Home Left

ଲଭର୍ସ ଡେଷ୍ଟିନେଶନ୍‌

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସ ଅବସରରେ ନିଜ ସାଥୀଙ୍କ ସହ କୁଆଡେ ଟିକେ ବୁଲିଆସିବାକୁ ଅନେକଙ୍କର ଇଚ୍ଛା ଥାଏ; ଯେଉଁଠି ତାଙ୍କୁ ବାଧାଦେବାକୁ କେହି ନ ଥିବେ। ଆଉ ସେଠାରେ ସେମାନେ ମନଖୋଲି ଦୁଇପଦ କଥା ହେବା ସହ ସୁନେଲି ଭବିଷ୍ୟତକୁ…

ପ୍ରେମର ପ୍ରତୀକ

କେଉଁଠି କିପରି ପ୍ରେମ ହୋଇଯାଏ ତାହା କାହାକୁ ଜଣା ନଥାଏ । ଏମିତି କେହି ନାହାନ୍ତି ଯାହାଙ୍କୁ ପ୍ରେମ ଛୁଇଁପାରି ନାହିଁ। ତେବେ ପ୍ରେମର ସ୍ବରୂପ ଭିନ୍ନଭିନ୍ନ । ପ୍ରତୀକ ବି ଅନେକ । ସେଥିମଧ୍ୟରେ କେତୋଟି ପ୍ରତୀକ ସମ୍ପର୍କରେ… ଗୋଲାପ-…

ଆମ ପାଇଁ ସବୁଦିନ ଭାଲେଣ୍ଟାଇନ୍ସ ଡେ’: ଜ୍ୟାଙ୍କଲିନ୍‌-ଅରବିନ୍ଦ

ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରୀର ଏମାନେ ଏକ ଚର୍ଚ୍ଚିତ ଯୋଡ଼ି । ଖୋଲାଖୋଲି ଭାବେ ଭଲ ପାଇଥିଲେ । ବିବାହ ବି କଲେ। ଏବେ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାର ସ୍ବପ୍ନ ନେଇ ଆଗେଇ ଚାଲିଛନ୍ତି । ସେ ହେଉଛନ୍ତି ଅରବିନ୍ଦ- ଜ୍ୟାଙ୍କଲିନ୍‌,…

ପ୍ରେମିକ ଭାବେ ଉଦାହରଣ ସାଜିଛନ୍ତି ଏମାନେ, କରିଛନ୍ତି କିଛି ଏଭଳି…

ସ୍ତ୍ରୀଙ୍କ ସ୍ମୃତିରେ ସ୍ବାମୀ ତିଆରି କଲେ ହାର୍ଟ ଶେପ୍‌ର ଏକ ଜଙ୍ଗଲ: ଇଂଲଣ୍ଡସ୍ଥିତ ଏକ ଗାଁ ହେଉଛି ୱିକ୍‌ୱାର୍‌। ସେଠାକାର ଜଣେ ବାସିନ୍ଦା ହେଲେ ୱିନ୍‌ଷ୍ଟୋନ ହୋୱେସ୍‌। ବୃତ୍ତିରେ ଜଣେ କୃଷକ। ୧୯୬୨ ମସିହାରେ ସେ ଜାନେଟ୍‌ ନାମ୍ନୀ ଜଣେ ଯୁବତୀଙ୍କୁ…

କେଉଁଠି କରିବେ ଘରର ଶିଡ଼ି,ଜାଣନ୍ତୁ…

ଘରେ ବାସ୍ତୁଦୋଷ ରହିଲେ ଐଶ୍ୱର୍ଯ୍ୟ ହାନି ହେବା ସହ ଅଭାବ ଅନଟନ ଦେଖାଦେଇଥାଏ। ଏହି ତାଲିକାରେ ଘରର ଶିଡ଼ି ମଧ୍ୟ ଆସେ। ଯଦି ଘରର ଶିଡ଼ି ବାସ୍ତୁ ଅନୁଯାୟୀ ଠିକ୍‌ ଜାଗାରେ ତିଆରି ହୋଇ ନଥାଏ ତା’ହେଲେ କି କି ସମସ୍ୟା…

ଏଥର ବଜାରରେ ପୁଷ୍ପା ଶାଢ଼ି, ଭିଡିଓ ଦେଖିଲେ

ସୋସିଆଲ ମିଡିଆରେ ସମସ୍ତେ ଫିଲ୍ମ ‘ପୁଷ୍ପା’ ହିରୋ ଅଲୁ ଅର୍ଜୁନଙ୍କ ଡାଏଲଗ ଷ୍ଟାଇଲକୁ କପି କରୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ସୁରଟର ପ୍ରସିଦ୍ଧ ବୟନ ବଜାରରେ ‘ପୁଷ୍ପା’ କ୍ରେଜ ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ଜଣେ କପଡା ବ୍ୟବସାୟୀ…

