Posted inଜାତୀୟ

ସିକ୍କିମ ଭୂସ୍ଖଳନ: ସେନା ପକ୍ଷରୁ ୮ ଜଣ ଉଦ୍ଧାର, ଜଣଙ୍କର ମୃତ୍ୟୁ

ସିକ୍କିମ,୧୬ ।୬: ଦେଶର ଉତ୍ତର ରାଜ୍ୟ ଯେଉଁଠି ଗ୍ରଷ୍ମ ପ୍ରବାହ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ସେଇଠି ଅନ୍ୟପଟେ ଦେଶର ଉତ୍ତର ପୂର୍ବ ରାଜ୍ୟରେ ଲଗାତାର ବର୍ଷା ବି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ସିକ୍କିମରେ ଗତ ୨ ଦିନ ହେବ ଚାଲିଥିବ ଲଗାଣ ବର୍ଷାରେ ଜାତୀୟ ରାଜପଥରେ ହୋଇଥିବା ଭୂସ୍ଖଳନରେ ୮ ଜଣ ଲୋକ ପୋତି ହୋଇପଡିଥିବା ସୂଚନା ମିଳିଥିଲା ।
ସୂଚନା ଅନୁଯାୟୀ, ଭାରତୀୟ ସେନା ପକ୍ଷରୁ ଭୂସ୍ଖଳନରେ ପୋତି ହୋଇପଡିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲ ପଠାଇ ଦିଆଯାଇଥିଲା । ହେଲେ ଉଦ୍ଧାର ହୋଇଥିବା ୮ ଜଣଙ୍କ ମଧ୍ୟରୁ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ

କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ...

ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ

ଗାଜିପୁର,୨୯।୪: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଛି। ଶନିବାର ଏହି ସଜା ଶୁଣାଇଛନ୍ତି କୋର୍ଟ। ଗାଜିପୁରର ଏମପି-ଏମଏଲଏ କୋର୍ଟ...

ଆରମ୍ଭ ହେଲା ଚାରିଧାମ ଯାତ୍ରା

ଡେରାଡୁନ,୩।୫: ସାରା ଦେଶରେ ମଙ୍ଗଳବାର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଏହି ଶୁଭ ଅବସରରେ ଉତ୍ତରାଖଣ୍ଡରେ ମଙ୍ଗଳବାରରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। କରୋନା...

୨୪ ଘଣ୍ଟାରେ ସୁସ୍ଥ ହେଲେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୬।୬: କରୋନା ମହାମାରୀ ଯୋଗୁ ଭାରତରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର...

ଭାରତ ବନ୍ଦ: ହକ୍‌ ପାଇଁ ଗର୍ଜୁଛନ୍ତି ଚାଷୀ

ନୂଆଦିଲ୍ଲୀ,୮।୧୨: ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ଚାଷୀ ସଂଗଠନ ଆଜି ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଏହି ଅବସରରେ ସକାଳୁ ଦେଶର ବିଭିନ୍ନ ସ୍ଥାନରେ...

ହିଜାବରେ ନୂଆ ମୋଡ଼, ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍‌ଙ୍କୁ ଆର୍‌ଏସ୍‌ଏସ୍‌ ମୁସଲିମ୍‌ ଶାଖାର ସମର୍ଥନ …

ବେଙ୍ଗାଲୁରୁ, ୧୦।୨ : ହିଜାବ୍‌ ବିବାଦ ନେଇ ଦେଶର ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଏପରିସ୍ଥଳେ ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍‌ଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ...

ହର ଘର ତ୍ରିରଙ୍ଗା ଅଭିଯାନ: ୧୦ ଦିନରେ ବିକ୍ରି ହେଲାଣି ୧ କୋଟିରୁ ଅଧିକ ଜାତୀୟ ପତାକା

ନୂଆଦିଲ୍ଲୀ,୧୨ ।୮: ସାରା ଦେଶରେ ଥିବା ଭାରତୀୟ ଡାକ ବିଭାଗର ୧.୫ ଲକ୍ଷ ଡାକ ଘର (ପୋଷ୍ଟ ଅଫିସ) ମାଧ୍ୟମରେ ୧୦ ଦିନରେ ୧ କୋଟିରୁ...

ବର୍ଷା ନେଲାଣି ୨ଶହରୁ ଊର୍ଦ୍ଧ୍ୱ ଜୀବନ

ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ଚଳିତ ଥର ବର୍ଷାରେ ଏପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି।...

Advertisement
Archives

Model This Week