Posted inଫୁରସତ

ମୌସୁମୀ ପାଗର ମଜା ନେଉଛି ମାଙ୍କଡ଼

ଆଧୁନୀକ ଯୁବକ ମଣିଷଙ୍କ ପରି ପଶୁପକ୍ଷୀ ମଧ୍ୟ ସ୍ମାର୍ଟ ହୋଇଯାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। ଏକ ମାଙ୍କଡ଼ ମୌସୁମୀ ପାଗର ମଜା ଦେବା ପାଇଁ ଛାତ ଉପରେ ଏକ ଟିଭି ଆଣ୍ଟିନା ଉପରେ ଆରାମ ଚେୟାର ପରି ବସିଥିବା ଦେଖିବାକୁ ମିଳୁଛି। ଭାରତୀୟ ବନ ଅଧିକାରୀ (ଆଇଏଫ୍‌ଏସ୍‌) ସୁଜନ୍ତା ନନ୍ଦା ତାଙ୍କ ଟ୍ବିଟର ଆକାଣ୍ଟରେ ଏହି ଫଟୋଟିକୁ ଶେୟାର କରିଛନ୍ତି। ଫଟୋଟିକୁ ଶେୟାର କରି ସେ ଲୋକଙ୍କୁ ଏଥିରେ କ୍ୟାପ୍ସନ ଦେବା ପାଇଁ କହିଛନ୍ତି। ଫଟୋଟି ଶେୟାର ହେବାର ମାତ୍ର ଅଳ୍ପ ସମୟରେ ଏହି ଫଟୋଟିକୁ ବହୁତ ଲୋକ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍‌ ଦବ୍‌ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି...

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ

ଖୋର୍ଦ୍ଧା ଜିଲା ବଉଳାବନ୍ଧ ନିକଟସ୍ଥ ଇଚ୍ଛାପୁର ଗାଁରେ ମୋ ଜନ୍ମ। ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏସ୍‌ସି...

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ...

ଜାତିପ୍ରଥା ପାଇଁ ଅଧାରୁ ବନ୍ଦ ହେଲା ମହିଳାଙ୍କ ଶବଦାହ

ଆଗ୍ରା, ୨୭।୭: ଉତ୍ତର ପ୍ରଦେଶରେ ଲୋକଙ୍କ ମନରେ ଏବେ ମଧ୍ୟ କେମିତି ଜାତିପ୍ରଥା ବସା ବାନ୍ଧିହୋଇ ରହିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଗ୍ରାରେ ଦେଖିବାକୁ...

ଥାନାରେ ପହଞ୍ଚତ୍ଲା ୫ ବର୍ଷ ତଳର ଗଧ ଚୋରି ମାମଲା; ମନ୍ଦିରରେ ସ୍ଥିର ହେଲା ମାଲିକାନା

ଭିଲ୍‌ବାଡା, ୫।୭- ଜମି, ସମ୍ପତ୍ତିକୁ ନେଇ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ବିବାଦ ହୋଇଥିବା ଏକ ସାଧାରଣ କଥା। ଏହାର ସମାଧାନ ପାଇଁ ଲୋକେ ଥାନା,...

କିପରି ହୋଇଥିଲା ଟେଲିଫୋନରେ ‘ହାଲୋ’ର ବ୍ୟବହାର

ପ୍ରାୟ ଆମେ ସମସ୍ତେ ଛୋଟବେଳୁ ଏହା ଦେଖି ଆସୁଛୁ, ଆଉ ଶୁଣି ଆସୁଛୁ ଯେ ଫୋନ୍‌ ଉଠାଇବା କ୍ଷଣି ‘ହାଲୋ’ କୁହାଯାଇଥାଏ। ପରେ ବ୍ୟବହାରକାରୀ ଅନ୍ୟ...

୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛର ମିଳିଲା ସନ୍ଧାନ

ଶିଂଲ, ୧୫।୨: ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବା ବଡ଼ମାଛର ସନ୍ଧାନ ମିଳିଛି। ମେଘାଳୟର ପାହାଡ଼ିଆ ଅଞ୍ଚଳରେ ଥିବା ଏହି ପ୍ରଜାତିର ମାଛର ଓଜନ ପ୍ରାୟ...

ପାଣି, ପବନ ଓ ବିଦ୍ୟୁତ୍‌ ଶକ୍ତିରୁ ତିଆରି ହେଲା ବିକଳ୍ପ ଖାଦ୍ୟ: ରହିବେନି କେହି ଭୋକିଲା

ହେଲସିଙ୍କି,୨୧।୧: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍‌ଲାଣ୍ଡର ବୈଜ୍ଞାନିକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *