ଫୁରସତ

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍‌ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି ସମସ୍ୟା ଖୁବ୍‌ ଶୀଘ୍ର ଦୂରେଇ ଯିବ। ପୁଣି ସମସ୍ତ ଟ୍ରେନ୍‌ ଚଳାଚଳ ସ୍ବାଭବିକ ହେବ।…

ଜୁଲାଇର ଭାଗ୍ୟଫଳ: ଏସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ମାନସମ୍ମାନ-ପଦୋନ୍ନତି

ନୂଆଦିଲ୍ଲୀ, ୨।୭: ବର୍ଷର ସପ୍ତମ ମାସ ହେଉଛି ଜୁଲାଇ। ଚଳିତ ମାସ କେତେକଙ୍କ ପାଇଁ ଶୁଭଫଳ ନେଇ ଆସିଥିବାବେଳେ ଅନ୍ୟ କେତେକଙ୍କ ଲାଗି ଅଶୁଭଫଳ ନେଇ ଆସିଛି। ଯେଉଁମାନେ ୧, ୧୦. ୧୯ ଏବଂ ୨୮ ତାରିଖରେ ଜନ୍ମ ହୋଇଥିବେ ସେମାନଙ୍କୁ…

ରୋଜଗାରର ଭିନ୍ନ ଉପାୟ ବାଛି ନେଲେ ଦେହଜୀବୀ

ନୂଆଦିଲ୍ଲୀ: ଦେହଜୀବୀଙ୍କ କଥା ମନକୁ ଆସିଲେ ଆପାଣାଛାଏଁ ଏକ ଛବି ନଜରକୁ ଆସିଯାଏ। ଏମାନଙ୍କର ରୋଜଗାରର ମାଧ୍ୟମ ମଧ୍ୟ ଗୋଟିଏ ବୋଲି ଧରି ନିଆଯାଏ। ହେଲେ କରୋନା ମହାମାରୀ ଏମାନଙ୍କ ଜୀବନକୁ ବଦଳାଇ ଦେଇଛି। ଜଣାପଡିଛି କି ରାଜଧାନୀ ଦିଲ୍ଲୀର ଜେବି…

ହାତୀଙ୍କ ପାଇଁ ଖୋଲାଗଲା ଜିମ୍‌, ଜାଣନ୍ତୁ କାହିଁକି

ହାତୀଙ୍କ ପାଇଁ ଜିମ୍‌ ବ୍ୟବସ୍ଥା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆପଣ ଭାବୁଥିବେ ବିଦେଶରେ ଏହି ବ୍ୟବସ୍ଥା ଉପଲବ୍ଧ ଥିବ। କିନ୍ତୁ ଏହା ଭୁଲ୍‌। ଭାରତରେ ହିଁ ହାତୀ ପାଇଁ ଜିମ୍‌ ବ୍ୟବସ୍ଥା କରାଯାଇଛି। ଉତ୍ତରାଖଣ୍ଡର ରାଜାଜି ଟାଇଗର୍‌ ରିଜର୍ଭରେ ହାତୀଙ୍କ…

କରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପୋଟ୍ରେଟ ତିଆରି କଲା ଏହି ଦେଶ

ମେକ୍ସିକୋ,୨।୭: କରୋନା ଭାଇରସ୍‌ ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ମେକ୍ସିକୋରେ ମଧ୍ୟ କରୋନା ପ୍ରକୋପ ଜାରି ରହିଛି।…

ବଜ୍ରପାତ ପୂର୍ବରୁ ସତର୍କ ସୂଚନା ଦେଉଛି ‘ଦାମିନୀ ଆପ୍‌’

ଲକ୍ଷ୍ନୌ, ୨।୭: ବଜ୍ରପାତ ଯୋଗୁ ପ୍ରତିବର୍ଷ ବହୁ ଧନଜୀବନ ହାନି ହୋଇଥାଏ। ତେବେ ଏଣିକି ବଜ୍ରପାତ ପୂର୍ବରୁ ସତର୍କ ସୂଚନା ସହଜରେ ମିଳିପାରୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‘ଦାମିନୀ ଆପ୍‌’ ବିକଶିତ କରାଯାଇଛି। ଏହାକୁ ଡାଉନ୍‌ଲୋଡ୍‌…

