ଉଜାଡ଼ି ଦେଲେ ୨ ଏକର କଦଳୀ ଫସଲ
ପଲମ,୧୩।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଭୀମକେଲା ପଞ୍ଚାୟତ ଫଲସାପଡା(ବୁର୍ଡିପଡ଼ା) ନିକଟସ୍ଥ ସାନ୍ଦୁଲ ନଦୀ କୂଳରେ ବଣୁଆ ହାତୀ ପସି ଉପଦ୍ରବ କରିଥିବା ଅଭିଯୋଗ ହୋଇଛି। ହାତୀପଲ ଫଲସାପଡା ଗ୍ରାମର ଫକୀର ନାଏକଙ୍କ ୨ ଏକର ଜମିରେ ହୋଇଥିବା କଦଳୀ…
ଏଥର ଖେଳିବେନି ତଥାପି ୮ କୋଟିରେ କିଣିଲା ମୁମ୍ବାଇ
ବାଙ୍ଗାଲୋର,୧୩।୨: ଚଳିତ ମେଗା ଅକଶନରେ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ପେସର ଜୋଫ୍ରା ଆର୍ଚ୍ଚରଙ୍କୁ ୮ କୋଟି ଟଙ୍କାରେ କିଣିଛି। ଆହତ ସମସ୍ୟା କାରଣରୁ ଏହି ଖେଳାଳି ଚଳିତ ବର୍ଷ ଆଇପିଏଲରେ ଖେଳିବେ ନାହିଁ। ଏହାସତ୍ତ୍ୱେ ଆର୍ଚ୍ଚରଙ୍କ ପାଇଁ ମୁମ୍ବାଇକୁ କଡ଼ା ଚ୍ୟାଲେଞ୍ଜ…
କ୍ୟାପଟେନଙ୍କୁ ଟାର୍ଗେଟ୍ କଲେ ପ୍ରିୟଙ୍କା
ଜଳନ୍ଧର,୧୩।୨: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରବିବାର ନିର୍ବାଚନ ପ୍ରଚାର ପାଇଁ ପଞ୍ଜାବରେ ପହଞ୍ଚିଛନ୍ତି। ସର୍ବପ୍ରଥମେ, ସେ ନାଭି ସୋଚ ନଭା ପଞ୍ଜାବ ସମାବେଶକୁ ସମ୍ବୋଧିତ କରିବା ପାଇଁ କୋଟକାପୁରାରେ ପହଞ୍ଚିଥିଲେ। ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ପ୍ରିୟଙ୍କା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ…
‘ଭାଇ ପାଇଁ ଜୀବନ ଦେଇପାରିବି’
ନୂଆଦିଲ୍ଲୀ,୧୩।୨: “ମୋ ଭାଇ ପାଇଁ ମୁଁ ଜୀବନ ଦେଇପାରିବି। ସେ ମଧ୍ୟ ମୋ ଲାଗି ଜୀବନ ଦେବେ”। ରାହୁଲ ଗାନ୍ଧୀଙ୍କ ସହ ବିବାଦ ଥିବା ନେଇ ପ୍ରଶ୍ନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା…
ଗୋଟିଏ ଦିନରେ ଡବଲ୍ ଖୁସି ଖବର
ନୂଆଦିଲ୍ଲୀ,୧୩।୨:ଭାରତୀୟ ଅଲରାଉଣ୍ଡର ଶିବମ ଦୁବେଙ୍କ ପାଇଁ ଫେବୃଆରୀ ୧୩ ଅର୍ଥାତ୍ ଆଜିର ଦିନ ଅବିସ୍ମରଣୀୟ ହୋଇ ରହିବ। କାରଣ ଆଜି ଦୁଇଟି ଖୁସି ଖବର ମିଳିଛି। ସକାଳେ ସେ ବାପା ହୋଇଥିବାବେଳେ ଅପରାହ୍ନରେ ଚେନ୍ନାଇ ସୁପର କିଙ୍ଗ୍ସ କୋଟି କୋଟି ଟଙ୍କାରେ…
ଟନେଲରେ ଏବେ ବି ଫସିଛନ୍ତି ୨ ଶ୍ରମିକ
ଭୋପାଳ,୧୩।୨: ମଧ୍ୟପ୍ରଦେଶ କଟନି ଜିଲାର ସଲିମାନାବାଦରେ ନିର୍ମାଣାଧୀନ ଟନେଲ ଭୁଷୁଡି ପଡ଼ିଛି। ଟନେଲ ଭଗ୍ନାଂଶ ତଳେ ୯ ଶ୍ରମିକ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨ ଜଣ ଫସି ରହିଛନ୍ତି ବୋଲି…
୫୦ଥର ଇଣ୍ଟରଭ୍ୟୁରେ ଫେଲ୍ ପରେ ବଦଳିଲା ଯୁବତୀଙ୍କ ଭାଗ୍ୟ, ଗୁଗଲ ଦେଲା ୧.୧୦ କୋଟି ପ୍ୟାକେଜ୍ରେ ଚାକିରି