ଚର୍ଚ୍ଚାରେ କୁନି ଗଙ୍ଗୁବାଇଙ୍କ ଭିଡିଓ, ଯିଏ ଦେଖୁଛି…

ବମ୍ବେ: ରିଲିଜ ପୂର୍ବରୁ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ସେଥିରେ ଡାଏଲଗ ସାଙ୍ଗକୁ ଆଲିଆଙ୍କ ଅଭିନୟ ସମସ୍ତଙ୍କ ମନ କିଣିବାରେ ହୋଇଛି ସଫଳ। କ୍ରେଜ୍‌ ଏପରି ଯେ…

ମାଓବାଦୀ ବ୍ୟାନର, ଠିକାସଂସ୍ଥା ଗାଡ଼ି ପୋଡ଼ି ମାମଲା: ୫ କୋର୍ଟ ଚାଲାଣ

ରାୟଗଡ଼ା ଅଫିସ,୧୩ା୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ାଠାରେ ଥିବା ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଏସ୍‌ଭିଏମ ମୁଖ୍ୟ ଗେଟ୍‌ରେ ବ୍ୟାନର ମାରି ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାର ରବିବାର ପୋଲିସ ୫ଜଣଙ୍କୁ ଗିରଫକରି…

୨୦ ଲକ୍ଷରୁ ଆରମ୍ଭ ହେଲା, ୩ କୋଟିରେ ଛିଡ଼ିଲା

ବାଙ୍ଗାଲୋର,୧୩।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ୨୦୨୨ରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ଡଓ୍ବୋଲ୍ଡ ବ୍ରେଭିସ୍‌ ଓରଫ ‘ବେବି ଏବି’। ଏହି ୧୮ ବର୍ଷୀୟ କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩…

ଫେଲ୍‌ ମାରିଲେ ଇଞ୍ଜିନିୟର, ମୁସଲମାନ ମିସ୍ତ୍ରୀ ସ୍ଥାପନ କଲେ ଦେଢ଼ ଟନ୍‌ର ଶିବଲିଙ୍ଗ

ଭୋପାଳ,୧୩ା୨: ମଧ୍ୟପ୍ରଦେଶର ମନ୍ଦସୌରରେ ବିଶ୍ୱ ବିଖ୍ୟାତ ଅଷ୍ଟମୁଖୀ ଭଗବାନ ପଶୁପତିନାଥ ମହାଦେବ ମନ୍ଦିର ରହିଛି। ଏଠାରେ ସହସ୍ରେଶ୍ୱର ମହାଦେବଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଏହି ଶିବଲିଙ୍ଗର ଗୋଲେଇ ଏବଂ ଲମ୍ବା ୬.୫୦ ଫୁଟ। ଏହା କ୍ରେନ୍‌ ସାହାଯ୍ୟରେ ସ୍ଥାପନ କରାଯାଇଛି। ପ୍ରଶାସନ…

ଭାଲେଣ୍ଟାଇନ୍ସ ଦିବସରେ କଡ଼ା କଟକଣା, ପ୍ରେମୀଯୁଗଳ ପିନ୍ଧନ୍ତୁ ମାସ୍କ୍‌, ଘୋଷଣା କଲେ ସରକାର…

ବ୍ୟାଙ୍କକ, ୧୩।୨ : କରୋନା ମହାମାରୀ ସଙ୍କଟ ସମୟରେ ପାଳନ କରାଯାଉଥିବା ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏକ ଅଜବ ଆଦେଶ ଦେଇଛନ୍ତି। ଥାଇଲାଣ୍ଡରେ ଭିଡ଼ ଜମାଇଥିବା ପ୍ରେମୀଯୁଗଳ ଏବଂ ଦମ୍ପତିଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି।…

ବିବାଦ ଭୁଲି ଏକାଠି ଖେଳିବେ କୃନାଲ-ଦୀପକ: ସେହ୍ବାଗ କହିଲେ…

ବାଙ୍ଗାଲୋର,୧୩।୨: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ସେ ପାଞ୍ଚ ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ ଥିଲେ। ତାଙ୍କ ସହ ଦୀପକ ହୁଦାଙ୍କୁ ଦଳରେ ସ୍ଥାନ ମିଳିଛି। ଗତ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri