‘ହିଜାବ ନ ପିନ୍ଧୁଥିବାରୁ ବଳାତ୍କାର ହେଉଛି’
ବେଙ୍ଗାଲୁରୁ,୧୩।୨: ଭାରତରେ ବଳାତ୍କାର ହାର ସର୍ବାଧିକ। କାରଣ କିଛି ମହିଳା ହିଜାବ ପିନ୍ଧୁ ନାହାନ୍ତି। ରାଜ୍ୟର ସ୍କୁଲ ଓ କଲେଜରେ ମୁଣ୍ଡ ଘୋଡ଼ାଇବା ପାଇଁ ବ୍ୟବହୃତ ହେଉଥିବା ସ୍କାର୍ଫ ପନ୍ଧିବାକୁ ନେଇ ବିବାଦ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଥିବା ବେଳେ ଉପରୋକ୍ତ ଟିପ୍ପଣି…
୩.୫ ଘଣ୍ଟାରେ ନାଗପୁରରୁ ମୁମ୍ବାଇ
ନାଗପୁର,୧୩।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର ମଧ୍ୟରେ ୭୬୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ମାତ୍ର ୩.୫ ଘଣ୍ଟା ସମୟ ଲାଗିବ।…
‘ଭାଲେନଟାଇନ୍ସ ଡେ’ରେ ପାର୍କରେ ବୁଲିଲେ ଗୋଡ଼ ଭାଙ୍ଗିଦେବୁ’
ଭୋପାଳ,୧୩।୨: ପାର୍କରେ ଭାଲେନଟାଇନ୍ସ ଡେ’ ପାଳୁଥିବା ଦେଖିଲେ, ପ୍ରେମୀ ଯୁଗଳଙ୍କ ଗୋଡ଼ ବାଡେଇ ଭାଙ୍ଗି ଦେବୁ। ମଧ୍ୟପ୍ରଦେଶର ଭୋପାଳରେ ପ୍ରେମୀ ଯୁଗଳଙ୍କ ପାଇଁ ଏଭଳି ଚେତାବନୀ ଜାରି କରିଛନ୍ତି ଶିବା ସେନା କର୍ମୀ। ଏ ନେଇ କାଳିକା ଶକ୍ତି ପୀଠ ମନ୍ଦିରରେ…
୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା
କଲମ୍ବୋ,୧୩।୨: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ବେଆଇନ ଭାବେ ମାଛ ଧରିବା ପାଇଁ ୨ ଡଙ୍ଗା ମଧ୍ୟ ଜବତ କରିଛି। ରବିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ନୌସେନା କହିଛି, ତଲାଇମନ୍ନାର…
ଆଜୀବନ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ
ଫୁଲବାଣୀ ଅଫିସ, ୧୩ା୨: କନ୍ଧମାଳ ଜିଲା କାରାଗାରରେ ଆଜୀବନ ସଜା ଭୋଗୁଥିବା ଜଣେ କଏଦୀଙ୍କର ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କାରାମାହା ଗ୍ରାମର କାହ୍ନୁ ଚରଣ ପ୍ରଧାନ(୬୧)।…
ସ୍ବାମୀଙ୍କଠାରୁ ଅଲଗା ହେଲେ ଡ୍ରାମା କୁଇନ୍
ବଲିଉଡ୍ର ଡ୍ରାମା କୁଇନ୍ ରାଖୀ ସାୱନ୍ତ ସ୍ବାମୀ ରିତେଶ ସିଂଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏନେଇ ଇନ୍ଷ୍ଟାଗ୍ରାମରେ ରାଖୀ ନିଜେ ସୂଚନା ଦେଇଛନ୍ତି। ରାଖୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ, ମୁଁ କହିବାକୁ ଚାହେଁ ଯେ ରିତେଶ…
ଉଡୁପିରେ ସ୍କୁଲ, କଲେଜ ପାଖରେ ୧୪୪ ଧାରା
