ ବର୍ଷ ବୟସରେ ପାରାଲିମ୍ପିକ୍ ଗୋଲ୍ଡ ସାଇକ୍ଲିଷ୍ଟ ପେଜ ଗ୍ରେକୋଙ୍କ ପରଲୋକ
ଆଡିଲେଡ୍, ୧୭ା୧୧: ପାରାଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ଅଷ୍ଟ୍ରେଲିଆନ ସାଇକ୍ଲିଷ୍ଟ ପେଜ ଗ୍ରେକୋଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ସମ୍ପର୍କରେ ଅଷ୍ଟ୍ରେଲିଆନ ପାରାଲିମ୍ପିକ୍ କମିଟି ଓ ଅଷ୍ଟ୍ରେଲିଆନ ସାଇକ୍ଲିଂ ଫେଡେରେଶନ…
ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ଉପରେ ଭାରତ ଦେଲା ଏମିତି ପ୍ରତିକ୍ରିୟା, ସାରା ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ନେଇ ଭାରତର ପ୍ରଥମ ପ୍ରତିକ୍ରିୟା ଆସିଛି। ଭାରତ କହିଛି ଯେ ଏହି ରାୟ ଉପରେ କଡ଼ା ନଜର ରଖିଛି ଏବଂ ବାଂଲାଦେଶର ସ୍ବାର୍ଥ ପ୍ରତି…
ନୂଆପଡ଼ା ଉପନିର୍ବାଚନ ରାଜନୈତିକ ବିଜୟ ନୁହେଁ ବିଶ୍ବାସ,ସେବାର
ନୂଆପଡ଼ା,୧୭।୧୧: ନୂଆପଡ଼ାରେ ବିପୁଳ ଭୋଟରେ ଭାଜପାର ବିଜୟ ପରେ ବେଶ୍ ଖୁସି ଅଛନ୍ତି ଭାଜପା କର୍ମୀ ନେତୃବୃନ୍ଦ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୟ ଶ୍ରେୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତା ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାରୁ ସଫଳତା…
ଆର୍ଥିକ ଅଭାବରୁ ପୁଅର ଶୁଦ୍ଧିକ୍ରିୟା କରିବାକୁ ଅସମର୍ଥ ବୃଦ୍ଧା ମହିଳା, ସହଯୋଗର ହାତ ବଢାଇଲେ ପୌରାଧ୍ୟକ୍ଷା
ବଲାଙ୍ଗୀର, ୧୭।୧୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲଟି ୧୮ନମ୍ବର ୱାର୍ଡ ତୁଳସୀନଗର ନିବାସୀ ଜଣେ ଗରିବ ବିଧବା ବୟସ୍କା ମହିଳା ସୁମତି ବିଶିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ ଓ ତୁଲସୀନଗର ପଡାବାସୀ । କିଛିଦିନ ତଳେ…
କମାଲ କରିବେ ପ୍ରିୟଙ୍କା ଚୋପ୍ରା
ମୁମ୍ବାଇ: ଏସ୍ଏସ୍ ରାଜମୌଲିଙ୍କ ଆଗାମୀ ଫିଲ୍ମ ‘ବାରାଣସୀ’ର ନିର୍ମାତା ନିକଟରେ ପ୍ରଥମ ଲୁକ୍ ରିଲିଜ କରିଛନ୍ତି, ଯାହା ପ୍ରଶଂସକମାନଙ୍କୁ ବହୁତ ଉତ୍ସାହିତ କରିଛି। ଏହି ଫିଲ୍ମରେ ପ୍ରଥମଥର ପାଇଁ ପ୍ରିୟଙ୍କା ଚୋପ୍ରା ଏବଂ ମହେଶ ବାବୁ ଏକାଠି ସ୍କ୍ରିନ୍ ଶେୟାର କରିବେ।…
ଅଲିମ୍ପିକ୍ସ: ଅନୁୟାଙ୍କୁ ସ୍ବର୍ଣ୍ଣ, ପ୍ରାଞ୍ଜଳିଙ୍କୁ ମିଳିଲା ରୌପ୍ୟ
ନୂଆଦିଲ୍ଲୀ,୧୭ା୧୧: ଭାରତର ଅନୁୟା ପ୍ରସାଦ ଓ ପ୍ରଞ୍ଜଳି ପ୍ରଶାନ୍ତ ଧୂମଲ ଟୋକିଓଠାରେ ଚାଲିଥିବା ବଧିରଅଲିମ୍ପିକ୍ସର ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ହାସଲ କରିଛନ୍ତି। ଅନୁୟା ବଧିର…
ସାଇବର ଠକେଇର ଶିକାର ହେଲେ ଯୁବକ: ଆପେ ଆପେ ଆକାଉଣ୍ଟରୁ ଚାଲିଗଲା ୫୬ ହଜାର ଟଙ୍କା
ରାୟଗଡା, ୧୭।୧୧ (ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ପୋଲିସ ପକ୍ଷରୁ ସାଇବର ଅପରାଧରୁ ସୁରକ୍ଷା ପାଇଁ ମାସବ୍ୟାପୀ ସଚେତନତା ଚାଲିଛି। ହେଲେ ଅନ୍ୟପଟେ ଗ୍ରାମାଞ୍ଚଳର ଲୋକେ ସାଇବର ଅପରାଧୀଙ୍କ ଶିକାର ପାଲଟିଛନ୍ତି । ନିକଟରେ ଭୁବନେଶ୍ୱରର ଜଣେ ବୃଦ୍ଧ ଦମ୍ପତିଙ୍କୁ ଡିଜିଟାଲ…
ଇକୋ ଟୁରିଜମ୍ କଟେଜର ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ…
ପାରଳାଖେମୁଣ୍ଡି,୧୭ା୧୧(ଗିରିଧାରୀ ପରିଚ୍ଛା): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଗଜପତି ଜିଲା ରାୟଗଡ଼ ବ୍ଲକର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଦିନିକିଆ ଗସ୍ତରେ ଆସି ବନ ବିଭାଗ ଦ୍ୱାରା ନିର୍ମିିତ ଇକୋ ଟୁରିଜମ୍ କଟେଜର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ମହେନ୍ଦ୍ରଗିରିର…
ନୂଆପଡ଼ା ନିର୍ବାଚନ: ଭାଜପା ପ୍ରଭାରୀ କହିଲେ ପାଖ ମାଡ଼ି ପାରିଲେନି…
ଭୁବନେଶ୍ୱର, ୧୭।୧୧: ନୂଆପଡ଼ାରେ ବିପୁଳ ଭୋଟରେ ଭାଜପାର ବିଜୟ ପରେ ବେଶ୍ ଖୁସି ଅଛନ୍ତି ଭାଜପା କର୍ମୀ ନେତୃବୃନ୍ଦ। ଏ ନେଇ ଭାଜପା ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି,ନୂଆପଡ଼ାରେ ଆମର ବୃହତ ବିଜୟ ହୋଇଛି। ଆମେ ଯେତିକି ଲିଡ୍ରେ…
ଶେଖ ହାସିନାଙ୍କୁ ତୁରନ୍ତ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି, ଏବେ କ’ଣ କରିବେ ମୋଦି
ଢାକା,୧୭।୧୧: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବା ପରେ ବାଂଲାଦେଶ ସୋମବାର ତାଙ୍କୁ ତୁରନ୍ତ ଭାରତକୁ ହସ୍ତାନ୍ତର କରିବାକୁ ଆନୁଷ୍ଠାନିକ ଭାବେ ଦାବି କରିଛି। ଢାକା କହିଛି ଯେ ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ…
ନବୀନ ନୂଆପଡ଼ା କାହିଁକି ଯାଇଥିଲେ, ଦଳଳ ଭିତିରି କଥା ଖୋଲି କହିଦେଲେ ….
ଭୁବନେଶ୍ୱର, ୧୭।୧୧: ନୂଆପଡ଼ା ଉପନିର୍ବାଚନ ହାରିବା ପରେ ମୁହଁ ଖୋଲିଲେ ବିଧାୟକ ଗଣେଶ୍ବର ବେହେରା । କହିଦେଲେ ଭିତିରି କଥା। ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ନ ଥିଲେ କହିଥାନ୍ତେ ବୁଝାମଣା ହୋଇଛି।ଯେଉଁମାନେ ନୂଆପଡ଼ା ଯାଇଛନ୍ତି ସେମାନେ ଜାଣିଛନ୍ତି ନବୀନଙ୍କ ଲୋକପ୍ରିୟତା…
Archives


