ଘରେ ଲୋକଙ୍କୁ ଦେଖି ଲାଜ କରୁଛି କୁକୁର
ଅନ୍ୟମାନଙ୍କୁ ଦେଖିଲେ ଛୋଟ ପିଲା ଲାଜ କରିବା କଥା ସମସ୍ତେ ଜାଣନ୍ତିି। ହେଲେ ଏକ କୁକୁର ଲୋକମାନଙ୍କୁ ଦେଖିଲେ ଲାଜ କରି ଲୁଚୁଥିବା କେହି କେବେହେଲେ ଶୁଣି ନ ଥିବେ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଏକ ଭିଡିଓ…
ଟିକ୍ଟକ୍ ବ୍ୟାନ୍ ହେବା ପରେ ରାଗରେ ଏମିତି କହିଲେ ଏହି ଝିଅ
ଟିକ୍ଟକ୍ ସହିତ ୫୯ଟି ଚାଇନା ଆପ୍ସ ଭାରତରେ ବ୍ୟାନ୍ ହୋଇଛି। ଏବେ ନା କେହି ଟିକ୍ଟକ୍ ଆପ୍କୁ ଡାଉନ୍ଲୋଡ୍ କରିପାରୁଛନ୍ତି ନା ହିଁ ପୂର୍ବରୁ ଥିବା ଏହି ଆପ୍ କାମରେ ଆସୁଛି। ଏହା ପରର ପ୍ରଭାବ ଏବେ ସୋସିଆଲ ମିଡିଆରେ ଦେଖିବାକୁ…
ତୁରନ୍ତ ବଦଳାନ୍ତୁ ଫେସ୍ବୁକ୍ ପାସଓ୍ବାର୍ଡ, ହୋଇପାରେ ତଥ୍ୟ ଚୋରି
ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଭାଇରସ ଆପ ଏକ ବଡ ସମସ୍ୟା ହୋଇଗଲାଣି। ଯଦି ଆପଣ ଜଣେ ଫେସବୁକ ବ୍ୟବହାରକାରୀ ତେବେ ଆପଣଙ୍କୁ ତୁରନ୍ତ ସତର୍କ ହେବା ଆବଶ୍ୟକ। ଅନୁସନ୍ଧାନକାରୀମାନେ ଗୁଗୁଲ ପ୍ଲେ ଷ୍ଟୋରରେ ୨୫ଟି ବିପଜ୍ଜନକ ଆଣ୍ଡ୍ରଏଡ ଆପ୍ ଚିହ୍ନଟ କରିଛନ୍ତି।…
ମାତ୍ର ୯ ବର୍ଷରେ ବିବାହ କରିଥିଲେ ଦେଶର ପ୍ରଥମ ମହିଳା ଡାକ୍ତର
ଜୁଲାଇ ୧, ଅର୍ଥାତ୍ ଆଜି ପାଳନ କରାଯାଉଛି ଡାକ୍ତର ଦିବସ। କରୋନା ଭଳି ମହାମାରୀରୁ ଲୋକଙ୍କୁ ବଞ୍ଚାଇବାରେ ଡାକ୍ତରଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଦେଶ ତାଙ୍କୁ ସଲାମ କରିବା ସହ ସେମାନଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି। ଏହି…
କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ
ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି ବ୍ୟକ୍ତି ଗାତରେ ଫୋପାଡିଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…
କ୍ୱାରାଣ୍ଟାଇନ୍ରେ ରହିଲେ ୪୭ ଛେଳି
ବେଙ୍ଗାଲୁରୁ,୧।୭:କର୍ନାଟକରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ବେଙ୍ଗାଲୁରୁଠାରୁ ୧୨୭ କିମି ଦୂର ତୁମକୁରୁ ଜିଲାର ଗୋଡକେରେ ଗାଁରେ କରୋନା ଭାଇରସ୍ ସଂକ୍ରମଣ ଫଳରେ ଜଣେ ମେଷପାଳକଙ୍କ ୪୭ଟି ଛେଳିକୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଜିଲାର ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି ଯେ,…