ହିମାଳୟରେ ୯୭% ଅଙ୍ଗାରକାମ୍ଳ ନିର୍ଗମନର କାରଣ ଘରୋଇ ଉତ୍ତାପ

ନୂଆଦିଲ୍ଲୀ,୨।୭: ମଣିଷର ଚାଲିଚଳଣି, କାମଧନ୍ଦା ସହ ପରିବେଶ ବିଗିଡ଼ିବାରେ ଲାଗିଛି। କେବଳ ଘରୋଇ ଉତ୍ତାପ ଯୋଗୁ ହିମାଳୟରେ ୯୭%ରୁ ଊର୍ଦ୍ଧ୍ୱ ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବାବେଳେ ମହାକାଶ ଉତ୍ତାପ ଯୋଗୁ ବାକି ୩% ନିର୍ଗମନ ହେଉଥିବା ଜଣାପଡ଼ିଛି। ବିଶେଷକରି ହିମାଳୟର ଭାରତୀୟ ଅଞ୍ଚଳରେ…

ମାତ୍ର ୫୦ ଟଙ୍କାରେ କିଡ଼ନୀ ରୋଗୀଙ୍କ ଡାଏଲିସିିସ୍‌ କରୁଛନ୍ତି ଏହି ଡାକ୍ତର

କରୋନା ଯୋଗୁ ଅନ୍ୟାନ୍ୟ ସାଂଘାତିକ ରୋଗରେ ପୀଡିତ ରୋଗୀଙ୍କୁ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମୟରେ କୋଲକାତାର ଜଣେ ଡାକ୍ତର ମାତ୍ର ୫୦ ଟଙ୍କାରେ ଡାଏଲିସିସ ସୁବିଧା ପ୍ରଦାନ କରୁଛନ୍ତି। ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ସବୁଆଡେ ପ୍ରଶଂସା…

ଗର୍ଲ ଫ୍ରେଣ୍ଡଙ୍କୁ ଦେଖା କରିବାକୁ ଲକ୍‌ଡାଉନ ନିୟମ ଭାଙ୍ଗିଲେ ୭୧ ବର୍ଷର ମେୟର: ସିଡିଚଢି ଝରକା ବାଟେ କଥା ହେଲେ

ଲିସେଷ୍ଟର ସିଟି: ବ୍ରିଟେନର ଲିସେଷ୍ଟର ସିଟିରେ ଜଣେ ୭୧ ବର୍ଷ ବୟସ୍କ ଲେବର ପାର୍ଟିର ମେୟର ସର୍‌ ପିଟର ସୋଲସବିଙ୍କର ଏବେ ବେଶ ‌ ଚର୍ଚ୍ଚା ହେଉଛି। ସେ ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ କରିଛନ୍ତି। ତେବେ ସେ ଗର୍ଲ ଫ୍ରେଣ୍ଡଙ୍କ ପାଇଁ…

ଭାରତରେ ପ୍ରଥମ ଥର ପାଇଁ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌ ‘ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେଶରେ ପ୍ରଥମ ଥର ପାଇଁ ୨ କିଲୋମିଟର ଲମ୍ବା ଟ୍ରେନ୍‌ ଚଳାଚଳ କରୁଛି। ଏହି ଟ୍ରେନର ନାମ ‘ସୁପର ଆନାକୋଣ୍ଡା’ ରଖାଯାଇଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ ସୋସିଆଲ ମିଡିଆରେ…

ଦୃଷ୍ଟି ଆକର୍ଷଣ କରୁଛି ଧଳା ବାଦୁଡି: ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ କେବେକେବେ ଏମିତି କିଛି ଭିଡିଓ ଅବା ଫଟୋ ଭାଇରାଲ ହୋଇଥାଏ ଯାହା ଆସିଥାଏ ଚର୍ଚ୍ଚାକୁ। ନିକଟରେ ଜଣେ ରେନ୍‌ ଫରେଷ୍ଟ ସ୍ପେଶାଲିଷ୍ଟ ଇନଷ୍ଟାଗ୍ରାମରେ ଧଳା ବଦୁଡିଙ୍କର ଏକ ଭିଡିଓ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ…

୧୦ ବର୍ଷ ଧରି ଥିଲେ ବସ୍‌ କଣ୍ଡକ୍ଟର, ଏବେ ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ

ଯେକୌଣସି ଫିଲ୍ମ ନିର୍ଦ୍ଦେଶକଙ୍କ ପାଇଁ ତାଙ୍କ ଫିଲ୍ମ ଶ୍ରେଷ୍ଠ ପୁରସ୍କାର ଲାଭ କରିବା ନିଶ୍ଚିତ ଖୁସିର କଥା। ମାତ୍ର ଜଣେ ଫିଲ୍ମ ଲାଇନ୍‌ର ନ ହୋଇ ବି ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?