Posted inଫୁରସତ

ମାତ୍ର ୫୦ ଟଙ୍କାରେ କିଡ଼ନୀ ରୋଗୀଙ୍କ ଡାଏଲିସିିସ୍‌ କରୁଛନ୍ତି ଏହି ଡାକ୍ତର

କରୋନା ଯୋଗୁ ଅନ୍ୟାନ୍ୟ ସାଂଘାତିକ ରୋଗରେ ପୀଡିତ ରୋଗୀଙ୍କୁ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମୟରେ କୋଲକାତାର ଜଣେ ଡାକ୍ତର ମାତ୍ର ୫୦ ଟଙ୍କାରେ ଡାଏଲିସିସ ସୁବିଧା ପ୍ରଦାନ କରୁଛନ୍ତି। ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ସବୁଆଡେ ପ୍ରଶଂସା କରାଯାଉଛି। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜାମିରୁଦ୍ଦିନ ଶାହାଙ୍କ ଜ୍ୱାଇଁ ଡା ଫୱାଦ ହଲିମ ଏହି ସେବା ଆରମ୍ଭ କରିଥିଲେ। ଲକ୍‌ଡାଉନ୍‌ରେ ରୋଗୀମାନଙ୍କୁ ଅସୁବିଧାର ସାମ୍ନା କରୁଥିବା ଦେଖିଛି। ଅନେକ ଲୋକ ବେରୋଜଗାର ହୋଇଯାଇଛନ୍ତି ଏବଂ ଚିକିତ୍ସା ପାଇଁ ଟଙ୍କା ମଧ୍ୟ ଉଠାଇ ପାରୁନାହାନ୍ତି। ତେଣୁ ମୋ କ୍ଲିନିକରେ ଡାଏଲିସିସ ପାଇଁ ମାତ୍ର ୫୦ ଟଙ୍କା ନେବା ଆରମ୍ଭ କଲି ବୋଲି ଫଓ୍ବାଦ କହିଛନ୍ତି। ଲକଡାଉନ ପୂର୍ବରୁ ଡାଏଲିସିସ ପାଇଁ ୩୫୦ ଟଙ୍କା ଚାର୍ଜ କରୁଥିଲୁ କିନ୍ତୁ କରୋନା ଏହା ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଲିନିକ୍‌ରେ ତିନିଜଣ ଡାକ୍ତର ଏବଂ ଚାରିଜଣ ଟେକ୍‌ସିଆନ ୨,୩୫୭ ଡାଏଲିସିସ କରିଛନ୍ତି। ଏହି ଦୁଇ ଡାକ୍ତର ସ୍ବେଚ୍ଛାସେବୀ ଭାବରେ ଯୋଗ ଦେଇଥିଲେ। ଏବେ ଫଓ୍ବାଦଙ୍କ ସବୁଠି ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ହୋଲିରେ ପିଆଯାଏ ଭାଙ୍ଗ

ଆନନ୍ଦର ପର୍ବ ହୋଲି। ଏହି ଉତ୍ସବରେ ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ ବିନା ହୋଲି ଅଧୁରା, ସେହିପରି...

ଟିକ୍‌ଟକ୍‌ରେ ସ୍ବାମୀଙ୍କ ମୃତ୍ୟୁର ନକଲି ଭିଡିଓ କରୁଥିଲେ ସ୍ତ୍ରୀ, ତା’ପରେ ଘଟିଲା ଏମିତି

ଇସଲମାବାଦ,୧୮।୯:ଭାରତରେ ଟିକଟକ ବନ୍ଦ ହେବା ପରେ ଏହାର କ୍ରେଜ ଶେଷ ହୋଇଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହି ଚାଇନିଜ ଆପ୍‌ ଧମାଲ ମଚାଇଛି। ଟିକଟକ୍‌ରେ...

ଡରାଉଛି କରୋନା: ଚିକେନ୍‌, ମଟନ ବଦଳରେ ପଣସ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଭାରତ। ଏଠାରେ ପ୍ରାୟ ୭୬ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ...

ଲକ୍‌ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍‌-ବସ୍‌ ହେଲେ ବ୍ୟକ୍ତି

ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍‌ ଭୟଙ୍କର ରୂପ...

ବିନା ପାଣିରେ ଟଏଲେଟ୍‌

ଓ୍ବାଶିଂଟନ: ଜଳର ଅପଚୟ ରୋକିବା ଏବଂ ଲୋକଙ୍କୁ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଜନିତ ରୋଗରୁ ରକ୍ଷା କରିବା ପାଇଁ ଖୁବ୍‌ଶୀଘ୍ର ବିନା ପାଣିରେ ସ୍ବତନ୍ତ୍ର ପ୍ରକାର...

ବିମାନରେ ହାଇ ହିଲ୍‌ ପିନ୍ଧିବା ମନା, ରାଜ୍‌ କହିଲେ କର୍ମଚାରୀ

ଆରାମଦାୟକ ଯାତ୍ରା ପାଇଁ ଆମେ ଟ୍ରେନ୍‌ କିମ୍ବା ବିମାନରେ ଯାତ୍ରା କରିଥାଉ। ଏହି ସମୟରେ ଚପଲ ପିନ୍ଧିଥାଉ। ଅନେକ ମହିଳା ମଧ୍ୟ ହାଇ ହିଲ୍‌ ପିନ୍ଧି...

ସୁରଟରେ ଆକାଶରୁ ବର୍ଷିଲା ସୁନା ବିସ୍କୁଟ ଭଳି ଧାତୁ

ସୁରଟ, ୮।୧୦: ଗୁଜରାଟ ସୁରଟ ସହରର ଏକ ଗ୍ରାମରେ ସୁନା ବିସ୍କୁଟ ଭଳି ଦେଖାଯାଉଥିବା ଏକ ଧାତୁ ବର୍ଷା ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ...

ଟେଡି ଡେ: ସାଥୀଙ୍କୁ ଦିଅନ୍ତୁ ଏହି ରଙ୍ଗର ଟେଡି

କପଲ୍‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି...

Advertisement
Archives

Model This Week