Posted inଫୁରସତ

ମାତ୍ର ୫୦ ଟଙ୍କାରେ କିଡ଼ନୀ ରୋଗୀଙ୍କ ଡାଏଲିସିିସ୍‌ କରୁଛନ୍ତି ଏହି ଡାକ୍ତର

କରୋନା ଯୋଗୁ ଅନ୍ୟାନ୍ୟ ସାଂଘାତିକ ରୋଗରେ ପୀଡିତ ରୋଗୀଙ୍କୁ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମୟରେ କୋଲକାତାର ଜଣେ ଡାକ୍ତର ମାତ୍ର ୫୦ ଟଙ୍କାରେ ଡାଏଲିସିସ ସୁବିଧା ପ୍ରଦାନ କରୁଛନ୍ତି। ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ସବୁଆଡେ ପ୍ରଶଂସା କରାଯାଉଛି। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜାମିରୁଦ୍ଦିନ ଶାହାଙ୍କ ଜ୍ୱାଇଁ ଡା ଫୱାଦ ହଲିମ ଏହି ସେବା ଆରମ୍ଭ କରିଥିଲେ। ଲକ୍‌ଡାଉନ୍‌ରେ ରୋଗୀମାନଙ୍କୁ ଅସୁବିଧାର ସାମ୍ନା କରୁଥିବା ଦେଖିଛି। ଅନେକ ଲୋକ ବେରୋଜଗାର ହୋଇଯାଇଛନ୍ତି ଏବଂ ଚିକିତ୍ସା ପାଇଁ ଟଙ୍କା ମଧ୍ୟ ଉଠାଇ ପାରୁନାହାନ୍ତି। ତେଣୁ ମୋ କ୍ଲିନିକରେ ଡାଏଲିସିସ ପାଇଁ ମାତ୍ର ୫୦ ଟଙ୍କା ନେବା ଆରମ୍ଭ କଲି ବୋଲି ଫଓ୍ବାଦ କହିଛନ୍ତି। ଲକଡାଉନ ପୂର୍ବରୁ ଡାଏଲିସିସ ପାଇଁ ୩୫୦ ଟଙ୍କା ଚାର୍ଜ କରୁଥିଲୁ କିନ୍ତୁ କରୋନା ଏହା ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଲିନିକ୍‌ରେ ତିନିଜଣ ଡାକ୍ତର ଏବଂ ଚାରିଜଣ ଟେକ୍‌ସିଆନ ୨,୩୫୭ ଡାଏଲିସିସ କରିଛନ୍ତି। ଏହି ଦୁଇ ଡାକ୍ତର ସ୍ବେଚ୍ଛାସେବୀ ଭାବରେ ଯୋଗ ଦେଇଥିଲେ। ଏବେ ଫଓ୍ବାଦଙ୍କ ସବୁଠି ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ ହୋଲ୍‌ର ଆକାର କମିବାରେ ଲାଗିଛି !

ଓ୍ବାଶିଂଟନ,୨୮।୩: ଆଣ୍ଟାର୍କଟିକା ଉପରେ ସୃଷ୍ଟି ହୋଇଥିବା ଓଜନ ହୋଲ୍‌ର ଆକାର ଇତିମଧ୍ୟରେ କମିବାରେ ଲାଗିଛି। ୧୯୮୭ ମଣ୍ଟେକାର୍ଲୋ ପ୍ରୋଟୋକଲ ଅନ୍ତର୍ଗତ ହୋଇଥିବା ଏକ ସର୍ଭେ ରିପୋର୍ଟରେ...

ଖୋଲାରେ ପରିସ୍ରା ନ କରିବା ପାଇଁ ନିଆରା ପଦକ୍ଷେପ

ବେଙ୍ଗାଲୁରୁ: କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜରିଆରେ ସାରା ଦେଶକୁ ସଫାସୁତରା ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।...

ସବୁଠୁ ରାଗ ଲଙ୍କା ଖାଇ କଲେ ବିଶ୍ୱ ରେକର୍ଡ, ଆଉ ତା’ ପରେ…

ଆପଣ କେବେ ଶୁଣିଛନ୍ତି ଲଙ୍କା ଖାଇଲେ ମୃତ୍ୟୁ ହୁଏ ବୋଲି। ମାତ୍ର ଜଣେ ବ୍ୟକ୍ତି ଲଙ୍କା ଖାଇ ବିଶ୍ୱ ରେକର୍ଡ କରିବାର କିଛି ସମୟ ପରେ...

୧୧୮ ବର୍ଷ ପରେ ଭାରତରେ ଫୁଟିଲା ଏହି ବିରଳ ପ୍ରଜାତିର ଫୁଲ

ବରେଲି, ୬।୭- ଭାରତରେ ଦୀର୍ଘ ୧୧୮ ବର୍ଷର ବ୍ୟବଧାନ ପରେ ବିରଳ ପ୍ରଜାତିର ଅର୍କିଡ ଫୁଲର ସନ୍ଧାନ ମିଳିଛି। ଉତ୍ତର ପ୍ରଦେଶର ଦୁଧ୍‌ଓ୍ବା ଜାତୀୟ ଉଦ୍ୟାନରେ...

କରୋନାକୁ ଜିତିଲେ ୯୪ ବର୍ଷିୀୟ ମହିଳା

ନୂଆଦିଲ୍ଲୀ, ୧୪ା୫: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲାରେ ଜଣେ ୯୪ ବର୍ଷୀୟ ବୃଦ୍ଧା କରୋନାକୁ ପରାସ୍ତ କରିଛନ୍ତି। ସାଙ୍ଗ୍‌ଲିର ମିରାଜ୍‌ ସରକାରୀ ହସ୍ପିଟାଲରେ ସେ ଭୂତାଣୁ ଆକ୍ରାନ୍ତ...

ଗୋଟିଏ ଗୋଡ଼ରେ ପାହାଡ଼ ଚଢ଼ା

ନୂଆଦିଲ୍ଲୀ: କଥାରେ ଅଛି ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ଠିକ୍‌ ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ବିଲେଇଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲ

ସାଧାରଣତଃ ମଣିଷମାନଙ୍କ ପାଇଁ ବିଳାସପୂର୍ଣ୍ଣ ହୋଟେଲର ବ୍ୟବସ୍ଥା କରାଯାଇଥାଏ। ହେଲେ ଇରାକର ଜଣେ ଭେଟନାରୀ ମେଡିସିନର ଛାତ୍ର ଅହମ୍ମଦ ତାହେର ମକ୍କି ବିଲେଇଙ୍କ ପାଇଁ ତିଆରି...

ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ

ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ...

Advertisement


Archives

Model This Week

Why Dharitri