କୁହାଯାଏ, ଚେଷ୍ଟା କଲେ ସଫଳତା ନିଶ୍ଚେ ମିଳେ। ଏହାର ନିଚ୍ଛକ ଉଦାହରଣ ବିହାରର ୨୪ ବର୍ଷୀୟା ସମ୍ପ୍ରିତି ଯାଦବ। କଠିନ ପରିଶ୍ରମ ବଳରେ ସେ ଗୁଗଲରେ ଚାକିରି ପାଇଛନ୍ତି। ଏକ ସମୟ ଥିଲା ଯେତେବେଳେ ସମ୍ପ୍ରତି କ୍ରମାଗତ ୫୦ ସାକ୍ଷାତକାର ପରେ…
ଜିଲା ପରିଷଦ ପ୍ରାର୍ଥୀଙ୍କୁ ନୋଟିସ
କେନ୍ଦୁଝର,୧୩ା୨(ସ୍ବ.ପ୍ର.): ପ୍ରାର୍ଥିପତ୍ର ଦାଖଲବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଭାଜପାର ହାଟଡିହି ବ୍ଲକ ୩୪ ନମ୍ବର ଜୋନ୍ର ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ବିରୋଧରେ ଉପଜିଲାପାଳ ଗୋପୀନାଥ କୁଅଁର ଆନନ୍ଦପୁର ଥାନାରେ ଏତଲା ଦେବା ପରେ ପୋଲିସ ପ୍ରାର୍ଥୀଙ୍କୁ ନୋଟିସ କରି ୧୩ ତାରିଖରେ…
ଡେବ୍ୟୁ ଫିଲ୍ମ ପରେ ଇଣ୍ଡଷ୍ଟ୍ରି ଛାଡିବାକୁ ଚାହୁଁଥିଲେ ‘ପୁଷ୍ପା’ ଅଭିନେତ୍ରୀ
ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ, କିନ୍ତୁ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ପୁଷ୍ପା: ଦି ରାଇଜ’ ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଛି। ଏହି ଫିଲ୍ମରେ ରଶ୍ମିକା ‘ଶ୍ରୀବଲି’…
ପଲକଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ସଲମାନଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ
ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଯାହା ପ୍ରଶଂସକଙ୍କ ହୃଦୟକୁ ଛୁଇଁଯାଇଛି। ଏକ ପିଚ୍ କଲରର ଶର୍ଟ ବଡିକନ ଡ୍ରେସ ସହିତ ଧଳା ରଙ୍ଗର ବ୍ଲେଜର ପିନ୍ଧିଛନ୍ତି ପଲକ।…
ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି:ବିଜୟ ଚୌଧୁରୀ
ନୟାଗଡ଼ରେ ମୋ ଜନ୍ମ। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ନୟାଗଡ଼ କଲେଜରେ ଆଇ.ଏ ଓ ବି.ଏ ପଢିଥିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ପି.ଜି କଲି। ପି.ଜି ସରିବା ପରେ ଓଡ଼ଗଁାସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଅଧ୍ୟାପନା କରିବାର…
ଭାଲେଣ୍ଟାଇନସ୍ ଆପ୍
ଦିନଟି ସେମିତି – ବଡ଼ ରୋମାଣ୍ଟିକ୍ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , ‘ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲାବେଳେ ନେଇକି ଆସିବ।’ ଶୁଭ କାମରେ…
Archives