ନିଜେ ଭିଜି କୁକୁରକୁ ବର୍ଷାରୁ ରକ୍ଷା କଲେ ସିକ୍ୟୁରିଟୀ ଗାର୍ଡ
ସୋସିଆଲ ମିଡିଆରେ ଜଣେ ସିକ୍ୟୁରିଟୀ ଗାର୍ଡ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବର୍ଷାରେ ନିଜେ ଓଦା ହୋଇ କୁକୁରକୁ ବଞ୍ଚାଉଥିବା ଏହି ଗାର୍ଡଙ୍କ ଫଟୋ ଭାଇରାଲ ହୋଇଛି। ଫଟୋରେ ସିକ୍ୟୁରିଟୀ ଗାର୍ଡ ଜଣଙ୍କ କୁକୁରକୁ ବର୍ଷାରୁ ରକ୍ଷା ପାଇଁ ଛତା ଦେଖାଉଥିବାବେଳେ ନିଜେ…
ବାପ-ପୁଅଙ୍କ ଉପରେ ଆକ୍ରମଣ କରିବାରୁ ଭାଲୁକୁ ଫାଶୀ ଦଣ୍ଡାଦେଶ
ଇଟାଲୀରେ ଏକ ବ୍ରାଉନ ଭାଲୁକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ଗତ ସପ୍ତାହରେ ଟ୍ରେଟିନୋର ଉତ୍ତର କ୍ଷେତ୍ରରେ ବାପପୁଅଙ୍କ ଉପରେ ଆକ୍ରମଣ କରିବାକୁ ଭାଲୁକୁ ଏପରି ଦଣ୍ଡାଦେଶ ଦିଆଯାଇଥିବା ସୂଚନା ମିଳିଛି। ୫୯ ବର୍ଷୀୟ ଫେବିଓ ମିଶ୍ରରୋନି ୨୮ ବର୍ଷୀୟ ପୁଅ କ୍ରିଶ୍ଚିୟନ୍ଙ୍କ…
ସୁନା ଗହଣା କିଣୁଥିଲେ ଧ୍ୟାନ ଦିଅନ୍ତୁ ଏଥିପ୍ରତି…
ଆମ ସଂସ୍କୃତିରେ ସୁନାର ରହିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହା ଯେତିକି ସୁନ୍ଦର ସେତିକି ଉପଯୋଗୀ। ମହିଳାମାନଙ୍କର ଏହାପ୍ରତି ଅଶେଷ ଦୂର୍ବଳତା ରହିଥାଏ। ଏହାର ମୂଲ୍ୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ କିଣିବା ସମୟରେ ସତର୍କ ନ…
ଆଶାର ଉତ୍ସ
ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି। ଯାହାକୁ ସାଇବର କଣ୍ଡ୍ରିଆ ବୋଲି କୁହାଯାଏ। ଜଣେ ଯୁଗାନ୍ତକାରୀ ଡାକ୍ତର ଭାବେ ପ୍ରସିଦ୍ଧ ତଥା…
କରୋନାର ଆୟୁର୍ବେଦୀୟ ଚିକିତ୍ସା
କରୋନା ଅର୍ଥ ବଳୟ। ଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ବଳୟ ଘେରି ରହିଥାଏ। ସେହି ଆକାର ଭୂତାଣୁ ପ୍ରାଣୀଙ୍କଠାରେ ଦେଖାଦେଇଥାଏ। ଏପରି ଭୂତାଣୁ ପ୍ରାଣୀ ବା ବାଦୁଡିଠାରୁ ମନୁଷ୍ୟକୁ ଚାଇନାରେ ସଂକ୍ରମିତ ହୋଇଥିଲା। ତା’ପରେ ତାହା ମନୁଷ୍ୟରୁ ମନୁଷ୍ୟକୁ କ୍ରମଶଃ…
ଟିକ୍ଟକ୍ ବ୍ୟାନ୍ ହେବା ପରେ ଏହି ୟୁଟ୍ୟୁବର୍ଙ୍କୁ ମିଳୁଛି ଶୁଭେଚ୍ଛା
ଭାରତ-ଚାଇନା ମଧ୍ୟରେ ସୀମା ଉତ୍ତେଜନା ଲାଗି ରହିଛି। ଏସବୁ ମଧ୍ୟରେ ଭାରତ ସରକାର ଟିକ୍ଟକ୍ ସମେତ ଚାଇନାର ୫୯ଟି ଆପ୍କୁ ବ୍ୟାନ୍(ନିଷିଦ୍ଧ) କରିଦେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ ଲୋକମାନେ ନିଜର ଖୁସିବ୍ୟକ୍ତ କରିଛନ୍ତି। ହେଲେ ଟିକ୍ଟକ୍ ବ୍ୟାନ୍…