ବାଙ୍ଗାଲୋର ,୧୩।୨: ହିଜାବ-ସାଫ୍ରନକୁ ନେଇ ଚାଲିଥିବା ବିବାଦ ଯୋଗୁ ୪ ଦିନ ବନ୍ଦ ରହିବା ପରେ ସୋମବାରଠାରୁ କର୍ନାଟକରେ ଖୋଲିବାକୁ ଯାଉଛି ହାଇ ସ୍କୁଲ। ଏହାକୁ ଦୃଷ୍ଟିରେ ରଖି ଉଡୁପି ଜିଲର ସମସ୍ତ ଶିକ୍ଷାନୁଷ୍ଠାନ ପାଖରେ ଆସନ୍ତା ୬ ଦିନ ପାଇଁ…
ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ୍, ଏବେ ଆଇପିଏଲ୍ରେ କୋଟି କୋଟି ଟଙ୍କା କରିବେ ରୋଜଗାର
ବେଙ୍ଗାଲୁରୁ,୧୩।୨:କୁହାଯାଏ, ସମୟ ବଡ଼ ବଳବାନ। ସମୟକୁ ଅପେକ୍ଷା କଲେ ପରିଶ୍ରମର ଫଳ ନିଶ୍ଚେ ମିଳିଥାଏ। ଆଇପିଏଲ୍ ୨୦୨୨ର ନିଲାମରେ ଏହିପରି ଜଣେ ଖେଳାଳିଙ୍କ ଭାଗ୍ୟ ବଦଳିଯାଇଛି।ସେ ହେଉଛନ୍ତି ନବଦୀପ ସଇନି। ତାଙ୍କୁ ଆଇପିଏଲ ୨୦୨୨ର ମେଗା ନିଲାମରେ ୨.୬ କୋଟି ଟଙ୍କା…
ବାଇକ୍ ଧକ୍କାରେ ଗଲା ୨ ଜୀବନ
ମାଲକାନଗିରି, ୧୩ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ନାୟକଗୁଡାଠାରେ ରବିବାର ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ରାମ କୁଡୁକୁ ଏବଂ ଗୌରବ ଭୂମିଆ।…
ସୋମବାର ରିଲିଜ୍ ହେବ ‘ରୁଦ୍ର: ଦ ଏଜ ଅଫ୍ ଡାର୍କ ନେସର’ ଟ୍ରେଲର
ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ୱେବ ସିରିଜ ‘ରୁଦ: ଦ ଏଜ ଅଫ୍ ଡାର୍କନେସ’ର ନିର୍ମାତାମାନେ ଏକ ପୋଷ୍ଟର ଜାରି କରିଛନ୍ତି । ଯେଉଁଥିରେ ଅଭିନେତା ଓଭରହେଡ ସର୍ଟରେ ନଜର ଆସିଛନ୍ତି । ଏହାର ଟ୍ରେଲର ସୋମବାର ରିଲିଜ୍ କରାଯିବ ।…
ବର କନ୍ୟା ସହ ଫଟୋ ଉଠାଇ ଟଙ୍କା ବ୍ୟାଗ୍ ଧରି ଛୁ
ଗ୍ବାଲିୟର(ମଧ୍ୟପ୍ରଦେଶ),୧୩।୨: ଜଣେ ଚୋର ଷ୍ଟେଜରେ ଚଢ଼ି ବର କନ୍ୟାଙ୍କ ସହ ନିକଟ ସମ୍ପର୍କୀୟଙ୍କ ଭଳି ଫଟୋ ଉଠାଇଥିଲେ। ତା’ ପରେ ଟଙ୍କା ଓ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗ୍ବାଲିୟର ସହରରୁ। ଭାଇରାଲ…
ଖୁବଶୀଘ୍ର ଆସିବ ସିଂଘମ ୩!
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ୨୦୧୧ରେ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆକ୍ସନ ଫିଲ୍ମ ‘ସିଂଘମ’ ଫିଲ୍ମରେ ସେ ବାଜିରାଓ ସିଂଘମ ଭୂମିକାରେ ଦର୍ଶକଙ୍କ ମନ ଜିଣିଥିଲେ । ଏହାପରେ ସିଂଘମ ଫିଲ୍ମର ସଫଳତାକୁ ଦେଖି ମେକର୍ସ ୨୦୧୪ରେ ଏହାର ସିକ୍ୱିଏଲ…
Archives


